Latest Odisha News

BREAKING NEWS

Yearly Archives

2020

ରଣଜୀ ଟ୍ରଫି ଫାଇନାଲ୍: ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ

ରାଜକୋଟ: କରୋନା ଭାଇରସ୍ କାରଣରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ମ୍ୟାଚର ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଗୁରୁବାର ଏହି ଘୋଷଣା କରିଛି। ବିସିସିଆଇର ଜେନେରାଲ୍ ମ୍ୟାନେଜର୍ ସବା କରିମ୍…

ସୁସ୍ଥ କିଡନୀ ଲାଗି ଖାଆନ୍ତୁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳିତ କରାଯାଇଥାଏ । ୨୦୦୬ ମସିହାରୁ ଅନ୍ତର୍ଜାତୀୟ କିଡନୀ ସୋସାଇଟି ଓ ଜାତୀୟ କିଡନୀ ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ ହେଉଛି । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା…

ରେଡମି ନୋଟ୍ ୯ ପ୍ରୋ ଏବଂ ରେଡମି ନୋଟ୍ ୯ ପ୍ରୋ ମ୍ୟାକ୍ସ ଆଜି  ଭାରତରେ ଲଞ୍ଚ ହୋଇଛି, ମୂଲ୍ୟ ଏବଂ ଫିଚର୍ସ ବିଷୟରେ…

ନୂଆଦିଲ୍ଲୀ: ରେଡମି ନୋଟ୍ ୯ ପ୍ରୋ ଏବଂ ରେଡମି ନୋଟ୍ ୯ ପ୍ରୋ ମ୍ୟାକ୍ସ ଭାରତରେ ଲଞ୍ଚ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଫିଚର୍ସ  ବିଷୟରେ କହିବାକୁ ଗଲେ, ଫୋନରେ ଦୀର୍ଘ ସମୟ ବ୍ୟବହାର ପାଇଁ ୫୦୨୦ ଏମ୍ଏଏଚ ବ୍ୟାଟେରୀ ଦିଆଯାଇଛି | ଆସନ୍ତୁ ବର୍ତ୍ତମାନ ଆପଣଙ୍କୁ ଭାରତରେ ରେଡମି ନୋଟ୍ ୯ ପ୍ରୋ ଏବଂ…

ଶେୟାର ବଜାରରେ ହାହାକାର: ନିବେଶକଙ୍କ ୧୧ଲକ୍ଷ କୋଟି ବୁଡିଲାଣି

ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ସେୟାର ବଜାର ଉପରେ କରୋନାର ପ୍ରଭାବ ପଡିଛି । ଗୁରୁବାର ଭାରତର ଶେୟାର ବଜାରରେ ଐତିହାସିକ ହ୍ରାସ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଆକଳନ ଅନୁସାରେ ନିବେଶକମାନଙ୍କର ପ୍ର୍ରାୟ ୧୧ ଲକ୍ଷ କୋଟି ଟଙ୍କା ବୁଡିଗଲାଣି ।  ଗୁରୁବାର ଆରମ୍ଭରୁ ସେନସେକ୍ସ-ନିଫ୍ଟି ହ୍ରାସ…

ବିବାହ ଭାଙ୍ଗିବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର: ବିବାହ ବନ୍ଦ ହୋଇଯିବାରୁ ଭଞ୍ଜନଗରରେ ଜଣେ ଯୁବକ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଯୁବକ ଜଣକ ସହରର ବସଷ୍ଟାଣ୍ଡ ନିକଟରେ ଥିବା ଏକ ବ୍ୟସ୍ତବହୁଳ ରାସ୍ତାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏନେଇ ଜାଣିବା ପରେ ସ୍ଥାନୀୟ…

କଂଗ୍ରେସ ବିଧାୟକଙ୍କୁ ଆଣିବାକୁ ଯାଇ ମଧ୍ୟପ୍ରଦେଶ ମନ୍ତ୍ରୀ ପୋଲିସ ଦ୍ୱାରା ଗିରଫ; ଭାଇରାଲ୍ ହେଲା ଭିଡ଼ିଓ !

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ରାଜ୍ୟର ରାଜନୈତିକ ପରିସ୍ଥିତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ସିନ୍ଧିଆଙ୍କ ସମେତ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ କମଳନାଥ ସରକାର…

କରୋନାକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନାକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର । ଏଥିସହ ଦିଲ୍ଲୀର ସମସ୍ତ ସିନେମା ହଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ଭାଇରସର ସଂକ୍ରମଣକୁ ଦେଖି ଦିଲ୍ଲୀର…

କରୋନା ଭୟ: ସ୍ଥଗିତ ରହିଲା ଭୁବନେଶ୍ୱରର ‘ପାର୍କ ଉତ୍ସବ’

ଭୁବନେଶ୍ୱର: ରବିବାର ସକାଳେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା 'ପାର୍କ ଉତ୍ସବ'କୁ ସ୍ଥଗିତ ରଖିବାକୁ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଏକ ନୂତନ ତାରିଖ ଘୋଷଣା କରିବେ ବୋଲି ସଂଗଠନ କହିଛି। ବଢୁଥିବା କୋଭିଡ-୧୯ କୁ ଦୃଷ୍ଟିରେ ରଖି ବିଡିଏ ଉପାଧ୍ୟକ୍ଷ…

ଓଡ଼ିଶାର କେଉଁ ଜିଲ୍ଲାକୁ ଝଡ ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର,…

ବର୍ଷା ଯୋଗୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ

ଧର୍ମଶାଲା: ବର୍ଷା ଗୁରୁବାର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଏଠାରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଛି । ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ନ ଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ବର୍ଷା ହେବା ଯୋଗୁ ସମସ୍ତ କ୍ରିକଟପ୍ରେମୀ ବ୍ୟଗ୍ରତା…