Latest Odisha News

BREAKING NEWS

Yearly Archives

2020

ପଙ୍କଜଙ୍କ ଫିଲ୍ମ ପ୍ରମୋଶନରେ ମାତିଛନ୍ତି ସଲମାନ୍‌

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ପଙ୍କଜ ତ୍ରିପାଠୀ । ପଙ୍କରୁ ପଦ୍ମ ଫିଟିଲା ଭଳି ଏହି ଅଭିନେତା ନିଜ ପ୍ରଥମ ସୁଯୋଗର ବେଶ ଭଲ ଭାବେ ସଦୁପଯୋଗ କରିଥିଲେ । ଖୁବଶୀଘ୍ର ଏହି ଅଭିନେତାଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟାଇଟଲ୍ କାଗଜ ଥିଲାବେଳେ ପଙ୍କଜଙ୍କୁ ପ୍ରମୋଶନ କରିଛନ୍ତି…

୧୫ ତଳକୁ ଖସିଲା ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫ ଓ ସ୍ଥାନୀୟ ଅଂଚଳରୁ ୯ ଜଣ କରୋନା…

କଟକରେ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ, ୬ ଗିରଫ

କଟକ: କଟକ ସହରରେ ଅଭିନବ ଉପାୟରେ ହେଉଛି ନିଶା କାରବାର । ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନ ସୁଗାରରେ ମିଶାଇ ବିକ୍ରି ହେଉଛି । କଟକ ସିଡିଏ ଅଞ୍ଚଳରେ ଏକ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରି ଏଭଳି ମର୍କତ ନଗର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀରେ ଏହି ଚାଂଚଲ୍ୟକର ତଥ୍ୟ ଦେଇଛି ।…

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ, ବାମଦଳ ଏକତ୍ର ଲଢ଼ିବେ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧ରେ ହେବ । ଏହି ନିର୍ବାଚନରେ ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି । ଏହି ଅବସରରେ ଗୁରୁବାର କଂଗ୍ରେସ ଓ ବାମଦଳ ଏକତ୍ର ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ଅଧୀର…

ଖୁବଶୀଘ୍ର ରିଲିଜ ହେବ ଫିଲ୍ମ “12 ‘o’ clock”

ମୁମ୍ବାଇ: ହରର୍ ଫିଲ୍ମ ନିର୍ମାଣ କରିବାରେ ବେଶ ମାହିର ରାମ ଗୋପାଳ ବର୍ମା । ରାତ, ଭୂତ ଓ ବାସ୍ତୁ ଶାସ୍ତ୍ର ଭଳି ଫିଲ୍ମ ଜରିଆରେ ସେ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲେ । ଏହି ଧାରାକୁ ବଜାୟ ରଖିବା ପାଇଁ ସେ ଖୁବଶୀଘ୍ର ଫିଲ୍ମ "12 'o' clock"- ଅନ୍ଦର କା ଭୂତ ରିଲିଜ୍ କରିବାକୁ ଯାଉଛନ୍ତି…

ଏଥର ଅଫିସିଆଲ: ୨୦୨୨ରୁ ଆଇପିଏଲରେ ୧୦ ଟିମ୍‌

ଅହମ୍ମଦାବାଦ: ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଗୁରୁବାର ବିସିସିଆଇର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨ରୁ ଆଇପିଏଲରେ ୧୦ ଟିମ୍ ଏବଂ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲକୁ ସମର୍ଥନ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତିଗୁଡିକ ହେଲା- ୧.୨୦୨୧ ଆଇପିଏଲରେ ପୂର୍ବଭଳି ୮ଟିମ୍…

ରାଉରକେଲାରେ ହେବ ଭାରତର ସବୁଠୁ ବଡ ହକି ଷ୍ଟାଡିୟମ୍

ରାଉରକେଲା: ଷ୍ଟିଲ ସିଟିରେ ତିଆରି ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି  । ୧୫ ଏକର ଜମିରେ ତିଆରି ହେବାକୁ ଥିବା ଏହି ଷ୍ଟାଡିୟମରେ ଏକ ସାଙ୍ଗରେ ପ୍ରାୟ ୨୦ ହଜାର ଦର୍ଶକ ବସିପାରିବେ । ଏଠାରେ ଖେଳାଳିମାନଙ୍କ ପାଇଁ ସମସ୍ତ…

କେବେ ରିଲିଜ୍ ହେବ କାଜୋଲଙ୍କ ତ୍ରିଭଙ୍ଗା ?

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିବେ ଅଭିନେତ୍ରୀ କାଜୋଲ । ଏହି ଖବର କିଛି ନୂଆ ନୁହେଁ । ହେଲେ କେବେ ଓ କେଉଁଠି ରିଲିଜ୍ ହେବ କାଜୋଲଙ୍କ ଡିଜିଟାଲ୍ ସିରିଜ୍‌ ? ଏ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ନୂଆ ଖବର । ନେଟଫ୍ଲିକ୍ସରେ ରିଲିଜ୍…

ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ବେଳେ ବିଜେପି କର୍ମୀଙ୍କ ବିରୋଧ

ଭୁବନେଶ୍ୱର: ରାଜଧାନୀରେ ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ରେ ବିଜେପି ବିରୋଧ । ତାଙ୍କୁ ଭୁବନେଶ୍ବର ଉପକଣ୍ଠ ଭରତପୁରରେ କଳା କପଡା ଦେଖାଇ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏଥିରୁ ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦ…

ବଲିଉଡ ଡେବ୍ୟୁରେ ଆଲିୟାଙ୍କ ସହ ରୋମାନ୍ସ କରିବେ ପାର୍ଥ ସମଥାନ୍

ମୁମ୍ବାଇ: ବେଶ କିଛି ମାସ ଧରି ଶୁଣିବାକୁ ମିଳିଥିଲା, ଟିଭି ଷ୍ଟାର ପାର୍ଥ ସମଥାନ୍ ବଲିଉଡରେ ଡେବ୍ୟୁ କରିବେ । ଆଉ ତା ପୁଣି ଏକ ବଡ ବ୍ୟାନର ତଳେ । ସିରିଜ କସୌଟି ଜିନ୍ଦଗୀ କେ ଭଳି ପପୁଲାର ସିରିଜରେ ନାଁ କରିଥିବା ପାର୍ଥ ଖୋଦ ନିଜେ ଏକ ବଲିଉଡ ଫିଲ୍ମ ସାଇନ୍ କରିଥିବା ପ୍ରକାଶ କରିଥିଲେ ।…