ଡକ୍ୱୱର୍ଥ ଲୁଇସ ନିୟମ ତିଆରି କରିଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ଦେହାନ୍ତ
ନୂଆଦିଲ୍ଲୀ: କ୍ରିକେଟ ଜଗତକୁ ଡକ୍ୱୱର୍ଥ ଲୁଇସ ନିୟମ ନେଇଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ୭୮ ବର୍ଷରେ ପରଲୋକ ହୋଇଯାଇଛି । ଫ୍ରାଙ୍କ ଡକ୍ୱୱର୍ଥ ଓ ଲୁଇସ ମିଳିତ ଭାବେ ୧୯୯୨ରେ ଏହି ଫର୍ମୁଲା ତିଆରି କରିଥିଲେ । ଆଇସିସି ୧୯୯୯ ବିଶ୍ୱକପରେ ଏହି ନିୟମକୁ ବିଧିବଦ୍ଧ ଭାବେ ଆପଣାଇଥିଲା ।
ଟୋନି ଏବଂ…