ବିବାହ କରିବେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ
ହିସାର: ଲୋକପ୍ରିୟତାର ଶିଖରରେ ଥିବା ହରିୟାଣାର ଡ୍ୟାନ୍ସି କୁଇନ ସପନା ଚୌଧୁରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସପନା ଇତି ମଧ୍ୟରେ ନିର୍ବନ୍ଧ ମଧ୍ୟ କରିସାରିଲେଣି । ତାଙ୍କ ମନର ମଣିଷ ନେଇ ସେ ମୁହଁ ଖୋଲି ନ ଥିଲେ ମଧ୍ୟ ହରିୟାଣା ଫିଲ୍ମର ସୁପରଷ୍ଟାର ବୀର…