ଆକ୍ସନ ଭୂମିକାରେ ଅଭିନୟ କରିବାକୁ ଇଚ୍ଛା; ଅନନ୍ୟା ପାଣ୍ଡେ
ନୂଆଦିଲ୍ଲୀ: ଏବେ ଆକ୍ସନ ଗାର୍ଲ ହେବାକୁ ଚାହୁଛନ୍ତି ଅନନ୍ୟା। ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆକ୍ସନ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି। ଏ ସଂପର୍କରେ ନିଜେ ଅନନ୍ୟା ଗଣମାଧ୍ୟମକୁ କହିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଖାଲି ପିଲ’ରେ ତାଙ୍କୁ କିଛି…