Latest Odisha News

BREAKING NEWS

Yearly Archives

2020

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ୮ ମାସ ପରେ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର: ୮ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ୱର ଓ ଢେଙ୍କାନାଳରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର କୋଭିଡ୍ କଟକଣା ଯୋଗୁଁ ବନ୍ଦ ରହିଥିଲା । କୋଭିଡ୍ ଗାଇଲାଇନ୍ ଓ କଟକଣା ଭିତରେ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲା ପର୍ଯ୍ୟଟନ ବିଭାଗ ।…

ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତ ଦେହ; ମୃତ୍ୟୁର କାରଣ ଅସ୍ପଷ୍ଟ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗାଁ ଘୋଡ଼ାହାଡ଼ ନଦୀସ୍ରୋତରୁ ଉଦ୍ଧାର ହୋଇଛି ଜଣେ ନିଖୋଜ ଯୁବକଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ଖଲିଙ୍ଗି ଗାଁର ୩୫ ବାର୍ଷିୟ ଶଙ୍କର ଲେଙ୍କା । ପ୍ରାପ୍ତ ସୂଚନାନୁସାରେ, ମୃତ ଶଙ୍କର ବୁଧବାର ସଂଧ୍ୟା ସମୟରୁ ଘରୁ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ, ୧୫ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ମ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂରେ ମାଧ୍ୟମରେ ଏହି ବୈଠକ ବସିବାକୁ ଯାଉଛି । ଆଗାମୀ ବିଧାନସଭା…

ମୁକୁଳିଲେ ଅର୍ଣ୍ଣବ ଗୋସ୍ୱାମୀ

ନୂଆଦିଲ୍ଲୀ: ମୁକୁଳିଲେ ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ୨ ବର୍ଷ ତଳର ଏକ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡ୍‌ରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଅର୍ଣ୍ଣବ ଗୋସ୍ୱାମୀ ଗତକାଲି…

ଡାକ୍ତରଙ୍କ ବଡ଼ ସଫଳତା; ୬ ଶିଶୁଙ୍କର ସଫଳ ହାର୍ଟ ଅପରେସନ

ଭୁବନେଶ୍ବର: ଓଡ଼ିଶା ଡାକ୍ତରଙ୍କ ଆଉ ଏକ ସଫଳତା। ବିଗତ କିଛିଦିନ ମଧ୍ୟରେ ଜଟିଳ ହୃଦରୋଗ ସମସ୍ୟା ଭୋଗ କରୁଥିବା ୨ ବର୍ଷୀୟ ଶିଶୁ ଅର୍ଣ୍ଣବ ସାମଲ, ୮ ମାସର ଶିଶୁ ଦିବ୍ୟାଂଶୁ ବେହେରା, ୩ ମାସର ଶିଶୁ ଅନୁକୁମାର ସାମଲ ଓ ଶୁଭମ ପାଲ୍‌, ପୁଷ୍ପା ସ୍ବାଇଁ ଓ ମାନସ ଦାସଙ୍କର ହାଇଟେକ୍‌ ମେଡିକାଲ୍‌…

ପରିବେଶ ସୁରକ୍ଷା ପ୍ରୟାସ ନିମନ୍ତେ ସେଲ୍ କୁ ପୁରସ୍କାର

ରାଉରକେଲା: ପରିବେଶ ସୁରକ୍ଷା ପ୍ରୟାସ ନିମନ୍ତେ ସେଲ ରାଉରକେଲା ଇସ୍ପାତ କାରଖାନା ଗ୍ରୋ କେୟାର ଇଣ୍ଡିଆ ସ୍ଵର୍ଣ୍ଣ ପୁରସ୍କାର- ୨୦୨୦ରେ ସମ୍ମାନିତ ହୋଇଛି । ଆସନ୍ତା ଡିସେମ୍ବର ମାସରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ବାର୍ଷିକ “ଗ୍ରୋ କେୟାର ଇଣ୍ଡିଆ ଏକ୍ସଲେନ୍ସ ଆୱାର୍ଡସ ୨୦୨୦”…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା୧୨- ୧୧-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା୧୨ ରିଖ ଗୁରୁବାର ତୁଳା ୨୭ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର  ଘାତ ବାର:- ତୁଳା ଓ କୁମ୍ଭ ରାଶିର     ଘାତ ଚନ୍ଦ୍ର:- ବୃଷ ରାଶି ପୁରୁଷ ଧନୁ…

ରାଜଗାଙ୍ଗପୁର ବ୍ଲକରେ ୱାଡି ପ୍ରକଳ୍ପର ଶୁଭାରମ୍ଭ; ୪୮.୭୫ ଏକର ଜମିରେ କାଜୁ ଚାଷ

ସୁନ୍ଦରଗଡ଼: ରାଜଗାଙ୍ଗପୁର ବ୍ଲକର କୁକୁଡ଼ା ପଞ୍ଚାୟତରେ ବୁଧବାର ଦିନ ୱାଡି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା ଏହାର ଉଦଘାଟନ କରିଛନ୍ତି। ୧୪ ଜଣ ସ୍ଥାନୀୟ ଚାଷୀଙ୍କୁ ନେଇ ୪୮.୭୫ ଏକର ଜମିରେ କାଜୁ ଚାଷ କରାଯାଉଛି। ଏହି ଜମିରେ ଆଧୁନିକ କିସମର…

ନିର୍ବାଚନର ସଂକେତ

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ବିହାର ନିର୍ବାଚନର ଫଳ ଆସି ସାରିଛି । ଭାରତୀୟ ରାଜନୀତିକୁ ବେଶ ଭାବେ ପ୍ରଭାବିତ କରୁଥିବା ରାଜ୍ୟ ମଧ୍ୟରୁ ବିହାର ଅନ୍ୟତମ । ଏନଡିଏ ଏଠାରେ ସ୍ପଷ୍ଟ ମହୁମତ ପାଇଛି ଓ ସରକାର ଗଠନ କରିବ । ମହାଗଠବନ୍ଧନ ଯଦିଓ ପ୍ରଭାବଶାଳୀ…

ସୁଡାନର ମୁନ୍ଦରି ସମ୍ପ୍ରଦାୟ ପାଇଁ ଗାଇ ସବୁ କିଛି, ଏଥିନେଇ ମରିପାରିବେ ଆଉ ମାରିପାରିବେ

ଖାର୍ତୋମ: ଗାଈ ନେଇ ଭାରତରେ ରାଜନୀତି ହେଉଛି କହିଲେ ଭୁଲ ହେବ ନାହିଁ । କିନ୍ତୁ ଆଫ୍ରିକାର ସୁଡାନରେ ମୁନ୍ଦୁରି ସମ୍ପ୍ରଦାୟ ପାଇଁ ଗାଇ ସବୁକିଛି । ଏହାର ରକ୍ଷା ପାଇଁ ସେମାନେ ଜୀବନ ନେଇପାରିବେ ଓ ହାରିବି ପାରିବେ ମଧ୍ୟ । ମାଆଠାରୁ ଅଧିକ ଭଲ ପାଆନ୍ତି । ଏଠାକାର ଆଦିବାସୀ ସମ୍ମାନ, ଔଷଧ,…