ଶ୍ରୀମନ୍ଦିରରେ କରୋନା କଟକଣା: କାଲିଠୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ: ଶ୍ରୀମନ୍ଦିରରେ ଲାଗିଲା କରୋନା କଟକଣା । କାଲିଠୁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ହେଲେ ପୂର୍ବ ଭଳି ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ ଦେଉଳରେ ତିନି ଠାକୁରଙ୍କ ସେବା କରିବେ ।
କରୋନା ଭୂତାଣୁ ଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ…