ଆସନ୍ତାକାଲି ପୂର୍ବାଂଚଳ ପରିଷଦ ବୈଠକ, ଯୋଗଦେବେ ଅମିତ ଶାହା
ଭୁବନେଶ୍ୱର: ଆସନ୍ତାକାଲି ତଥା ଶୁକ୍ରବାର ଭୁବନେଶ୍ୱରେ ଅନୁଷ୍ଠିତ ହେବ ପୂର୍ବାଂଚଳ ପରିଷଦ ବୈଠକ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ଓଡିଶା, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିସହ ଏହିସବୁ…