Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୩୦-୧୧-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୩୦ ରିଖ ସୋମବାର ବିଛା ୧୫ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର   ଘାତ ବାର-: ମିଥୁନ ରାଶିର       ଘାତ ଚନ୍ଦ୍ର:- ବିଛା ରାଶି ପୁରୁଷଙ୍କର…

କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ: ବୁରାଡି ମୈଦାନ ନୁହଁ, ଓପନ ଜେଲ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି । ଅପରାହ୍ଣରେ କୃଷକ ସଂଘ ପକ୍ଷରୁ ଦ୍ବିତୀୟ ଥର ବୈଠକ ହୋଇଛି । ବୈଠକ ପରେ କୃଷକଙ୍କ ପକ୍ଷରୁ ପ୍ରେସ୍ କନଫରେନ୍ସ କରାଯାଇ ସରକାରଙ୍କୁ ଟାର୍ଗେଟ୍ କରାଯାଇଥିଲା । କହିଛନ୍ତି, ସରକାର ଆମ…

ଆଇଏସଏଲ: ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଭାସ୍କୋରେ ଇଣ୍ଡିଆନ ସୁପର ଲିଗ ଫୁଟବଲର ରବିବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡିଶା ଏଫସି ୨-୨ ଗୋଲରେ ଜାମସେଦପୁର ସହ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଓଡିଶା ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରିଥିଲା । ଚଳିତ ସିଜନରେ ଓଡିଶାର ଏହା ପ୍ରଥମ ପଏଂଟ ।…

ଓଡ଼ିଶାରୁ ସୁସ୍ଥ ହେଲେ ୭୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1333034329740480512?s=19 ଉଲ୍ଲେଖଯୋଗ୍ୟ, ଓଡିଶାରେ…

ଅଶୁଭ ଦୁର୍ଗ: ଆତ୍ମହତ୍ୟା ପାଇଁ ଉସୁକାଇଥାଏ

ମୁମ୍ବାଇ: ମହାରାଷ୍ଟ୍ରର ମାଥେରନ ଓ ପନବେଲ ମଧ୍ୟରେ ରହିଛି ଅଭିଷପ୍ତ ଦୁର୍ଗ । ସେଠାକୁ ପ୍ରାୟତଃ ଏକୁଟିଆ କେହି ଯାଆନ୍ତି ନାହିଁ । ଏହି ଦୁର୍ଗ ଉପରକୁ ଗଲେ ଏହା ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥାଏ । ଦୁର୍ଗଟି ୨୩୦୦ ଫୁଟ ଉଚ୍ଚର ଏକ ପାହାଡ ଉପରେ ନିର୍ମିତ । କଳାୱନ୍ତି ନାମରେ ଖ୍ୟାତି ଲାଭ…

ଭୁବନେଶ୍ୱରରେ ଆରୋଗ୍ୟଙ୍କ ସଂଖ୍ୟା ୩୦ ହଜାର ଟପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଂଚଳରୁ ୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ରାଜଧାନୀରେ ମୋଟ କରୋନା ସଂକ୍ରମଣ…

୨ ରେସଲର ସମେତ ୩ଜଣଙ୍କୁ କରୋନା

ସୋନିପତ: ଏଠାରେ ଥିବା ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ କ୍ୟାମ୍ପସରେ ୨ ରେସଲରଙ୍କ ସମେତ ୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଡୋପିଂ ଯୋଗୁ ୪ ବର୍ଷ ବାସନ୍ଦ ଦଣ୍ଡାଦେଶ ପୂରଣ କରି ପ୍ରତ୍ୟାବର୍ତନ କରିଥିବା ନରସିଂହ ଯାଦବ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗୁରପ୍ରୀତ ସିଂ ଓ…

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ମୁମ୍ବାଇ: ବର୍ଷ ୨୦୨୦ରେ ଯେମିତି ବଲିଉଡକୁ ଅମାବାସ୍ୟାର କଳା ବାଦଲ ଘେରି ରହିଛି । ଚଳିତବର୍ଷ ଅନେକ ଜଣାଶୁଣା କଳକାରଙ୍କ ନିଧନ ହୋଇଥିଲାବେଳେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର୍ଗିଲରେ ଏକ ଫିଲ୍ମର ସୁଟିଂ ଚାଲିଥିଲାବେଳେ ସୁଟିଂ…

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ବେଳେ ପ୍ରେମ ନିବେଦନ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପରାଜିତ ହୋଇଛି । ତେବେ ଏହି ମ୍ୟାଚ ଅବସରରେ ଜଣେ ଭାରତୀୟ ପ୍ରଶଂସକ ଓ ତାଙ୍କ ଅଷ୍ଟ୍ରେଲୀୟ ଗାର୍ଲଫ୍ରେଣ୍ଡଙ୍କୁ ଦର୍ଶକ ଗ୍ୟାଲେରୀରେ ପ୍ରେମ ନିବେଦନ କରିଥିଲେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୩୫ ରନ କରି…

ପୁନର୍ବାର ହାରିଲା ଟିମ୍ ଇଣ୍ଡିଆ,୨-୦ରେ ଅଗ୍ରଣୀ ରହି ସିରିଜ ଜିତିନେଲା କଙ୍ଗାରୁ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୫୧ ରନରେ ପରାଜିତ ହୋଇଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଟିମ୍ ଇଣ୍ଡିଆ ବିଦେଶୀ ମାଟିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ସିରିଜ ହାରିଛି । ପୂର୍ବରୁ…