ଅଜବ ନିଶା; ତମାଖୁ ପାଇଁ ଟ୍ରେନ୍ ଚେନ୍ ଟାଣିଲେ ବ୍ୟକ୍ତି
ବାରଣାସୀ: ବାରଣାସୀରେ ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଟ୍ରେନ୍ ପୁଲିଂ କରିଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଚେନ୍ ଟାଣିବାର କାରଣ ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇପଡିବ ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଘଟଣାଟି ସରାୟ କଂସରାୟ ରେଳ ଷ୍ଟେସନରେ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ…