Latest Odisha News

BREAKING NEWS

Yearly Archives

2020

କରୋନା ପାଇଁ ରାଜଧାନୀରେ ଖୋଲିବ ୨୫ଟି ଅସ୍ଥାୟୀ କ୍ୱାରେନଟାଇନ କେନ୍ଦ୍ର

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜଧାନୀ ଭୁବନେଶ୍ୱରରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅସ୍ଥାୟୀ କ୍ୱାରେନଟାଇନ୍ ସେଂଟର ଖୋଲିବାକୁ ସମସ୍ତ ମୁନସିପାଲ କମିଶନରଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ…

ମାସ୍କ ଓ ସାନିଟାଇଜର କଳାବଜାରୀ: ଯାଜପୁରର ବିଭିନ୍ନ ଔଷଧ ଦୋକାନରେ ଚଢ଼ାଉ

ଯାଜପୁର: କରୋନା ଆଁ ରେ ସାରା ବିଶ୍ୱ। ଏଥିରୁ ବର୍ତ୍ତିବା ପାଇଁ ଜନସାଧାରଣଙ୍କୁ ମାସ୍କ ଓ ସାନିଟାଇଜରର ବ୍ୟବହାର କରିବାକୁ ପରାମର୍ଶ ପ୍ରଦାନ କରାଯାଉଛି । ସେଥିପାଇଁ ବର୍ତ୍ତମାନ ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଘୋଷଣା ମଧ୍ୟ କରାଯାଇଛି। କିନ୍ତୁ ଏହି ଘଡିସନ୍ଧି…

ମାର୍ଚ୍ଚ ୧୮ରୁ ପୁଣି କାର୍ଯ୍ୟକ୍ଷମ ହେବ ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ: ମାର୍ଚ୍ଚ ୧୮ ତଥା ଆସନ୍ତା ବୁଧବାରରୁ ପୁଣି କାର୍ଯ୍ୟକ୍ଷମ ହେବ ଦେବାଳିଆ ହୋଇପଡିଥିବା ୟେସ୍ ବ୍ୟାଙ୍କ । ସନ୍ଧ୍ୟା ୬ଟାରୁ ପୁଣି ଥରେ ପୂର୍ଣ୍ଣକାଳୀନ ସେବା ଯୋଗାଇଦେବ ୟେସ୍ ବ୍ୟାଙ୍କ । ଏନେଇ ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ଦେଶରେ ଥିବା ୧,୧୩୨ଟି ୟେସ୍…

ଗେଟ୍ ୨୦୨୦: ପାଟନା ଚାଷୀଙ୍କ ପୁଅ ହେଲେ ଜାତୀୟ ଟପ୍ପର

ପାଟନା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ର ଚତୁର୍ଥ ବର୍ଷର ବିଟେକ୍ ଛାତ୍ର ଅକ୍ଷୟ ରାୟ ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ଇନ ଇଞ୍ଜିନିୟରିଂ (ଗେଟ) ପରୀକ୍ଷାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଷ୍ଟ୍ରିମରେ ଜାତୀୟ ଟପ୍ପର ହୋଇଛନ୍ତି । ଶୁକ୍ରବାର ଦିନ ଆଇଆଇଟି ଦିଲ୍ଲୀ…

କରୋନା ମୁକାବିଲା: ଟ୍ୱିଟ୍ କରି ସତର୍କତା ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ୱିଟର୍‌ରେ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ଟ୍ୱିଟର୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ସତର୍କତା ଟିପ୍ସ ଦେଇଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେତେ…

ବଗି ଛାଡି ପଳାଇଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟ ସାଲଗାଓଁ ଠାରେ ସୋମବାର ସକାଳେ ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନ ନିକଟରୁ ଦୁଇଟି ବଗି ବିଚ୍ଛିନ୍ନ ହେବାପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲେ। ମିଳିଥିବା ସୂଚନାନୁସାରେ, ମୁମ୍ବାଇ ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ସକାଳ ପ୍ରାୟ ୭ଟା…

ଓଡିଶାରେ କରୋନା ଭୟ; ପୁରୀ ବେଳାଭୂମିରେ ଏକାଠି ନହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ

ପୁରୀ: ଓଡିଶାରେ ଜଣେ ବ୍ୟକ୍ତିଙ୍କ କରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସୋମବାର ଦିନ ପର୍ଯ୍ୟଟକମାନଙ୍କୁ ବାହାରକୁ ନବାହାରିବ ତଥା ହୋଟେଲ ଭିତରେ ରହିବା ଲାଗି…

ମଧ୍ୟପ୍ରଦେଶ ରାଜନୀତି: ଫ୍ଲୋର ଟେଷ୍ଟ ଲାଗି ସୁପ୍ରିମକୋର୍ଟ ଗଲା ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜାରି ରହିଛି ରାଜନୈତିକ ସଂକଟ । ଏହାରି ଭିତରେ କମଲନାଥ ସରକାରଙ୍କ ଫ୍ଲୋର ଟେଷ୍ଟ ଲାଗି ବିଜେପି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ୧୨ ଘଂଟା ମଧ୍ୟରେ ମଧ୍ୟପ୍ରଦେଶ ସରକାରକୁ ବହୁମତ ପ୍ରମାଣ ଲାଗି ନିର୍ଦ୍ଦେଶ ଦେବାକୁ ବିଜେପି କୋର୍ଟକୁ ନିବେଦନ କରିଛି । ସୋମବାର…

କରୋନାଭାଇରସ ଆତଙ୍କ: ଗଣମାଧ୍ୟମଙ୍କୁ ଓଡିଶା ସରକାରଙ୍କ ଅପିଲ୍‌, ଏବେ ବ୍ରେକିଂ ନ୍ୟୁଜର ବେଳ ନୁହେଁ

ଭୁବନେଶ୍ୱର: କରୋନାଭାଇରସ୍ ସମ୍ବନ୍ଧୀୟ ଖବର ପରିବେଷଣ ସମୟରେ ଦାୟିତ୍ୱସମ୍ପନ୍ନ ହେବାକୁ ଓଡ଼ିଶା ସରକାର ସୋମବାର ଦିନ ଗଣମାଧ୍ୟମକୁ ନିବେଦନ କରିଛନ୍ତି। ଏନେଇ କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି ଘଡିସନ୍ଧି ମୂହୁର୍ତ୍ତ…

ଶରଣାର୍ଥୀ ଶିଶୁ ମୃ୍‌ତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୨୫ ବର୍ଷ ଲେଖାଏଁ ସଜା

ଅଙ୍କରା: ସିରିୟା ଗୃହଯୁଦ୍ଧ ଶରଣାର୍ଥୀ ଶିଶୁ ଏଲନ କୁର୍ଦି ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟ ୧୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛି । ତୁର୍କୀ ସରକାର ଏହି ୩ ଅଭିଯୁକ୍ତଙ୍କୁ ମାନବ ଚୋରା ଚାଲାଣ ଘଟଣାରେ ଚଳିତ ସପ୍ତାହରେ ଗିରଫ କରିଥିଲା । ସେପ୍ଟମ୍ବର ୨୦୧୫ରେ…