Latest Odisha News

BREAKING NEWS

Yearly Archives

2020

ଟୁଥ ବ୍ରଶରେ ନିଜ ଜୋତା ସଫା କରୁଛନ୍ତି ବିରାଟ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଅନୁଷ୍କା

ଭୁବନେଶ୍ୱର: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବର୍ତ୍ତମାନ ଦୁବାଇରେ ଅଛନ୍ତି। ନିକଟରେ ଅନୁଷ୍କା ଅନ୍ୟ କ୍ରିକେଟରଙ୍କ ସହ ମିଶି ବିରାଟଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ନିକଟରେ ଅନୁଷ୍କା ସୋସିଆଲ ମିଡିଆରେ ବିରାଟଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୯୭ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୯୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ, ଓଡିଶାରେ ୩,୦୯,୪୦୮ କରୋନା ମାମଲା ରହିଥିବା ବେଳେ ମୋଟ୍ ୨,୯୯,୧୫୯ ଜଣ ଆରୋଗ୍ୟ…

ଜନଜାଗରଣର ବିଜୟ ଧ୍ୱଜା – ଗଣମାଧ୍ୟମ

ଆକାଶ ଅସୀମ, ସଂଗ୍ରାମ ସୀମାହୀନ, ପରିବ୍ୟାପ୍ତ ଏ ସଂଗ୍ରାମର କ୍ଷେତ୍ର । ଶେଷ ହୁଏନି ସଂଗ୍ରାମର ଯାତ୍ରା । ସେହି ସଂଗ୍ରାମର ସାଥି ହୋଇ ସିଏ ଅନୁଭବକୁ ବାସ୍ତବରେ ରୂପାନ୍ତରିତ କରେ, ସ୍ପର୍ଶର ସ୍ପର୍ଶକାର ଆଉ ଅନୁଭବର ଅନୁଭବୀଟିଏ, ଯିଏ ଅସ୍ତ୍ର ସାଜି ସମାଜକୁ ରକ୍ଷାକରେ, ପଲ୍ଲୀରୁ…

ଆସନ୍ତୁ ଜାଣିବା କାହିଁକି ଜାପାନ ରାଜକୁମାରୀ ମନର ମଣିଷକୁ ବିବାହ କରିପାରୁ ନାହାନ୍ତି !

ଟୋକିଓ: ଜାପାନ ରାଜକୁମାରୀ ମାକୋ ମନର ମଣିଷ ପାଇଥିଲେ ବିବାହ କରିପାରୁ ନାହାନ୍ତି । ରାଜକାର୍ଯ୍ୟ ଓ ପ୍ରେମ ଭିତରେ ସେ ଧନ୍ଧି ହୋଇ ପଡିଛନ୍ତି । ଦୀର୍ଘ ୭ ବର୍ଷ ହେବ ସେ ଇଚ୍ଛା ନ ଥିଲେ ମଧ୍ୟ ବିବାହକୁ ଘୁଂଚାଇ ଚାଲିଛନ୍ତି । ଏବେ ନିକଟରେ ସେ ପୁନର୍ବାର ବିବାହ ତାରିଖକୁ ଅନିର୍ଦ୍ଦିଷ୍ଟ ସମୟ…

ବିଜ୍ଞାନ ଖେଳ: ଗଛ ଚଢୁଥିବା କଣ୍ଢେଇ

ଆମେ ଘର୍ଷଣ ବଳକୁ ବ୍ୟବହାର କରି ଗୋଟିଏ ମଜାଦାର ଖେଳଣା ତିଆରି କରିପାରିବା । ଦେଖିବା କେମିତି କଣ୍ଢେଇ ଉପରକୁ ଉପରକୁ ଚଢୁଛି । ଏଥିପାଇଁ ଦରକାର ଗୋଟିଏ କାଗଜ -ଗୋଟିଏ ୩୦x୮ ସେମି କାଗଜ ପଟି ନିଅ -କାଗଜ ପଟିକୁ ଲମ୍ବା ପଟରେ ଦୁଇ ଭାଗ କରିଦିଅ - ସେହି ଲମ୍ବା…

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ

ମୁମ୍ବାଇ: ମହାରାଷ୍ଟ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧାର୍ମିକ ସ୍ଥଳ ଖୋଲାଯାଇଛି। ମହାମାରୀ ଯୋଗୁଁ ୬ମାସ ହେଲା ଧାର୍ମିକ ସ୍ଥଳୀ ସବୁ ବନ୍ଦ ରହିଥିଲା। ସୂଚନା ଅନୁଯାୟୀ ଲୋକଙ୍କ ଦାବି ଗୁଡ଼ିକୁ ଆଧାର କରି ମନ୍ଦିର ଗୁଡିକ ଖୋଲା ଯାଇଛି ଏବଂ ଏନେଇ ଏସଓପି ମଧ୍ୟ ଜାରି ହୋଇଛି। ନିର୍ଦ୍ଦିଷ୍ଟ…

କାଳ ହେଲା ଜଳକ୍ରୀଡ଼ା; ଜଣେ ମୃତ, ୨ ନିଖୋଜ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର କାଠସଙ୍ଗଡା ନଦୀରେ ୫ ଜଣ ଯୁବକ ଗାଧୋଇବା ବେଳେ ଘଟିଛି ଏକ ବଡ଼ ଅଘଟଣ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ଅନ୍ୟ ୨ ଜଣ ଏବେବି ନିଖୋଜ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ,…

ପତ୍ନୀ ସହ ଝଗଡା ପରେ ବରଗଛରେ ଚଢିଲା ନିଶାସକ୍ତ ଯୁବକ; ଆଉ ତା’ପରେ…

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ ଜଣେ ନିଶାସକ୍ତ ଯୁବକ ବରଗଛର ପୂରା ଅଗରେ ଚଢିଯିବା ଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଏପରିକି ସେ ତଳକୁ ଓହ୍ଲାଇବାକୁ ମନା କରିଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଯୁବକ ଜଣକ ତଳକୁ ଡେଇଁ ପଡିବ…

କମୁଛି ସଂକ୍ରମଣ; ବନ୍ଦ ହେବ ସମ୍ବଲପୁର ସଦର କୋଭିଡ ହସ୍ପିଟାଲ

ସମ୍ବଲପୁର: ରାଜ୍ୟରେ ତଳ ମୁଁହା କୋଭିଡ ଗ୍ରାଫ। ଗତ କିଛିଦିନ ହେବ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ସମ୍ବଲପୁରରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା କମିବାରର ଲାଗିଛି। ଏହାକୁ ଦୃଷ୍ଟରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ସଦର କୋଭିଡ ହସ୍ପିଟାଲକୁ ବନ୍ଦ କରାଯିବାକୁ ନିଷ୍ପତ୍ତି…

ଶେଖ ରଶିଦଙ୍କ ବିବାଦୀୟ ବୟାନ, ଭାରତର ଖୁଫିଆ ଏଜେନ୍ସି ପାକିସ୍ତାନ ନେତାଙ୍କୁ ମାରିବା ପାଇଁ ଯୋଜନା କରୁଛନ୍ତି !

ଇସଲାମବାଦ: ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରଶିଦ ଏକ ପ୍ରକାର ପାଗଳ ହୋଇଯାଇଛନ୍ତି କହିଲେ ଭୁଲ ହେବ ନାହିଁ । ବାରମ୍ବାର ବିବାଦୀୟ ବୟାନ ଦେଉଥିବା ରଶିଦ କହିଛନ୍ତି ଭାରତର ଖୁଫିଆ ଏଜେନ୍ସି (ର) ପାକିସ୍ତାନର ନେତାଙ୍କୁ ମାରିବା ପାଇଁ ଯୋଜନା କରୁଛି । ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବା…