ମନ୍ତ୍ରୀଙ୍କ ଜୋତା ଉଠାଇଲେ ଅଜଣା ବ୍ୟକ୍ତି; ତା’ ପରେ କ’ଣ ହେଲା, ଜାଣନ୍ତୁ
କେନ୍ଦୁଝର: ସାଧାରଣତନ୍ତ୍ର ଦିବସ ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜୋତାକୁ ଅନ୍ୟଜଣେ ବ୍ୟକ୍ତି ଉଠାଉଥିବା ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ରାଜ୍ୟସ୍ତରୀୟ ସାଧାରରତନ୍ତ୍ର ଦିବସ ଅବସରରେ କେନ୍ଦୁଝରରେ ହେଉଥିବା ପତାକା…