Latest Odisha News

BREAKING NEWS

Yearly Archives

2020

ରାଜ୍ୟର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆଉ ୧୨ ଜୀବନ ନେଇଛି । ଗତ ୨୪ ଘଣ୍ଟାରେ ୭ ଜିଲ୍ଲାରୁ ଚିକିତ୍ସୀଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଜଣ ମୃତ୍ୟୁବରଣ କରିଛନ୍ତି । Regret to inform the demise of twelve covid positive patients…

କମୁଛି କରୋନା କାୟା: ୨୪ ଘଣ୍ଟାରେ ରାଜ୍ୟରୁ ୧୪ ଶହ ୭୦ ପଜିଟିଭ୍

ଭୁୁବନେଶ୍ୱର: ରାଜ୍ୟରେ କରୋନା କାୟା ସାମାନ୍ୟ କମିଛି । ଏବେ ଦୈନିକ ଦୁଇ ହଜାରରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪ ଶହ ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୫୩ ପଜିଟିଭ୍ ଥିବା ବେଳେ ୬୧୭ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

୧.୨ ବିଲିୟନ୍‌ ଡଲାର୍‌ର ଜୋରିମାନା ଭରିବ ଇସ୍ରୋର ବାଣିଜ୍ୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେସନ୍‌

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ର ବାଣିଜ୍ୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେସନକୁ ଚୁକ୍ତିନାମା ଭାଙ୍ଗିବା ଅଭିଯୋଗରେ ବାଙ୍ଗାଲୋର ସ୍ଥିତ ଷ୍ଟାର୍ଟଅପ୍ ଡିୱାସ୍‌ ମଲ୍ଟିମିଡିଆକୁ ୧.୨ ବିଲିୟନ ଡଲାର ଜୋରିମାନା ଦେବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ…

ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନଭେମ୍ବର ୧୬ରୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍ । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର । ନଭେମ୍ବର ୧୬ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । କିନ୍ତୁ ପାଠ ପଢ଼ିବାକୁ ଯିବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ସେମାନଙ୍କୁ ସ୍କୁଲ ଯିବା ନେଇ…

ରାସ୍ତା ଉପରେ ଜଳିଗଲା ଟ୍ରକ୍, କାରଣ ଅସ୍ପଷ୍ଟ

କେନ୍ଦୁଝର: ରାସ୍ତା ଉପରେ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ଟ୍ରକଟି ଜଳିଗଲା । ଏହି ଦୃଶ୍ୟ କେନ୍ଦୁଝର ଜିଲ୍ଲାର । ମାଲବୋଝେଇ ଟ୍ରକରେ ନିଆଁ ଲାଗି ଯାଇଥିଲା । ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗାଁ ନିକଟରେ ଏହି ଘଟଣା ଘଟିଛି । ଟ୍ରକ ଡ୍ରାଇଭର ସୁରକ୍ଷିତ ଅଛନ୍ତି । ସେତେବେଳେ…

ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନ ନାଗରିକ ଅଶାନ୍ତି ଆଣିବ; ମାର୍କ ଜୁକର‌୍‌ବର୍ଗ

ସାନ୍‌ ଫ୍ରାନ୍ସିସକୋ : ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମଗ୍ର ବିଶ୍ୱ‌ବାସୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ପରେ ଦେଶରେ ନାଗରିକ ଅଶାନ୍ତି ବା ଅସ୍ଥିରତା ଦେଖାଦେବ ବୋଲି ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ମୁଖ୍ୟ ମାର୍କ ଜୁକେରବର୍ଗ…

କନ୍ଧମାଳ-ଗଞ୍ଜାମ ସୀମାନ୍ତ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ

ଫୁଲବାଣୀ: କମ୍ୱି ଅପରେସନ୍ ବେଳେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଗୁଳିବିନିମୟ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବ୍ରଜକୋଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲା ଲାଲବାହିନୀ । ଗୁଇନ୍ଦା ସୂଚନା ଆଧାରରେ…

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୫ ଲକ୍ଷ ୪୮ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ବିପଦ ବୃଦ୍ଧି ପାଇବାରେ ଲାଗିଛି। ମହାମାରୀ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ମୋଟ ୫,୪୮,୮୫୬ ଟି ନୂଆ ମାମଲା ରିପୋର୍ଟ ହୋଇଥିବା ବେଳେ ୭୧୫୭ ଜଣ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି। ୱାର୍ଲଡ…

ନଭେମ୍ବରରେ ସରକାରୀ ଅଫିସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର: ନଭେମ୍ବର ମାସରେ ରାଜ୍ୟରେ କେମିତି ଚାଲିବ ସରକାରୀ ଅଫିସ୍ ? ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ ଉଲ୍ଲେଖ ରହିଛି, ନଭେମ୍ବରରେ ଭୁବନେଶ୍ୱର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ…

ମହାମାରୀର ଅନୁସନ୍ଧାନ ପାଇଁ ‘ହୁ’ ଆହୁରି ଶକ୍ତିଶାଳୀ ହେବା ଉଚିତ; ୟୁରୋପିୟ ସଂଘ 

ନୂଆଦିଲ୍ଲୀ: ମହାମାରୀର ଅନୁସନ୍ଧାନ ପାଇଁ ୟୁରୋପୀୟ ରାଷ୍ଟ୍ରମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁ ଅଧିକ ଶକ୍ତିଶାଳୀ ହେବାକୁ ଆହ୍ୱାନ ଦେଇଛନ୍ତି ଏବଂ କରୋନା ଭାଇରସ୍ ଉପରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ଦେଶ ଉପରେ ଚାପ ପ୍ରୟୋଗ କରାଯିବା ଉଚିତ ବୋଲି କହିଛନ୍ତି। ମିଳିତ ଜାତିସଂଘ…