ପଞ୍ଚୁକର ଦ୍ଵିତୀୟ ଦିନ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ
ପୁରୀ: ବୁଧବାରଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ ହୋଇଛନ୍ତି। ଆଜି ପଞ୍ଚୁକର ଦ୍ଵିତୀୟ ଦିନ। ଆଜି ବାଙ୍କଚୂଡ଼ା ବେଶରେ ବିଭୂଷିତ ହେବେ ମହାପ୍ରଭୁ।
ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ…