Latest Odisha News

BREAKING NEWS

Yearly Archives

2020

ଆଇଓସିଏଲ୍ ଭଦ୍ରକରେ ପ୍ରତିଷ୍ଠା କରିବ ‘ଟେକ୍ସଟାଇଲ୍ ପାର୍କ’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିସନ ପୂର୍ବୋଦୟକୁ ସଫଳ କରିବା ପାଇଁ ପୂର୍ବ ଭାରତର ବିକାଶ ଉପରେ ପ୍ରାଧାନ୍ୟ ଦେଇଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାରେ ପ୍ରାକୃତିକ ସମ୍ପଦ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଥିଲେ ମଧ୍ୟ, ଏହା କେତେକ କ୍ଷେତ୍ରରେ ପୂର୍ବ…

ଦେଶରେ ୮୫ ଲକ୍ଷ ଟପିଲା କରୋନା କେସ୍, ୨୪ ଘଣ୍ଟାରେ ୪୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଦେଶରେ କମିଛି ସଂକ୍ରମଣ । ସୁସ୍ଥ ହୋଇଛନ୍ତି ଅଧିକ । ପୁଣି ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୬୭୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪କୁ ବୃଦ୍ଧି ପାଇଛି ।…

ଆଜି ଭାରତ ପାଇଁ ଏକ ଐତିହାସିକ ଦିନ; ବିମୁଦ୍ରୀକରଣକୁ ପୂରିଲା ୪ ବର୍ଷ

ନୂଆଦିଲ୍ଲୀ: ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟାରେ ଦୂରଦର୍ଶନରେ ଭାଷଣ ଦେଲାବେଳେ ରାତି ୧୨ଟାରୁ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଦେଇଥିଲେ। ଫଳରେ ସେତେବେଳେ…

ରାଜ୍ୟରେ ବଢିଲାଣି ଜାଡ଼, ୧୫ ଡିଗ୍ରୀ ତଳେ ୧୧ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଜାଡ଼ । ବିଭିନ୍ନ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ସୋନପୁରରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ । ୯.୬ ଡିଗ୍ରୀ ସେଲସିୟସ ସହ ସୋନପୁରରେ ରାଜ୍ୟର ସବୁଠୁ ଥଣ୍ଡା ସହର…

ବାଇଡେନଙ୍କ ବିଜୟ ପରେ ବି ହାର ମାନୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ୍: ବାଇଡେନ୍ ବିଜୟ ପରେ ବି ହାର ମାନି ନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ବ୍ୟାପକ ଠକେଇ ଅଭିଯୋଗ କରି ନିର୍ବାଚନ ପ୍ରକ୍ରିୟାରେ ନିଜର ବିଜୟ ଦାବି କରୁଛନ୍ତି । ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, 'ସୁପରଭାଇଜରମାନଙ୍କୁ ଗଣନା କକ୍ଷରେ ପ୍ରବେଶ କରିବାକୁ ଅନୁମତି ନାହିଁ । ସେ ୭କୋଟି ୧୦…

ଆମେରିକାବାସୀଙ୍କୁ ବାଇଡେନଙ୍କ ପ୍ରତିଶ୍ରୁତି: ସମାଜକୁ ଭାଙ୍ଗିବି ନାହିଁ, ଯୋଡିବି

ଓ୍ୱାଶିଂଟନ୍: ମିଶନ ହ୍ୱାଇଟ ହାଉସ୍ ସସପେନ୍ସ ସରିଛି । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ବିଜୟୀ ହୋଇଛନ୍ତି ଜୋ ବିଜେଡ୍ । ନିର୍ବାଚନ ଜିତିବା ପରେ ଆମେରିକାବାସୀଙ୍କୁ ଆଜି ସମ୍ୱାଧିତ କରିଛନ୍ତି । ବାଇଡେନ୍ କହିଛନ୍ତି, ଦେଶବାସୀଙ୍କୁ ତାଙ୍କୁ ସ୍ପଷ୍ଟ ବହୁମତ ଦେଇଛନ୍ତି । ଏହା ପୁରା…

ଖସୁଛି ପାରଦ; ୧୫ ଡିଗ୍ରୀ ତଳେ ରାଜ୍ୟର ୪ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଖସୁଛି ତାପମାତ୍ରା। ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ଖସୁଥିବା ଜଣାପଡିଛି। ସୂଚନାନୁସାରେବ୨୪ ଘଣ୍ଟାରେ ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୧୪.୪,…

ଭଦ୍ରକରେ ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୧ ଯାତ୍ରୀ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଭଦ୍ରକର ତ୍ରିଶଲପୁର ନିକଟରେ ଆଜି ସକାଳୁ ସକାଳୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆହତ ହୋଇଛନ୍ତି ୧୧ ଜଣ ଯାତ୍ରୀ । ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଏହି ଗୁର୍ଘଟଣା…

ଜୋରିମାନା ଦେଇ ନପାରିବାରୁ ଚାଷୀଙ୍କୁ କାନଧରି ବସଉଠ କରାଇଲେ ତହସିଲଦାର

ଆଠମଲ୍ଲିକ: ଅନୁଗୋଳ ଜିଲ୍ଳା କିଶୋରନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ସରକାରୀ ବାବୁଙ୍କ ଦବଙ୍ଗଗୀରୀ। ସୂଚନାନୁସାରେ, ଶନିବାର ଦିନ ସ୍ଥାନୀୟ କଲେଜ ଛକ ନିକଟରେ ମାସ୍କ ଯାଞ୍ଚ କରୁଥିଲେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ । ଏହି ସମୟରେ ଧାନବିଲରୁ ଫେରୁଥିବା ଦୁଇଜଣ ଚାଷୀଙ୍କୁ…

ବୁଲିଯିବା କଳାହାଣ୍ଡିର ‘ଭୀମଖୋଜ’; ଆଜ୍ଞାତବାସ ସମୟରେ ଯେଉଁଠି ପାଣ୍ଡବ ମାନେ ନେଇଥିଲେ ବିଶ୍ରାମ

ଭୁବନେଶ୍ୱର: ଭୀମଖୋଜ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରେ ଅବସ୍ଥିତ ଏକ ଶୈବପୀଠ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସହରରୁ ପ୍ରାୟ ୧କିମି ଦୂର ଗଲେ ପଡେ ଭୀମଖୋଜ ପଡା । ଏଠାରେ ବିରାଜିତ ସ୍ୱୟଂ ପାତାଳେଶ୍ୱର ମହାଦେବ । ରାଜ୍ୟରେ ପ୍ରମୁଖ ଶୈବପୀଠ ମଧ୍ୟରେ ଭିମଖୋଜର ପାତାଳେଶ୍ୱର…