କୋଭିଡ-୧୯ ସତର୍କତା: ସାନିଟାଇଜ ହେବେ ମଦ ଗ୍ରାହକ
ଭୁବନେଶ୍ୱର: ଏଣିକି ସାନିଟାଇଜ ହେବେ ମଦ ଗ୍ରାହକ । ମଦ ଗ୍ରାହକଙ୍କୁ ସାନିଟାଇଜେସନ୍ କରିବାକୁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ନେଇ ଜାରି ହୋଇଛି ମାର୍ଗଦର୍ଶିକା । ଏନେଇ ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।…