Latest Odisha News

BREAKING NEWS

Yearly Archives

2020

ତୃତୀୟ ଲହର ଅତିକ୍ରମ କରି ସାରିଛି ଦିଲ୍ଲୀ, ଆଉ ହେବ ନାହିଁ ଲକଡାଉନ; ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବା ସତ୍ତ୍ୱେ ଏଠାରେ ଆଉ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଦାବି କରିଛନ୍ତି। ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ସ୍ପର୍ଶ କରି ସାରିଛି। ବର୍ତ୍ତମାନ କେବଳ ମାସ୍କ ପିନ୍ଧିବା ଆବଶ୍ୟକ । ଲକଡାଉନ କରିବାର…

ଆଜି ‘ପେଟ୍ରୋଲିଅମ୍‌ ଦିବସ’

ଆଜି ହେଉଛି ‘ପେଟ୍ରୋଲିଅମ୍‌ ଦିବସ’। ଏହା ଏଭଳି ଏକ ଶକ୍ତି ଉତ୍ସ ବା ଇନ୍ଧନ, ଯାହାର ବ୍ୟବହାର ଦ୍ୱାରା ସମାଜ ଆଗକୁ ବଢିବାରେ ସକ୍ଷମ ହୋଇପାରିଛି। ଏହା ପ୍ରଦୂଷଣର ପ୍ରମୁଖ କାରଣ। ଏହା ଅସରନ୍ତି ନୁହେଁ। ଯଦି ସରିଯାଏ ତେବେ ଏହାକୁ ପାଇବା ମଧ୍ୟ କଷ୍ଟକର। ବିଶ୍ୱ‌ର ମୁଖ୍ୟ ପ୍ରଦୂଷକ ମଧ୍ୟରେ ଏହା…

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ; ଲାଞ୍ଚ ନେଇ ଧରାପଡିଲେ ତହସିଲଦାର

ସୋନେପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ। ଦରମା ଟଙ୍କାରେ ପୁରୁନି ପେଟ। ବାବୁଙ୍କ ଦରକାର ମୋଟା ଅଙ୍କର ଲାଞ୍ଚ। ଆମେ କହୁଛୁ ସୋନପୁର ଜିଲ୍ଲା ତରବା ତହସିଲଦାର ସୁବ୍ରତ ବେହେରାଙ୍କ କଥା। ସୋମବାର ଦିନ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୧୭-୧୧-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୭ ରିଖ ମଙ୍ଗଳବାର ବିଛା ୨ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ସିଂହ, କନ୍ୟା ଓ ମକର ରାଶି…

ମଦୁଆଙ୍କ ଆକ୍ରୋଶର ଶିକାର ହେଲେ ଅନୁଗୁଳ ଥାନା ଏସଆଇ

ଅନୁଗୁଳ: ଗତକାଲି ନିମାପଡା ପରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ଜଣେ ଏଏସଆଇ ମଦୁଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେ ସାଦା ପୋଷାକରେ ମଦୁଆଙ୍କୁ କାବୁ କରିବାକୁ ଯାଇଥିବା ବେଳେ ଦୁଇ ମଦୁଆଙ୍କ ଠାରୁ ମାଡ଼ ଖାଇଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁସାରେ ରବିବାର…

ରାୟଗଡାରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩ ମୃତ

ରାୟଗଡା: ବିଷମକଟକ ହଜାରୀଡାଙ୍ଗ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଲକ୍ଷ୍ମୀପୁରରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ସୂଚନା ମିଳିଛି । ଦୁଇ ଜଣ ଯାତ୍ରୀ ଓ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି ।…

ଗପ: “ମାର୍ଗଦର୍ଶକ”

ସଞ୍ଜିତା ପ୍ରଧାନ ଆଜି ସକାଳର ଘଟଣା  ମୁଁ କିଛି ତାଜା ପନିପରିବା ପାଇବାର ଆଶାରେ ସ୍କୁଟି ବାହାର କରି ବାହାରି ପଡ଼ିଲି ମାର୍କେଟକୁ । କିଛି ପନିପରିବା ଫଳ , ରାସନ ଦୋକାନରୁ ପୁଅ ପାଇଁ ବିସ୍କୁଟ ଓ ଚକଲେଟ ଦିଟା କିଣି ଘରକୁ ଫେରୁଥାଏ । ରାସ୍ତାଟି ଗାଁ ମଝି ଦେଇ ଯାଇଥିବାରୁ ଟିକିଏ ଅଣଓସରିଆ…

କିମସରେ ଖୋଲିଲା ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଲିନିକ

ଭୁବନେଶ୍ଵର: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨…

ଭଲ ଖବର: ମଡେର୍ଣ୍ଣା ଟିକା ୯୫% ସୁରକ୍ଷିତ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ସପ୍ତାହେ ଭିତରେ ଆମେରିକାରୁ ପୁଣି ଆସିଛି ଖୁସି ଖବର। ଭ୍ଯାକସିନ ନେଇ ଭତ୍ସାହଜନକ ଖବର ସାମନାକୁ ଆସିଛି। ମଡେର୍ଣ୍ଣା ଟିକା ୯୫% ସଫଳ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ମିଳିଛି। ଆମେରିକାର ୩୦ ହଜାର ଲୋକଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା ।…

କ୍ରମାଗତ ୪୪ ଦିନ ପାଇଁ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ବିଗତ ୪୪ ଦିନ ହେବ ଦୈନିକ ଭାରତରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହି ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୫୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୩,୮୫୧। ଏହାଦ୍ୱାରା ସକ୍ରିୟ କରୋନା…