Latest Odisha News

BREAKING NEWS

Yearly Archives

2020

ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜ୍ଞାପନର ରାଜସ୍ୱ ହ୍ରାସ ହୋଇପାରେ; ଟ୍ୱିଟର୍‌

ନୂଆଦିଲ୍ଲୀ: ଆମେରିକାର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜ୍ଞାପନରୁ ଆୟ ହ୍ରାସ ହୋଇପାରେ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କହିଛି। ଚତୁର୍ଥ ତ୍ରୟମାସିକରେ କମ୍ପାନୀ ଏହାର ଖର୍ଚ୍ଚକୁ ୨୦ ପ୍ରତିଶତ ବୃଦ୍ଧି କରିଛି। ନଭେମ୍ବର ୩ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଏବଂ ଏହା…

‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ ଓ ମୋଦି

ଭୁବନେଶ୍ୱର: ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ ତମ ଜୟନ୍ତୀ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ୱେବ୍ ସିରଜ୍ ଦେଖି ୭୫ ଜଣଙ୍କ ଜୀବନ ବଂଚାଇଲା ନାବାଳକ !

ମହାରାଷ୍ଟ୍ର: ଡୋମ୍ବିଭଲିରେ ଗୁରୁବାର ସକାଳୁସକାଳୁ ଏକ ଦୁଇ ମହଲା କୋଠା ଭୁଷୁଡି ପଡିଥିଲା । ହେଲେ ବିଲ୍ଡିଂରେ ୭୦ରୁ ଅଧିକ ଲୋକ ରହୁଥିଲାବେଳେ ଏକ ନିଶ୍ଚିତ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଛନ୍ତି । ତେବେ ଭାଗ୍ୟ ନୁହେଁ ବରଂ ଜଣେ ନାବାଳକର ୱେବ୍ ସିରିଜ ନିଶା ପାଇଁ ଏଭଳି ଚମତ୍କାର ଘଟିଥିଲା ।…

ସର୍ଦ୍ଦାର ପଟ୍ଟେଲ୍‌ଙ୍କ ଜନ୍ମ ବାର୍ଷିକୀ ଟ୍ୱିଟ୍‌ରେ ଗାନ୍ଧୀ ଏବଂ ନେହେରୁଙ୍କୁ ସମାଲୋଚନା କଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଟୁଇଟ୍ କରି ସର୍ଦ୍ଦାର ଭଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ସ୍ମରଣ କରି ଏକ ଟୁଇଟ୍ କରିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ କଙ୍ଗନା ଏପରି କଥା କହିଛନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ଏତେ ପରିମାଣର ଦଳ ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତା ନାଁ ଏସ୍. ହସୀମ ବକ୍ସ ଓ ଘର ବାଲେଶ୍ୱର ଜିଲ୍ଲାରେ ବୋଲି ଜଣା ପଡ଼ିଛି । କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ…

ଓଡ଼ିଶା ଅନଲକ୍-6: କଣ ଖୋଲା, କଣ ରହିବ ବନ୍ଦ ?

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ରଜ୍ୟ ସରକାର ଅନଲକ୍ 6.0 ଗାଇଡଲାଇନା ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ କଟକଣାକୁ ସାମାନ୍ୟ ହଟାଇ ଦିଆଯାଇଛି । ଆସନ୍ତାକାଲିଠୁ ଲାଗୁ ହେବ ନୂଆ ଗାଇଲାଇନ୍ । ଏବେ ଆସନ୍ତୁ ନଜର ପକାଇବା ନଭେମ୍ବରରେ କଣ ଖୋଲା ଓ କଣ ସବୁ ବନ୍ଦ ରହିବ । - କଣ୍ଟେନମେଣ୍ଟ…

ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପରେ କରୋନା ଯୋଗୁ ୧୭ କୋଟିରୁ ଅଧିକ ଜୀବିକା ଯାଇପାରେ; ଡବ୍ଲ୍ୟୁଟିଟିସି

ନୂଆଦିଲ୍ଲୀ: ଯଦି କୋଭିଡ -୧୯ ସଙ୍କଟ କାରଣରୁ ଲାଗୁ ହୋଇଥିବା ବର୍ତ୍ତମାନର ପ୍ରତିବନ୍ଧକ ଜାରି ରହେ, ତେବେ ଚଳିତ ବର୍ଷ ଯାତ୍ରା ଏବଂ ପର୍ଯ୍ୟଟନ ଶିଳ୍ପରେ ୧୭.୪ କୋଟି ଲୋକ ନିଜ ଜୀବିକା ହରାଇବେ ବୋଲି ଆକଳନ କରାଯାଇଛି। ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ପରିଷଦ (WTTC) ଶୁକ୍ରବାର କହିଛି ଯେ ଏହା…

୪୭ ବର୍ଷ ଧରି ଆମେରିକା ପ୍ରତି ବିଶ୍ୱାସଘାତକତା କରିଛନ୍ତି ବିଡେନ୍‌; ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ​​ଜଣେ ଦୁର୍ନୀତିଗ୍ରସ୍ତ ନେତା ବୋଲି ଅଭିହିତ କରି କହିଛନ୍ତି ଯେ ଗତ ୪୭ ବର୍ଷ ମଧ୍ୟରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଆମେରିକୀୟମାନଙ୍କୁ ପ୍ରତାରଣା କରିବା ଛଡା ଆଉ କିଛି…

ଅନଲକ୍ ୬.୦: ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ

ଭୁବନେଶ୍ୱର: ଅନଲକ୍ ୬.୦ରେ ରାଜ୍ୟ ସରକାର ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ସଙ୍କେତ ଦେଇଛନ୍ତି । କିନ୍ତୁ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ହାତରେ ଛାଡ଼ିଛନ୍ତି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଭିତରେ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେଇପାରିବ । ଅନଲକ୍ ୬.୦…

ଚିକିତ୍ସା ସମୟରେ ଆଖିରୁ ବାହାରିଲା ୨୦ଟା ଜିଅନ୍ତା କୀଟ

ନୂଆଦିଲ୍ଲୀ: ଚାଇନାରେ ଜଣେ ବ୍ୟକ୍ତିଙ୍କ ଆଖିରେ ଜିଅନ୍ତା ପୋକ ମିଳିଥିବା ମାମଲା ସାମ୍ନାକୁ ଆସିଛି। ସେ ପୁଣି ଗୋଟିଏ କି ଦୁଇଟା ନୁହେଁ ଏକାବେଳେ ୨୦ଟା ଜିଅନ୍ତା ପୋକ ଜଣେ ବ୍ୟକ୍ତିଙ୍କ ଆଖିରୁ ବାହାର କରିଛନ୍ତି ଡାକ୍ତର। ରିପୋର୍ଟ ଅନୁଯାୟୀ, ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଏଭଳି…