କୋଭିଡ ନିୟମ ଉଲ୍ଲଂଘନ: ରାଜଧାନୀରେ ୨୪ ଘଣ୍ଟାରେ ୧୫୭୬ ବ୍ୟକ୍ତି ଏବଂ ଦୋକାନକୁ ଜରିମାନା
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ଼ ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ ପୋଲିସ ୧୫୭୭ ଜଣ ବ୍ୟକ୍ତି ଏବଂ ଦୋକାନକୁ ଜରିମାନା କରିଛି।
ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଲେଖିଛନ୍ତି: “ଆମର ଉଦ୍ଦେଶ୍ୟ ଲୋକଙ୍କ ଠାରୁ ଜରିମାନା…