Latest Odisha News

BREAKING NEWS

Yearly Archives

2020

କାହାକୁ ଆଗ ମିଳିବ କରୋନା ଟିକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀରେ ଆସିବ କରୋନା ଟିକା । ଏନେଇ ସମ୍ଭାବନା ରହିଛି । ଯଦି ସବୁ କିଛି ଠିକ୍ ରୁହେ ଏବଂ ଭାରତ ବାଓଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଟିକା ଯଦି ଫେବ୍ରୁଆରି ସୁଦ୍ଧା ଆସେ ତେବେ ଏହି ଟିକାକୁ ପ୍ରଥମେ କାହାକୁ ଦିଆଯିବ, କେମିତି ଦିଆଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ…

ଆଇଏସଏଲ: ଓଡିଶା ଏଫସିର ନେତୃତ୍ୱ ନେବେ ଷ୍ଟିଭେନ ଟେଲର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲ (ଆଇଏସଏଲ)ର ଆଗାମୀ ସଂସ୍କରଣରେ ଓଡିଶା ଏଫସିର ନେତୃତ୍ୱ ନେବେ ଷ୍ଟିଭେନ ଟେଲର । ଶନିବାର ଆୟୋଜିତ ଦଳୀୟ ବୈଠକରେ ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଏ ନେଇ ସୂଚନା ଦେଇଛନ୍ତ । ନିଉ କ୍ୟାସଲ ୟୁନାଇଟେଡର ପୂର୍ବତନ ଡିଫେଣ୍ଡରଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ…

୫୫ ବର୍ଷ ତଳର ପୁରୁଣା ଫଟୋ ଖୋଜି ପାଇଲେ ଡ୍ରିିମ ଗାର୍ଲ

ମୁମ୍ବାଇ: ଡ୍ରିମ ଗାର୍ଲ ହେମା ମାଳିନୀ ତାଙ୍କ ଆତ୍ମଜୀବନୀ ପାଇଁ ୫୫ ବର୍ଷ ତଳର ଏକ ଫଟୋ ଦୀର୍ଘ ଦିନ ଧରି ଖୋଜି ଆସୁଥିଲେ । ଏବେ ସେହି ଫଟୋ ସେ ପାଇଛନ୍ତି । ସେ ଏଥିନେଇ ଏତେ ମାତ୍ରାରେ ଖୁସି ହୋଇଗଲେ ଯେ, ସୋସିଆଲ ସାଇଟରେ ଏହି ଫଟୋ ଶେୟାର କରିଛନ୍ତି । ୧୯୬୮ରେ ରାଜକାପୁରଙ୍କ ଫିଲ୍ମ ସପନୋଁ…

୧୨ ବର୍ଷ ବୟସରେ ୨୩୮ ପୃଷ୍ଠାର ଉପନ୍ୟାସ ଲେଖିଦେଲେ ଜୟବୀର

ଚଣ୍ଡୀଗଡ: ୧୨ ବର୍ଷ ବୟସରେ ଚଣ୍ଡୀଗଡ ଜୟବୀର ୨୩୮ ପୃଷ୍ଠାର ଉପନ୍ୟାସକୁ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜୟବୀରଙ୍କ ଉପନ୍ୟାସର ନାମ ହେଲା ଦି ଡବଲ ଫୋର୍ସ ଆଣ୍ଡ ଦି ଫଲେନ କିଙ୍ଗଡମ । ପ୍ରତ୍ୟେକ ଚାପ୍ଟର ଲେଖିବା ପରେ ସେ ତ୍ରୁଟି ସୁଧାରିବା ପାଇଁ ପରିବାର ଏବଂ ସାଙ୍ଗଙ୍କ…

ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍‌: ଘୋଷଣା କଲା ଡିସିସନ୍ ଡେସ୍କ

ୱାଶିଂଟନ:ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଜୋ ବାଇଡେନ। ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକାର ଗୋଟିଏ ପ୍ରସିଦ୍ଧ ଆଉଟ ଲେଟ ଏଭଳି ଘୋଷଣା କରିଛି। ନଭେମ୍ବର ୩ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ସେବେଠାରୁ ଭୋଟ ଗଣତି ଜାରି ରହିଛି। ଗଣତିରୁ ସ୍ପଷ୍ଟ…

ଆଇପିଏଲ: ଏଲିମିନେଟର ମ୍ୟାଚରେ ଖେଳିଥିଲେ ୮ ଅଧିନାୟକ

ଆବୁଧାବି: ଆଇପିଏଲ ୧୩ତମ ସଂସ୍କରଣରେ ଶୁକ୍ରବାର ଅନୁଷ୍ଠିତ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଲିମିନେଟର ମ୍ୟାଚରେ ୮ଜଣ ଅଧିନାୟକ ଖେଳୁଥିଲେ । ବାଙ୍ଗାଲୋର ପକ୍ଷରୁ ୩ଜଣ ଖେଳୁଥିଲେ । ସେମାନେ ହେଲେ ଟିମ୍ ଇଣ୍ଡିଆର ତଥା ବାଙ୍ଗାଲୋରର ନିୟମିତ ଅଧିନାୟକ ବିରାଟ କୋହଲି,…

ଗଂଜାମରୁ ଜବତ ହେଲା ୭୦ ଲକ୍ଷ ଟଙ୍କା ମୂଲ୍ୟର ବାଣ !

ଗଂଜାମ: ଚଳିତବର୍ଷ ଓଡିଶାରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି । ମାତ୍ର କିଛିଦିନ ପୂର୍ବରୁ ଅନୁଗୁଳରେ ଜବତ ହୋଇଥିଲା ୨୫ ଲକ୍ଷ ଟଙ୍କା ମୂଲ୍ୟର…

ବନ୍ଦ ହେବ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ !

ୱାଶିଂଟନ: ଡୋନାଲ୍ଟ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ଗୋଟିଏ ପରେ ଗୋଟିଏ ଅଡୁଆ । ଆମେରିକାରେ କିଏ ହେବ ନୂଆ ରାଷ୍ଟ୍ରପତି ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏହାରି ଭିତରେ ଜୋ ବାଇଡେନ୍‌ଙ୍କୁ ହାଇସ ସ୍ପିକର ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଟ୍ରମ୍ପ କେବଳ ଯେ ରାଷ୍ଟ୍ରପତି ପଦରୁ…

ଏଥର ଗୋଆରେ ହେବନି ସନ୍‌ବର୍ନ ଇଡିଏମ୍‌ ଫେଷ୍ଟିଭାଲ୍‌

ନୂଆଦିଲ୍ଲୀ: ଡିସେମ୍ବର ମାସରେ ଗୋଆରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ସନ୍‌ବର୍ନ ଇଲେକ୍ଟ୍ରୋନିକ୍ ଡ୍ୟାନ୍ସ ମ୍ୟୁଜିକ୍ ଫେଷ୍ଟିଭାଲର ଆୟୋଜକମାନଙ୍କୁ ଦିଆଯାଇଥିବା ଅନୁମତିକୁ ଗୋଆ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ…

ୟଶବର୍ଦ୍ଧନ କୁମାର ସିହ୍ନା ହେଲେ ଦେଶର ନୂତନ ମୁଖ୍ୟ ସୂଚନା କମିଶନର

ନୂଆଦିଲ୍ଲୀ: ୟଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର ହୋଇଛନ୍ତି। ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ ସେ ଶପଥ ଗ୍ରହଣ କରିଥିଲେ। ଗତ ଦୁଇ ମାସ ଧରି ମୁଖ୍ୟ ସୂଚନା କମିଶନର ପଦ ଖାଲି ପଡ଼ିଥିଲା। ଏହାପୂର୍ବରୁ, ୨୬ ଅଗଷ୍ଟରେ…