ଭାରତ-ଦକ୍ଷିଣ ଆଫ୍ରିକା ଦିନିକଆ: ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ !
ନୂଆଦିଲ୍ଲୀ: ବର୍ଷା ପରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ କରୋନା ପ୍ରଭାବ ଗ୍ରାସ କରିବାକୁ ଲାଗିଛି । ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ। କରୋନା ଭାଇରସ ବ୍ୟାପିବାର ଡର ଥିବାରୁ ଏଭଳି…