ଓଡିଆ ଝିଅଙ୍କ କମାଲ; ଜିତିଲେ ଜାତୀୟ ସ୍ତରୀୟ ପ୍ରତିଯୋଗୀତା
ଭୁବନେଶ୍ୱର: ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତା ଜିତି ଓଡିଶାକୁ ପୁଣିଥରେ ଗୌରବାନ୍ୱିତ କରିଛନ୍ତି କୋରାପୁଟର କୁନି ଝିଅ ।
କୋରାପୁଟ ଜିଲ୍ଳା ସୁନାବେଡାର ୪ର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରୀ ଇପ୍ସିତା ଟେଟେ ଏକ ଘରୋଇ କମ୍ପାନୀ ଦ୍ୱାରା ଆୟୋଜିତ ଚିତ୍ର କଳା ପ୍ରତିଯୋଗିତାରେ ଜିତି…