Latest Odisha News

BREAKING NEWS

Yearly Archives

2020

ପାଣିରେ ବୁଡି ୨ ଯୁବକଙ୍କ ସଲିଳ ସମାଧି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚିତ୍ରପୋଳା ନଦୀରେ ବୁଡି ଶୁକ୍ରବାର ଦିନ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ସରିଫ ଖାଁ ଓ ବସନ୍ ଖାଁ । ଦୁହେଁ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୁହେଁ ଘର…

କଟକରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକର ନିଆଳି ଅଞ୍ଚଳରେ ଶୁକ୍ରବାର ଦିନ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ହେଉଥିବା ଦିପୋଟି ମେଲଣରେ ବିଭିନ୍ନ ଦୋଳ ମେଲଣ ଏକାଠି ହୋଇଥିବା ବେଳେ ଗହଳି ସୁଯୋଗ ନେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଏକାଧିକ ବିଲ୍ ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଛି । ଏହି ବୈଠକଟି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୦ଟାରେ ଆରମ୍ଭ ହେବାର…

କରୋନା ଭାଇରସ ସଂକ୍ରମଣରେ ଭାରତରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କର୍ଣ୍ଣାଟକରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୩-୨୦୨୦ ଶୁକ୍ରବାର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ ତା ୧୩ ରିଖ  ଶୁକ୍ରବାର କୁମ୍ଭ  ୩୦ ଦିନ ଚୈତ୍ର  ମାସ କୃଷ୍ଣ ପକ୍ଷ  ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି  ସ୍ବାତୀ  ନକ୍ଷତ୍ର  ତୁଳା  ଚନ୍ଦ୍ର ଘାତ ବାର-:  ବିଛା ଧନୁ ଓ ମୀନ ରାଶିର ଆଜି: …

୭ମ ବାର୍ଷିକ ଶାମ୍ଭବୀ ପୁରସ୍କାର ସମାରୋହ ୨୦୨୦: ସମାଜ ପରିବର୍ତ୍ତନର ନାୟକମାନେ ହେଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ) ପକ୍ଷରୁ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ କ୍ରାଉନ ହୋଟେଲରେ ୭ମ ଶାମ୍ଭବୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଏହି ପୁରସ୍କାର ସମାରୋହରେ ସମାଜ ପରିପରିବର୍ତ୍ତନରେ ଯେଉଁମାନେ ଉତ୍ସର୍ଗୀକୃତ ସେବା କାର୍ଯ୍ୟ କରିଛନ୍ତି ସେମାନେ…

ପ୍ରଖ୍ୟାତ କୋଚ୍ କିଶୋର ମାଣିଆ ଓସିଏ କ୍ରିକେଟ ପରାମର୍ଶଦାତା ଭାବେ ଚୟନ ହେଲେ

କଟକ: ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଡ଼ିଶାର ପ୍ରଖ୍ୟାତ କ୍ରିିକେଟ ପ୍ରଶିକ୍ଷକ କିଶୋର ମାଣିଆ ଓସିଏ ପକ୍ଷରୁ ଓଡ଼ିଶା କ୍ରିକେଟର ପରାମର୍ଶଦାତା ଭାବେ ଚୟନ ହୋଇଛନ୍ତି । ଶ୍ରୀ ମାଣିଆଙ୍କ ସମେତ ପରାମର୍ଶ ସମିତିରେ ଅସଜିତ୍ ଜୟପ୍ରକାଶ ଓ ଚିନ୍ମୟାନନ୍ଦ ଜେନା ମଧ୍ୟ ପରାମର୍ଶଦାତା…

କରୋନା ଆତଙ୍କ: ମହାରାଷ୍ଟ୍ରରେ ୧୪କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ୨ ନୂଆ ରୋଗୀ ଚିହ୍ନଟ !

ମୁମ୍ବାଇ: କୋଭିଡ୍ – ୧୯ ନୋଭେଲ୍ କରୋନା ଭୂତାଣୁ ଏବେ ଭାରତରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଅନେକ ପଜିଟିଭ୍ କେସ୍ ନଜରକୁ ଆସିଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧିପାଇ ୧୪ରେ ପହଞ୍ଚିଛି ।…

କେୟାର ହସ୍ପିଟାଲସ୍ ପକ୍ଷରୁ କିଡ୍‌ନି ରୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ବିଶ୍ୱ କିଡନି ଦିବସ ଅବସରରେ କେୟାର ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ସହରର କିଡ୍‌ନି ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରୋଗର ସାମଗ୍ରିକ ଚିକିତ୍ସା ଲାଗି ଇଟଂର-ଡିସିପ୍ଲିନାରି କେୟାର ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ଏଥିରେ ହସ୍ପିଟାଲ୍‌ର ବିଭିନ୍ନ…

ଶାହାଙ୍କ ଗୁଗୁଲିରେ ଫସିଲେ ସିବଲ

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଗୃହ ମନ୍ତ୍ରୀ ଅମିତ ଶାହ ପୁର୍ନବାର ଦିଲ୍ଲୀ ହିଂସା, ସିଏଏ ଓ ଏନପିଆରକୁ ନେଇ ସ୍ପଷ୍ଟୀକରଣ ଦେଇଥିଲେ । କଂଗ୍ରେସ ଜାଣିଶୁଣି ଭ୍ରମ ସୃଷ୍ଟି କରାଉଛି ବୋଲି ସେ କହିଥିଲେ । କପିଳ ସିବଲଙ୍କୁ ଶାହା ପଚାରିଥିଲେ, ଆପଣ ସୁପ୍ରିମକୋର୍ଟର ଜଣେ ବରିÂ ଓକିଲ, ସିଏଏରେ ଏପରି…