Latest Odisha News

BREAKING NEWS

Yearly Archives

2020

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗ, ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ସରକାର ସ୍କୁଲ ବନ୍ଦ କରିନାହାନ୍ତି । ଆଇନ ବାହାରକୁ ଯାଇ କୌଣସି କାର୍ଯ୍ୟ କରାଯାଇନାହିଁ । ଛୋଟ ଛୋଟ ସ୍କୁଲକୁ ଏକତ୍ରୀକରଣ କରି ବୃହତ ସ୍କୁଲ କରାଯାଇପାରିଲେ…

ଚଳଚ୍ଚିତ୍ର ନିର୍ମାତା ମହେନ୍ଦ୍ର ଧରୀୱାଲଙ୍କ ଉପରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ମନ୍ଦନା

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦନା କରିମି ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'କୋକାକୋଲା'କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଫିଲ୍ମର ନିର୍ମାତା ମହେନ୍ଦ୍ର ଧରୀୱାଲଙ୍କ ଉପରେ ଶୋଷଣ କରିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସୁଟିଂର ଶେଷ ଦିନରେ…

କ୍ରିକେଟ ମଇଦାନକୁ ଓହ୍ଲାଇବେ ଶ୍ରୀସନ୍ଥ, ଟି-୨୦ ଲିଗରେ ଆସିବେ ନଜର

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ । କ୍ରିକେଟ ମଇଦାନକୁ ଓହ୍ଲାଇବେ ଏସ୍ ଶ୍ରୀସନ୍ଥ । ପାଖାପାଖି ୭ ବର୍ଷ ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତି । କେରଳ ଟି-୨୦ ଲିଗରେ ଭାଗ ନେବେ ଶ୍ରୀସନ୍ଥ । ଏହି ଟି-୨୦ ଲିଗ୍ ଭାରତରେ ଘରୋଇ ସିଜିନ୍ ଆରମ୍ଭ ହେବା ପୂର୍ବରୁ ହେବ । ଟୁର୍ଣ୍ଣାମେଣ୍ଟ ବାୟୋ ସିକ୍ବୋର…

[ଭିଡିଓ] ମହିଳାଙ୍କୁ ଅସଦାଚରଣ, ରାସ୍ତାରେ ଉଠ୍‌ବସ୍ ହେଲେ ୨ ଯୁବକ !

ଦେୱାସ୍‌: ମହିଳାଙ୍କୁ କମେଣ୍ଟ ମାରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି । ଶାସ୍ତି ସ୍ୱରୂପ ରାସ୍ତାରେ ତାଙ୍କୁ ଉଠ୍‌ବସ୍ କରାଇଥିଲା ସ୍ଥାନୀୟ ପୋଲିସ । ମଧ୍ୟପ୍ରଦେଶ ଦେୱାସ୍ ଅଂଚଳରେ ଏହି ଘଟଣାକୁ ନେଇ ପୋଲିସକୁ ଛୁଟିଛି ପ୍ରଶଂସାର ସୁଅ । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍…

[ଭିଡିଓ] ବିଗ୍‌ବସ୍ ଦେଖାଇ ରୋଗୀର ବ୍ରେନ୍ ସର୍ଜରୀ କଲେ ଡାକ୍ତର

ଗୁଣ୍ଟୁର: ସାଧାରଣତଃ ବ୍ରେନ୍ ସର୍ଜରୀ ସମୟରେ ରୋଗୀକୁ ଶୋଇବାକୁ କିମ୍ବା ଅଚେତ୍ ହେବାକୁ ଦିଆଯାଇନଥାଏ । ଏଥିପାଇଁ ଡାକ୍ତରୀ ଦଳ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ତେବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଂଚଳରେ ଏକ ବ୍ରେନ ସର୍ଜରୀ କରିବାକୁ ଯାଇ ଡାକ୍ତରୀ ଦଳର ଅଭିନବ ଉପାୟ ଚର୍ଚ୍ଚାକୁ…

ଟାଇମ ପତ୍ରିକାର ୨୦୨୦ ସର୍ବଶ୍ରେଷ୍ଠ ଆବିଷ୍କାର ତାଲିକାରେ ଭାରତର ଅର୍ଣ୍ଣବ କାପୁରଙ୍କ ଡିଭାଇସ

ନୂଆଦିଲ୍ଲୀ: ଟାଇମ ପତ୍ରିକା ୨୦୨୦ର ଶ୍ରେଷ୍ଠ ଆବିଷ୍କାରର ସୂଚୀ ଜାରି କରିଛି । ଏଥିରେ ଭାରତର ଅର୍ଣ୍ଣବ କାପୁରଙ୍କ ଡିଭାଇସ ସ୍ଥାନ ପାଇଛି । ଏମଆଇଟିର ଛାତ୍ର ଅର୍ଣ୍ଣବ ଓ ତାଙ୍କ ଭାଇ ଶ୍ରେୟାସ ଏ ଭଳି ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି ଯାହା କି ମସ୍ତିଷ୍କର କଣ ଚିନ୍ତା କରାଯାଉଛି ସେ ନେଇ…

ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ପୋଷ୍ଟ କଲେ ୩ ବର୍ଷ ଜେଲ୍‌; କେରଳ

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏକ କାର୍ଯ୍ୟକୁ ଅନୁମୋଦନ କରିଛନ୍ତି ଯେଉଁଥିରେ କେରଳ ସରକାର ବର୍ତ୍ତମାନ କଂଗ୍ରେସ ଟାର୍ଗେଟରେ ଆସିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ଉପରେ ଏକ ଖୋଳତାଡ଼ କରି ସେ କହିଛନ୍ତି ଯେ ସୋସିଆଲ ମିଡିଆରେ…

ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅଷ୍ଟ୍ରେଲିୟାରେ ବିଶାଳ ସମାବେଶ !

ଭୁବନେଶ୍ୱର: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁକୁ ଏବେ ବି ତାଙ୍କ ଫ୍ୟାନ୍‌, ବନ୍ଧୁ ଓ ପରିବାର ଲୋକେ ଗ୍ରହଣ କରିପାରୁନାହାଁନ୍ତି । ତାଙ୍କ ସ୍ମୃତିରେ ଆଜି ବି ଲୋକେ ଧନ୍ଦି ହେଉଛନ୍ତି । ଭାରତରେ ଏହି ଅଭିନେତାଙ୍କୁ ନ୍ୟାୟ ଦେବା ଲାଗି ଅନେକ ଲୋକ ସାମ୍ନାକୁ ଆସିଥିଲେ । ହେଲେ…

ଏଠାରେ ଭାଇମାନଙ୍କ ମଙ୍ଗଳ ପାଇଁ ଭଉଣୀମାନେ କରନ୍ତି ସାମା-ଚକେଭା ପର୍ବ

ନୂଆଦିଲ୍ଲୀ: ଲୋକ ଆସ୍ଥାର ପର୍ବ ଛଠ୍‌ ପର୍ବ ସମାପ୍ତ ହେବା ପରେ ଭାଇ ଓ ଭଉଣୀଙ୍କ ଅଦମ୍ୟ ସ୍ନେହ ଏବଂ ପ୍ରେମର ପ୍ରତୀକ ଭାବେ ମିଥିଳାଞ୍ଚଳରେ ସାମା-ଚକେଭା ପର୍ବ ପାଳନ ଆରମ୍ଭ ହୋଇଛି। ସାମା-ଚାକେଭାଙ୍କ ପ୍ରତିମା ନିର୍ମାଣରେ ମଥିଲାରେ ଘରେ ଘରେ ବାଳିକା ଏବଂ ଯୁବତୀମାନେ ମନପ୍ରାଣ ସହିତ…

ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କେ. ବିଶାଲ ସିଂ

ପୁରୀ: ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସପି ଭାବେ କେ ବିଶାଲ୍ ସିଂହ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି। ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ମାନେ କେ ବିଶାଲ୍ ସିଂହ…