Latest Odisha News

BREAKING NEWS

Yearly Archives

2020

ଭୁବନେଶ୍ୱରର ତିନୋଟି ଷ୍ଟାର ହୋଟେଲରେ ଖୋଲିଲା ଦେୟଯୁକ୍ତ ସଂଗରୋଧ କେନ୍ଦ୍ର

ଭୁବନେଶ୍ୱର: ମାରାତ୍ମକ କରୋନା ଭୁତାଣୁ ସଂକ୍ରମଣର ସମ୍ଭାବିତ ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରାଜଧାନୀର ତିନୋଟି ଷ୍ଟାର ହୋଟେଲରେ ଦେୟଯୁକ୍ତ ସଂଗରୋଧ କେନ୍ଦ୍ର ବା କ୍ୱାରାଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ଏହି ତିନୋଟି…

ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ସ୍ଥଗିତ ଘୋଷଣା

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ସଂକ୍ରମଣ ଜନିତ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ସିବିଏସଇ ପକ୍ଷରୁ ଏବେ ଦେଶବ୍ୟାପୀ ଚାଲିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସ୍ଥଗିତ ରହିଥିବା ଘୋଷଣା କରାଯାଇଛି । ମାର୍ଚ୍ଚ ୧୯ ରୁ ୩୧ ତାରିଖ ମଧ୍ୟରେ ଭାରତ ଓ ବିଦେଶରେ ବିଭିନ୍ନ ପରୀକ୍ଷା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୩-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୧୯ ରିଖ  ଗୁରୁବାର ମୀନ ୬ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି  ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର         ଘାତ ଚନ୍ଦ୍ର:-  ସିଂହ ରାଶି…

ସନ୍ଧ୍ୟା ୮ଟା, ମାର୍ଚ୍ଚ ୧୯ ଗୁରୁବାର ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୯ ତାରିଖ ଗୁରୁବାର ଦିନ ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । 19 ମାର୍ଚ୍ଚ ସନ୍ଧ୍ୟା 8 ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କୋଭିଡ-19…

ପାରାଦୀପ ବନ୍ଦରରେ ଲାଗିଲା ତଟରକ୍ଷକ ବାହିନୀର ଜାହାଜ ବରାଦ

ପାରାଦୀପ: ମାର୍ଚ୍ଚ ୧୮ ତାରିଖ ଅପରାହ୍ନରେ ପାରାଦୀପ ବନ୍ଦର ରେ ଭାରତୀୟ ତଟ ରକ୍ଷକ ବାହିନୀ ର ଅନ୍ୟ ତମ ନୌତରୀ ବରାଦ ପହଂଚିଛି ।  ଭାରତ ର ଉତ୍ତର ପୂର୍ବ ଜଳସୀମା ସମେତ  ଉତ୍ତର ପୂର୍ବ ଉପକୂଳରେ ପାଇଁତରା  ଜଳ ପଥ ରେ ଅନୁପ୍ରବେଶ  ରୋକିବା ସହିତ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରିବ।…

୬ମାସ ବଢ଼ିଲା ଡିଜିପି ଅଭୟଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ଓଡିଶା ସରକାର ବୁଧବାର ଦିନ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଡିଜିପି ଅଭୟଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି । ରାଜ୍ୟର ଡିଜିପିଙ୍କ କାର୍ଯ୍ୟକାଳ ଅତିକମରେ ୨ବର୍ଷ ହେବା ଉଚିତ ବୋଲି…

କରୋନା ସତର୍କତା: ମୋଦୀଙ୍କ ପ୍ରଶଂସାକୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ବିଭିନ୍ନ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପ୍ରଶଂସାକୁ ଟ୍ୱିଟ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ନବୀନ ।…

ଖାମଖିଆଲର ଚରମ ସୀମାରେ ଲଣ୍ଡନ, ନ୍ୟୁୟର୍କର ଯୁବପିଢ଼ୀ

ଲଣ୍ଡନ: କରୋନା ଭାଇରସ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଲାଣି । ଅଧିକାଂଶ ଦେଶ ଏହା ଯେପରି ନ ବ୍ୟାପିବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ତେବେ ଲଣ୍ଡନ, ନ୍ୟୁୟର୍କ ପରି ବଡ ବଡ ସହରରେ ରହୁଥିବା ଯୁବପିଢ଼ୀ ଏ ନେଇ ଖାମଖିଆଲରେ ରହୁଛନ୍ତି । ସରକାରଙ୍କ ନିଦେ୍ର୍ଧଶ ଏବଂ କଟକଣା…

ଦକ୍ଷିଣ ଆଫ୍ରିକା ଟିମକୁ କ୍ୱାରେଣ୍ଟାଇନରେ ରଖାଗଲା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ(ଏକାନ୍ତବାସ)ରେ ରଖାଯାଇଛି । ଭାରତରେ ଦିନିକିଆ ସିରିଜ୍ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସିରିଜ୍ ବାତିଲ ହେବା ପରେ ସ୍ୱଦେଶ ଫେରିଯାଇଛି । ସବୁ ଖେଳାଳିମାନଙ୍କୁ ୧୪…

ନବୀନଙ୍କ କରୋନା ସଂକ୍ରମଣ ପଦକ୍ଷେପକୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ପଂଜୀକୃତ କରିବା ସୂଚନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟକୁ ପ୍ରଧାନମନ୍ତ୍ରୀ ମୋଦି ବେଶ୍ ପ୍ରଶଂସା କରିଛନ୍ତି । ଏ ସମ୍ପର୍କରେ ନବୀନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି…