Latest Odisha News

BREAKING NEWS

Yearly Archives

2020

ଗୁଜରାଟ ସୀମାରେ ପାକିସ୍ତାନ ନେଭିର ଅଭ୍ୟାସ

ଅହମ୍ମଦାବାଦ: ଆରବ ସାଗରରେ ଭାରତୀୟ ସୀମା ନିକଟରେ ପାକିସ୍ତାନ ନେଭି ଜୋରଦାର ଅଭ୍ୟାସ କରିଛି । ୫ ଯୁଦ୍ଧ ଜାହଜ ଓ ଗୋଟିଏ ହେଲିକପ୍ଟର ଏଥିରେ ସାମିଲ ହୋଇଥିଲେ । ଭାରତର ଏଜେନ୍ସି ଓ ସୁରକ୍ଷାବଳ ଏଥିନେଇ ଅବଶ୍ୟ ସତର୍କ ଥିଲେ । ଅବଶ୍ୟ ପାକିସ୍ତାନ ସୀମା ଉଲ୍ଲଂଘନ କରିବାର ଦୁଃସାହସ କରି ନ ଥିଲା ।…

କରୋନା ଟିକା ନେଇ ‌ପିଏମ୍‌ ମୋଦୀଙ୍କ ବଡ଼ ବୟାନ; କହିଲେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଚାଲିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କରୋନା ଭୂତାଣୁ ଟିକା ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଟିକା କେବେ ଆସିବ, ଆମେ ସମୟ ସ୍ଥିର କରିପାରିବୁ ନାହିଁ, ଏହା ବୈଜ୍ଞାନିକମାନଙ୍କ ହାତରେ। ମଙ୍ଗଳବାର ଆଠଟି ରାଜ୍ୟର…

କୋଲକାତା ଓ ଶିଳ୍ପୀର ଶୋଭାଯାତ୍ରା, ଅନୁରାଗର ଯାତ୍ରାସଙ୍ଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପୃଥିବୀର ସବୁ ପ୍ରଖ୍ୟାତ ସହରର ଏକ ନିର୍ଦ୍ଦିଷ୍ଟ ଚେହେରା ଓ ଚରିତ୍ର ରହିଥାଏ। ସେ ଲଣ୍ଡନ ହେଉ କି ପ୍ୟାରିସ, ଭିଏନା ହେଉ କି ନ୍ୟୁୟର୍କ ଅଥବା ଦିଲ୍ଲୀ ହେଉ କି ମୁମ୍ବାଇ। ସବୁ ସହର ନିଜ ନିଜର ଭିନ୍ନତାକୁ ନେଇ ଏକ ସ୍ଵତନ୍ତ୍ର ଗରିମା ତିଆରି…

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି…

ଅଭାବି ଅଞ୍ଜନଙ୍କ କୃଷି କରିସ୍ମା: ଯୁବ ଭାଗଚାଷୀଙ୍କ ଆତ୍ମନିର୍ଭରଶୀଳ କାହାଣୀ

ଭଦ୍ରକ: ଜିତାନଗା ଗାଁର କ୍ଷୁଦ୍ରଚାଷୀ ଅଂଜନ କୁମାର ପାଲ । ନିଜର ଜମି କହିଲେ ମାତ୍ର ୮ ଗୁଣ୍ଠ ଯେଉଁଥିରେ ସେ କେବଳ ଧାନ ଚାଷ ହିଁ କରନ୍ତି । ଏଥିରୁ ଯାହା ଅମଳ ହୁଏ ତାକୁ ବିକ୍ରି କରି ଯାହା ଲାଭ ପାଉଥିଲେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡୁଥିଲା । ତେଣୁ ସେ ଭାଗଚାଷ…

୨୮ ନଭେମ୍ବରରେ ପୁଣେସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ୨୮ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ କୋଭିଶିଲ୍ଡ ନାମକ ଏକ ଟିକା ପରୀକ୍ଷା କରୁଥିବାବେଳେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏହି ଟିକା ଉତ୍ପାଦନକାରୀ ଏଷ୍ଟ୍ରୋଜେନିକା ଅନ୍ୟ…

ଏମିତି ବି ଆସେ ମୃତ୍ୟୁ; ଚାଲିଚାଲି ଯାଉଥିଲେ ମାଡ଼ିଗଲା ହାଇୱା, ୭ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ହାଇସ୍କୁଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ, ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ କିଛି ଲୋକଙ୍କ ଉପରେ ମାଡି ଯାଇଛି ହାଇଓ୍ବା । ଫଳରେ ଘଟଣାସ୍ଥଳରେ ହିଁ…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…

ପିଲିଭିଟ୍‌ ଟାଇଗର୍‌ ରିଜର୍ଭକୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ; ୧୦ ବର୍ଷ ପରିବର୍ତ୍ତେ ୪ ବର୍ଷରେ ବ୍ୟାଘ୍ରଙ୍କ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିଟ୍ ଟାଇଗର ରିଜର୍ଭ (ପିଟିଆର) ଏବଂ ରାଜ୍ୟର ବନ ବିଭାଗ ୧୦ ବର୍ଷ ପରିବର୍ତ୍ତେ ୪ ବର୍ଷରେ ଟାଇଗର ଜନସଂଖ୍ୟାକୁ ଦ୍ୱିଗୁଣିତ କରି ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଦେଶର ୧୩ ଟି ଟାଇଗର ରେଞ୍ଜରେ ପିଟିଆର୍‌ ହେଉଛି ପ୍ରଥମ ଟାଇଗର…

ନାଗାର୍ଜୁନ ବେଶ ପାଇଁ ଛତିଶାନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଅଲୌକିକ ନାଗାର୍ଜୁନ ବେଶ। ଏଥିପାଇଁ ପାଇଁ ଆଜି ହୋଇଥିବା ଛତିଶାନିଯୋଗ ବୈଠକରେ ନିଆଯାଇଛି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ନିଷ୍ପତ୍ତି ଅନୁଯାୟୀ ନାଗାର୍ଜୁନ ଵେଶ ଏକ ଶୋଭାଯାତ୍ରାରେ ରାତି ୨ ଟା ରୁ ଚକ୍ରକୋଟ…