Latest Odisha News

BREAKING NEWS

Yearly Archives

2020

ଶ୍ରୀଲଙ୍କା ଜେଲରେ କରୋନା ବ୍ୟାପିବା ଗୁଜବ: ୮ ମୃତ, ୫୦ ଆହତ

କଲମ୍ବୋ:କରୋନା ମହାମାରୀ ବ୍ୟାପିବା ଗୁଜବରେ ଶ୍ରୀଲଙ୍କାର ମହାରା ଜେଲରେ ଦଙ୍ଗା ପରିସ୍ଥିତି ଉପୁଜିଥିଲା । କୈଦୀମାନେ ପରସ୍ପର ସହ ସଂଘର୍ଷରେ ମାତି ଯାଇଥିଲେ । ଏହା ଭୟାବହ ସଂଘର୍ଷରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ ଜେଲରେ କରୋନା…

ଡିସେମ୍ବର ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର: ଖୋଲିବନି ସିନେମା ହଲ, ବନ୍ଦ ରହିବ ସୁଇମିଂ ପୁଲ

ଭୁବନେଶ୍ବର: ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍ । ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ମେଡିକାଲ କଲେଜ । ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ପୁଣି ଥରେ ସ୍ଥାନୀୟ ପ୍ରଶାସନ ଉପରେ…

ମଙ୍ଗଳବାର ଠାରୁ କଟକ-ଭୁବନେଶ୍ୱରର ସମସ୍ତ ରୁଟରେ ଚାଲିବ ‘ମୋ ବସ’

ଭୁବନେଶ୍ୱର: କଟକ-ଭୁବନେଶ୍ୱରର ସମସ୍ତ ରୁଟରେ ମଙ୍ଗଳବାର ଠାରୁ ପୁଣି ‘ମୋ ବସ’ ସେବା ଆରମ୍ଭ ହେବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ସୋମବାର କୁହାଯାଇଛି । କ୍ରୁଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କଟକ-ଭୁବନଶ୍ୱେରର ୨୨ଟି ରୁଟରେ ‘ମୋ ବସ୍’ ଚଳାଚଳ କରିବ…

୫ ହଜାର ତଳକୁ ଖସିଲା ଆକ୍ଟିଭ କେସ୍; ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ଦୁଇଗୁଣ ବ୍ୟକ୍ତି ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ତଳମୁଁହା କରୋନା ଗ୍ରାଫ। ୨୪ ଘଣ୍ଟାରେ ୪୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୯ ଜଣ। ଏହାସହ ଓଡିଶାରେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୩,୧୨,୦୬୫ ଛୁଇଁଛି। ଏହା ସହିତ ରାଜ୍ୟରେ ସକ୍ରିୟ ମାମଲା ୪୮୬୮ କୁ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର…

ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି। ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍…

ପିଲାଙ୍କ ଡାକ୍ତର ହେବାର ଇଚ୍ଛାକୁ ପୂରଣ କରିବେ ସୋନୁ; ଛାତ୍ରବୃତ୍ତି ନେଇ କଲେ ଘୋଷଣା

ମୁମ୍ବାଇ: ରିଲ ନୁହେଁ ବରଂ ରିୟଲ ଲାଇଫ ହିରୋ। ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ କରୋନାର ଏହି ମହାସଙ୍କଟ ମଧ୍ୟରେ ଅନେକ ଗରିବଙ୍କ ପାଇଁ ସାଜିଛନ୍ତି ଜିଅନ୍ତା ଦେବତା। ନିଜ କାମରେ ଅନେକ ଥର ଲୋକଙ୍କ ମନ ଜିତିଥିବା ବେଳେ ପୁଣି ଥରେ ସେ ନିଜର ମହାନତା ପ୍ରତିପାଦନ କରିଛନ୍ତି।…

ଓଡ଼ିଶା କୋଭିଡ୍ ଟୀକାକରଣ ଯୋଜନା ଚୂଡାନ୍ତ: ୩୦ ହଜାର ସ୍ଥାନ ଚିହ୍ନଟ

ଭୁବନେଶ୍ବର: ଓଡ଼ିଶା କୋଭିଡ୍ ଟୀକାକରଣ ଯୋଜନା ଚୂଡାନ୍ତ ହୋଇଛି । ଟୀକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରାଯାଇଛି । ଟୀକାକରଣ ପାଇଁ ୮ ହଜାର ୩ଶହ ଜଣ କର୍ମଚାରୀ ତାଲିକାଭୁକ୍ତ ହୋଇଛନ୍ତି । କ୍ୟାବିନେଟ୍ ସଚିବଙ୍କ ପ୍ରସ୍ତୁତି ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ…

ନାବାଳିକା ହତ୍ୟାକାଣ୍ଡ ମାମଲାରେ ବିଜୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନାବାଳିକା ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟଙ୍କ ତତ୍ବାବଧାନରେ ଏସଆଇଟି ଯାଞ୍ଚ କରୁଥିବା ବେଳେ ସତ୍ୟତା ଜଣାପଡିବ ବୋଲି ସୋମବାର ଦିନ କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। “ମୋର ବ୍ୟକ୍ତିଗତ ମତରେ, ନାବାଳିକାଙ୍କ ମୃତ୍ୟୁ ସାରା ରାଜ୍ୟବାସୀଙ୍କ ପାଇଁ ଏକ…

ମାତାମଠରେ କାର୍ତିକ ବ୍ରତ ନିଷ୍ଠାର ସହ ପାଳନ

ପୁରୀ: ଶ୍ୟାମକୁଞ୍ଜ ଗଳି ମଧ୍ୟରେ ଥିବା ରାଧେଶ୍ୟାମ ଆଶ୍ରମରେ କାର୍ତିକ ବ୍ରତ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରାଯାଇଛି । କୋଭିଡ-୧୯ କଟକଣା ସହ ପ୍ରତ୍ୟେକ ଦିନ ମହାପ୍ରସାଦ ସେବନ ସହ କାର୍ତିକବ୍ରତୀମାନଙ୍କ ପାଇଁ ଭାଗବତ ପାରାୟଣ ପ୍ରବଚନର ଆୟୋଜନ ହୋଇଥିଲା । ମଠର ମହନ୍ତ ସୁବଳ ଚରଣ ଦାସ ଏହି…

ଗୋପାଳକ ପ୍ରସନ୍ନଙ୍କୁ ଲକଡାଉନରେ ସହାୟ ହେଲା କୃଷି ଡିଜିଟାଲ ପରାମର୍ଶ

ଦେବଗଡ: ରିଆମାଳ ବ୍ଲକ ବାବରାକୋଟ ଗାଁର ପ୍ରସନ୍ନ ପ୍ରଧାନ । ଆଖପାଖ ଅଂଚଳରେ ଜଣେ ଗୋପାଳକ ହିସାବରେ ବେଶ୍ ଜଣାଶୁଣା । ପ୍ରାୟ ୧୦ବର୍ଷ ହେଲା ସେ ଗୋପାଳନ କରି ପରିବାର ଚଳାଇ ଆସୁଛନ୍ତି । ଦୈନିକ ୬୦ରୁ ୭୦ ଲିଟର କ୍ଷୀର ଆଦାୟ ହେଉଥିବା ବେଳେ ତାକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ବି…