Latest Odisha News

BREAKING NEWS

Yearly Archives

2020

ହଲିଉଡ ପ୍ରୋଜେକ୍ଟରେ ମାଲାମାଲ୍ ପ୍ରିୟଙ୍କା ଚୋପ୍ରା !

ଭୁବନେଶ୍ୱର: ପ୍ରିୟଙ୍କା ଚୋପ୍ରାଙ୍କ ପାଦ ଆଉ ତଳେ ଲାଗୁନି । କାହିଁକି ନା ତାଙ୍କ ପାଖରେ ରହିଛି ଏକ ସେ ବଢକର ଏକ ହଲିଉଡ ପ୍ରୋଜେକ୍ଟ । ଏପରି ସ୍ଥିତିରେ ବଲିଉଡ ଫିଲ୍ମ ପାଇଁ ସେ ଆଉ ଏତେଟା ଚିନ୍ତିତ ନାହାନ୍ତି । ଗୋଟପଟେ ସ୍ୱାମୀ ନିକ ଜୋନାସଙ୍କ ହୋମ୍ ପ୍ରଡକ୍ସନ ତ ସେପଟେ ପ୍ରିୟଙ୍କାଙ୍କ…

ପିଏମ୍‌ ଇମ୍ରାନ୍‌ ଖାନ୍‌ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମରିୟମ୍‌ ନୱାଜ

ନୂଆଦିଲ୍ଲୀ: ପାକିସ୍ତାନର ରାଜନୀତି ଏହି ସମୟରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ପାକିସ୍ତାନ ସବୁ ଦିଗରୁ ଘେରି ରହିଥିବା ଦେଖାଯାଉଛି। ବାସ୍ତବରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ ପୁଣିଥରେ ଇମ୍ରାନ ଖାନଙ୍କ ବିରୋଧରେ ନୂଆ ଅଭିଯୋଗ…

ଗ୍ଲୋବାଲ ଟାଇମ୍ସରେ ଭାରତକୁ ସମାଲୋଚନା, ଚୀନ ଏଲଇଡି ବିନା ଭାରତର ଦୀପାବଳୀ ଅନ୍ଧକାରମୟ ହୋଇଯିବ

ନୂଆଦିଲ୍ଲୀ: ଚୀନର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ପୁନର୍ବାର ଭାରତକୁ ସମାଲୋଚନା କରିଛି । ଏପରିକି ଚୀନ ଏଲଇଡି ଲାଇଟ ବିନା ଭାରତର ପ୍ରକାଶ ପର୍ବ ଦୀପାବଳୀ ଅନ୍ଧକାରମୟ ହୋଇଯିବ ବୋଲି କହିଛି । ବିଭିନ୍ନ ମହଲରୁ ଅନୁରୋଧ କରାଯାଉଥିଲେ ମଧ୍ୟ ଭାରତୀୟବାସୀ ବହୁ ପରିମାଣର ଏଲଇଡି ଲାଇଟ…

ଚୀନ୍‌ରେ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିବ ପାକିସ୍ତାନୀ ଫିଲ୍ମ ‘ପର୍‌ବାଜ୍‌ ହୈ…

ବେଜିଂ: ଚାଇନାରେ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏକ ପାକିସ୍ତାନୀ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସାମରିକ କାର୍ଯ୍ୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଚତୁର୍ଥ ପିଢିର ଯୁଦ୍ଧ ବିମାନ JF-17 ର ଫ୍ରାନ୍ସରେ ନିର୍ମିତ ମିରାଜ୍ ୨୦୦୦ ସହିତ ତୁଳନା କରାଯାଇଛି। ରିପୋର୍ଟ ଅନୁଯାୟୀ…

ଚଳିତ ଦୀପାବଳିରେ ସିଂହଦ୍ୱାର ସମ୍ମୁଖରେ ଜଳିବନି କାଉଁରିଆ କାଠି

ପୁରୀ: ବାୟୁ ପ୍ରଦୂଷଣ ତଥା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଦୀପାବଳିରେ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଜଳାହେବନି କାଉଁରିଆ କାଠି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ମାନେ କେବଳ ‘ପୟା ଶ୍ରାଦ୍ଧ’ ପାଳନ କରି ଘରକୁ ଫେରିବାକୁ ଅନୁରୋଧ…

୨ଟି ଆୟୁର୍ବେଦ ପ୍ରତିଷ୍ଠାନ ଉଦ୍‌ଘାଟନ କଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଗୁଜୁରାଟ ଏବଂ ରାଜସ୍ଥାନରେ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଜାମ୍‌ନଗରରେ ଅବସ୍ଥିତ ଆଇଟିଆର୍‌ଏ ଏବଂ ଜୟପୁରର ଏନ୍‌ଆଇଏ ଆୟୁର୍ବେଦ ପ୍ରତିଷ୍ଠାନର ଉଦ୍‌ଘାଟନ କରିଛନ୍ତି ପିଏମ୍‌…

ମହାଗଠବନ୍ଧନ ସରକାର ଆବଶ୍ୟକ ସଂଖ୍ୟା ପାଇଁ ବାହୁବଳୀ ଅନନ୍ତ ସିଂ, ରୀତଲାଲଙ୍କୁ ଦାୟିତ୍ୱ ଦେଲେ ତେଜସ୍ୱୀ

ପାଟନା: ବିହାର ନିର୍ବାଚରେ ମହାଗଠବନ୍ଧନ ସରକାର ଗଠନ ପାଇଁ ସଂଖ୍ୟା ପାଇ ନ ଥିଲେ ମଧ୍ୟ ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ବି ଏଥିପାଇଁ ଉଦ୍ୟମ ଜାରି କରିଛନ୍ତି । ଶୁକ୍ରବାର ସେ ଜେଲରେ ବନ୍ଦ ଥିବା ବାହୁବଳୀ ନେତା ଅନନ୍ତ ସିଂ ଓ ଅପରାଧ ପୃଷ୍ଠଭୂମି ଛାଡି ପ୍ରଥମ ଥର ନିର୍ବାଚନ ଜିତିଥିବା…

ବିରଳ ହାର୍ଟ ଟ୍ରାନ୍ସପ୍ଲାଣ୍ଟ; ମାତ୍ର ୧୭ ମିନିଟ୍‌ରେ ୧୮ କିଲୋମିଟର ଦୂର ଅତିକ୍ରମ କରି କରାଗଲା ଏହି ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଉତ୍ସବର ଋତୁ ଏବଂ କରୋନା ସଂକ୍ରମଣ ମଧ୍ୟରେ ଜୟପୁରର ଜଣେ ୧୬ ବର୍ଷ ବୟସ୍କ ବ୍ରେନ୍‌ ଡେଡ୍‌ ଥିବା ଯୁବକଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା। ଏହା ପରେ ତାଙ୍କୁ ୧୮ କିଲୋମିଟର ସବୁଜ କରିଡର ଦେଇ ମାତ୍ର ୧୭ ମିନିଟରେ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ପାଇଁ ତାଙ୍କୁ ଏକ ଘରୋଇ…

‘ତୁ ମୋ କମ୍‌ଜୋରି’ରେ ନଜର ଆସିବେ ରାକେଶ ଓ ଅନୁଭା

ଭୁବନେଶ୍ୱର: ଶ୍ରଦ୍ଧାସବୁରି ପ୍ରଡକ୍ସନ ନିବେଦିତ ତଥା ସୁପ୍ରିମ୍ ଏଂଟରଟେନମେଂଟ ସହ ପ୍ରଯୋଜନାରେ ନିର୍ମିତ ନୂଆ ଓଡିଆ ଚଳଚ୍ଚିତ୍ର ‘ତୁ ମୋ କମ୍‌ଜୋରି’ର ଶୁଭମହୁରତ ସରିଛି । ଏହି ଉତ୍ସବରେ ‘ତୁ ମୋ କମ୍‌ଜୋରି’ ସହ ସମ୍ପୃକ୍ତ କଳାକାର ତଥା ଟେକ୍ନିସିଆନ୍‌ଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଓ…

ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରେ ବିଶ୍ୱରେକର୍ଡର ନିକଟତର ହେଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ପର୍ତୁଗାଲ କ୍ରିଷ୍ଟିଆନ ରୋନୋଲ୍ଡା ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରେ ବିଶ୍ୱରେକର୍ଡର ନିକଟତର ହୋଇଛନ୍ତି । ୧୭ ବର୍ଷ କ୍ୟାରିୟରରେ ସେ ୧୬୮ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୦୨ ଗୋଲ ସ୍କୋର କରିଛନ୍ତି । ଇରାନର ଅଲୀ ଦାଇଙ୍କ ନାମରେ ଥିବା ବିଶ୍ୱରେକର୍ଡ…