ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଫଡନାଭିସ କହିଲେ ଖୁବ୍ ଶୀଘ୍ର ସରକାର ଗଠନ କରିବୁ
ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତି ହଲଚଲ ଜୋର ଧରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର ଖୁବ୍ ଶୀଘ୍ର ସରକାର ଗଠନ କରାଯିବ ବୋଲି କହିଛନ୍ତି । ମହାରାଷ୍ଟ୍ର ବିକାଶ ଅଗାଡି ସରକାର ଉପରେ ଜନତା ଅସନ୍ତୁଷ୍ଟ ଅଛନ୍ତି । ସରକାର ପତନ ପରେ ଆମେ ଏହାକୁ ଗଠନ କରିବୁ ବୋଲି…