Latest Odisha News

BREAKING NEWS

Yearly Archives

2020

୭୧ତମ ଗଣତନ୍ତ୍ର ଦିବସ: ଚିନୁକ୍‌, ଆପାଚେ ହେଲିକପ୍ଟର ପାରେଡରେ ସାମିଲ

ନୂଆଦିଲ୍ଲୀ: ୭୧ତମ ଗଣତନ୍ତ୍ର ସାରା ଦେଶରେ ଆଜି ଧୂମଧାମରେ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଅମର ଜବାନ ଜ୍ୟୋତି ନିକଟକୁ ନ ଯାଇ ଇଣ୍ଡିଆ ଗେଟ ନିକଟରେ ଥିବା ୱାର ମେମୋରିଆଲକୁ ଯାଇଥିଲେ । ବ୍ରାଜିଲ ରାଷ୍ଟ୍ରପତି ଜାୟର ୱାଲସନାରୋ ଏହି ସମାରୋହର ମୁଖ୍ୟ ଅତିଥି ଥିଲେ…

ବ୍ୟାପୁଛି କୋରୋନା ଭାଇରସ: ସ୍ୱଦେଶ ଫେରିବେ ଚୀନରେ ଫସିଥିବା ଭାରତୀୟ ଛାତ୍ର !

ଚୀନରୁ ବ୍ୟାପିଥିବା କୋରୋନା ଭାଇରସ ଏବେ ସମସ୍ତଙ୍କୁ ହଇରାଣରେ ପକାଇଛି । ଇତି ମଧ୍ୟରେ ୬୦ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ୨୦୦୦ ପାଖାପାଖି ଆକ୍ରାନ୍ତ ହୋଇଛନ୍ତି । ଭାରତର ୭୦୦ ଛାତ୍ର ସେଠାରେ ଫସି ରହିଛନ୍ତି । ନୂତନ ବର୍ଷ ଛୁଟି ଅବସରରେ ଅଧିକାଂଶ ଛାତ୍ର ସ୍ୱଦେଶ ପ୍ରତ୍ୟାବର୍ତନ…

ଡରାଇବାକୁ ଆସିଥିଲେ; ପଥର ମାଡରେ ଚାଲିଗଲା ଜୀବନ

ମାଲକାନଗିରି: ମାଳକାନଗିରି ଜିଲ୍ଳା ପାପେରମେଟାଲ ଥାନା ଅନ୍ତର୍ଗତ ଜନ୍ତୁରାଇ ଗ୍ରାମରେ ମାଓବାଦୀ କ୍ୟାଡର ଉପରେ ସ୍ଥାନୀୟ ବାସିନ୍ଦା ପଥର ମାଡ କରିଥିବା ନେଇ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି କିଛି ମାଓବାଦୀ ଉକ୍ତ ଗ୍ରାମମଧ୍ୟକୁ ପ୍ରବେଶ କରି ସ୍ୱାଧୀନତା ଦିବସ ପାଳନ…

ସାଧାରଣତନ୍ତ୍ର ଦିବସ: ରାଷ୍ଟ୍ରପତି ପଦକରେ ସମ୍ମାନିତ ହେଲେ ଓଡିଆ ବାୟୁସେନା ଅଧିକାରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ସେବା ଲାଗି ବିଭିନ୍ନ ବର୍ଗରେ ଅନେକ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ରହୁଥିବା ଏୟାର ଭାଇସ୍ ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମଧ୍ୟ ରାଷ୍ଟ୍ରପତି ‘ଅତି ବିଶିଷ୍ଟ ସେବା…

ସଡକ ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ବାସ୍ତାମ୍ବା ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରଧାନଶିକ୍ଷକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଚକ୍ରଧର ପାଲ ଏବଂ ସେ ସ୍ଥାନୀୟ ଭନସୁଲି ପଞ୍ଚାୟତ ହାଇ ସ୍କୁଲର ପ୍ରଧାନଶିକ୍ଷକ ବୋଲି ସୂଚନା ମିଳିଛି । ପ୍ରାପ୍ତ…

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ରାଜପଥରେ ଗଡିଲା ଓଡିଶାର ରୁକୁଣା ରଥ

ନୂଆଦିଲ୍ଲୀ: ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ନୂୂଆଦିଲ୍ଲୀର ରାଜପଥରେ ପ୍ୟାରେଡ୍ ବେଳେ ଶୋଭାବର୍ଦ୍ଧନ କରିଛି ଓଡିଶାର ରୁକୁଣା ରଥ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଗାଥା ବଖାଣୁଥିବା ଏହି ପ୍ରଜ୍ଞାପନ ମେଢ଼କୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ରୁକୁଣା…

ବଡ଼ଠାକୁରଙ୍କ ପଦ୍ମବେଶ: କ’ଣ କହେ କିମ୍ବଦନ୍ତୀ, ଜାଣନ୍ତୁ…

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତ୍ୟେକ ବେଶ ଭକ୍ତମାନଙ୍କୁ ଭାବ ବିହ୍ୱଳ କରିଥାଏ । ମାଘ ଅମାବସ୍ୟା ପରେ ବସନ୍ତ ପଂଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ । ବର୍ଷକର କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ପହୁଡ ହୁଅନ୍ତି । ଏହି ଦିନ ଠାକୁର…

ଆଜି ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦ ଟକ୍କର; ଜିତିବା ଲକ୍ଷ୍ୟରେ ବିରାଟ ବାହିନୀ

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୨ୟ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଅକଲାଣ୍ଡର…

ସାଧାରଣତନ୍ତ୍ର ଦିବସ ଅବସରରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ବିଶିଷ୍ଟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ସାରା ଦେଶରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୦୧-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୬ ରିଖ ରବିବାର ମକର ୧୨ ଦିନ ମାଘମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମେଷ…