Latest Odisha News
Yearly Archives

2020

ଓସ୍କାର ବିଜେତା ଏ. ଆର୍ ରହମାନଙ୍କୁ ମିଳିଲା ଆଉ ଏକ ସମ୍ମାନ; ‘ବ୍ରେକ୍‌ଥ୍ରୋ ଇଣ୍ଡିଆ’ର ନୂତନ…

ନୂଆଦିଲ୍ଲୀ: ଓସ୍କାର ବିଜେତା ଏ. ଆର୍ ରହମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି। ସଂଗୀତ ଶିଳ୍ପକୁ ଏକ ଭିନ୍ନ ସ୍ତରକୁ ନେଇଥିବା ଏ. ଆର୍ ରହମାନ ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟ ଦ୍ୱାରା 'ବ୍ରେକ୍‌ଥ୍ରୋ ଇଣ୍ଡିଆ'ର ରାଷ୍ଟ୍ରଦୂତ ଭାବରେ ମନୋନୀତ…

ଆଗାମୀ ୧୨ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼

ନୂଆଦିଲ୍ଲୀ: ବଙ୍ଗାପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ । ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟି ଡିପ୍ରେସନ ଅଧୀକ ଘନୀଭଊତ ହୋଇ ଡିପ ଡିପ୍ରେସନରେ (ଗଭୀର ଅବପାତ) ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟାରେ ନେବ ସାଇକ୍ଲୋନିକ ଷ୍ଟର୍ମ (ସାମୁଦ୍ରିକ ଝଡ଼) ରୂପ । ଗତ ୬ ଘଣ୍ଟା ହେବ ଏହା ପଶ୍ଚିମ…

ଦିନକରେ ଦେଶରୁ ୩୧ ହଜାର କରୋନା ପଜିଟିଭ୍, ୪୧ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୧ହଜାର ୧୧୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୬୨ହଜାର ୮୧୦କୁ…

ଦିଲ୍ଲୀରେ ଶୀତ ଭାଙ୍ଗିଲା ୭୧ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ପ୍ରବଳ ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶ ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ । ନଭେମ୍ବର ମାସରେ ଜାଡ଼ ଭାଙ୍ଗିଛି ୭୧ବର୍ଷର ରେକର୍ଡ । ଚଳିତ ମାସରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା…

ତେଜୁଛି କୃଷକ ଆନ୍ଦୋଳନ: ଆଜି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଜରାସ୍ତାରେ ଦେଶର ଅନ୍ନଦାତା । ନୂଆ କୃଷି ବିଲକୁ ବିରୋଧ କରିବା ସହ ନିଜ ହକ ପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ହଜାର ହଜାର କୃଷକ । ଦାବି ପୂରଣ ନେହେଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । ଅଡୁଆରେ ପଡିଥିବା କେନ୍ଦ୍ର ସରକାର ଆଜି କୃଷକଙ୍କ…

ବଲାଙ୍ଗିର ସୁନ୍ଦରୀ ଶୁଭଶ୍ରୀ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ମୁକୁଟ

ଭୁବନେଶ୍ୱର: ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ ଜିତିଲେ ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଓଡିଶା ୨୦୨୦ ଟାଇଟଲ। ଏହି ଟାଇଟଲ୍ ସହିତ ସେ VLCC ଫେମିନା ମିସ୍ ଇଣ୍ଡିଆର ଟପ୍ -୩୧ ରେ ସ୍ଥାନ ପାଇଛନ୍ତି । ଏବେ ସେ ଟପ୍ ୧୫ରେ ସ୍ଥାନ ପାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ୩୦…

ଆଜିଠୁ ଖୋଲୁଛି ରାଜ୍ୟର ସବୁ ମେଡିକାଲ କଲେଜ

ଭୁବନେଶ୍ୱର: ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ମେଡିକାଲ କଲେଜ । କୋଭିଡ୍ କଟକଣା ସହ ମେଡିକାଲ କଲେଜଗୁଡ଼ିକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । କରୋନା ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ…

ନୂଆପଡ଼ାରେ ଭାଲୁ ଉତ୍ପାତ; ୨ ଦିନରେ ୩ ଗୁରୁତର

ନୂଆପଡ଼ା: ନୂଆପଡ଼ାରେ ଭାଲୁ ଉତ୍ପାତ। ଦୁଇ ଦିନରେ ୩ ଜଣ ଗୁରୁତର ହୋଇଥିବା ସୂଚନା । ସୂଚନାନୁସାରେ, ନୂଆପଡ଼ା ବୋଡେନ ରେଞ୍ଜ ବାବେବି ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ସୋମବାର ଦିନ ସକାଳୁ ସ୍ଥାନୀୟ ଜଣେ ବ୍ୟକ୍ତି ଲବ ମାଲି ସକାଳୁ ଶୌଚ ହେବା ଯାଇଥିଲେ । ସେଠାରେ ନିକଟସ୍ଥ ଜଙ୍ଗଲରୁ ୩ଟି…

ସ୍ୱାମୀଙ୍କ ଅଭିଯୋଗ; ନିଜ ୪ ଝିଅଙ୍କ ଗଳାକାଟି ହତ୍ୟା କଲେ ପତ୍ନୀ

ମେୱାତ: ୪ ଝିଅର ବେକ କାଟି ମାଆର ଆତ୍ମହତ୍ୟା ଉଦ୍ୟମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ହରିୟାଣାର ମେୱାତ୍‌ ଜିଲ୍ଲାରେ। ସୂଚନାନୁସାରେ, ଏଠାରେ ଜଣେ ମା’ ଫରମିନା ନିଜ ୪ ଝିଅଙ୍କ ଗଳା କାଟି ହତ୍ୟା କରିଛି। ଏହା ପଛର କାରଣ ମଧ୍ୟ ଅତି…

ଖସୁଛି ପାରଦ; ୧୫ ଡିଗ୍ରୀ ତଳେ ରାଜ୍ୟର ୧୩ଟି ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ବିଭାଗର ସୂଚନାନୁସାରେ, ୧୦ ଡିଗ୍ରି ତଳେ ରାଜ୍ୟର ୨ ଟି ସହର ରହିଥିବା ରେକର୍ଡ ହୋଇଥିବା ବେଳେ…