Latest Odisha News

BREAKING NEWS

Yearly Archives

2020

କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁ, ଜୈନ ଧର୍ମର ଅଧ୍ୟୟନ ପାଇଁ ପୀଠ ସ୍ଥାପନା

ୱାଶିଂଟନ: ଆମେରିକାର କାଲିଫୋଣ୍ଣିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁ ଓ ଜୈନ ଧର୍ମ ଅଧ୍ୟୟନ ପାଇଁ ଏକ ପୀଠ ସ୍ଥାପନ କରାଯାଇଛି । ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ସ୍ପଟ କରାଯାଇଛି । ୨୪ ପ୍ରବାସୀ ଭାରତୀୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଧାର୍ମିକ ଅଧ୍ୟୟନ କାର୍ଯ୍ୟକ୍ରମର…

ଫେବୃଆରୀ ଯାଏଁ ହେବନି ସିବିଏସଇ ଦଶମ ଓ ଦ୍ୱାଦଶ ବ‌ୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମଧ୍ୟର‌େ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବ‌ୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ଆଜି ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସ‌େ ସିଧାସଳଖ ଆଲ‌ୋଚନା କରିଛନ୍ତି। ଏହି ସମୟରେ ଶିକ୍ଷା ମନ୍ତ୍ରୀ…

ସାମସଙ୍ଗ ଗାଲାକ୍ସି ଏ୨୨ ଶସ୍ତା ୫ଜି ଫୋନ ଆସନ୍ତା ବର୍ଷ ହେବ ଲାଞ୍ଚ

ନୂଆଦିଲ୍ଲୀ : ଲୋକପ୍ରିୟ ମୋବାଇଲ କମ୍ପାନୀ ସାମସଙ୍ଗ ଏହାର ଲୋକପ୍ରିୟ ଗାଲାକ୍ସି ଏ ସିରିଜ୍ ଅନ୍ତର୍ଗତ ଶସ୍ତା ୫ଜି ସ୍ମାର୍ଟଫୋନ୍ ଗାଲାକ୍ସି ଏ ୨୨ ୫ଜି ଲଞ୍ଚ କରିବାକୁ ଯାଉଛି। ଆସନ୍ତା ବର୍ଷ ଏହି ସ୍ମାର୍ଟଫୋନ୍ ଲଞ୍ଚ ହେବ। ଖବର ଅନୁଯାୟୀ ଆସନ୍ତା ବର୍ଷ ଜୁନ୍ ପରେ ଏହି ଫୋନ୍ ଲଞ୍ଚ…

ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତର ଲହରୀ ନେଇ ୧୫ଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ୫ଟି ଜିଲ୍ଲାକୁ ତୀବ୍ର ଶୀତ ଲହରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାରେ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ ବା ତାଠୁ ଆହୁରି କମ୍ ତାପମାତ୍ରା ରହିବ ବୋଲି ପାଣିପାଗ କେନ୍ଦ୍ର…

ସରିଲା ୩ୟ ରାଉଣ୍ଡ ଓଜେଇଇ ପରୀକ୍ଷା, ଜାଣନ୍ତୁ, କେଉଁଠି କେତେ ସିଟ୍ ଖାଲି

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେଡିକାଲ କାଉନସେଲିଂର ତୃତୀୟ ରାଉଣ୍ଡ ସରିଥିବା ବେଳେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ୨୨ ଟି ସିଟ୍ ଖାଲି ରହିଛି। ଏବିପି ଏଜୁକେସନ୍ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରୀ କଲେଜଗୁଡ଼ିକରେ ଏମବିବିଏସ୍ ଏବଂ ବିଡିଏସ୍ ପାଇଁ…

ଆସନ୍ତୁ ଜାଣିବା ସଲମାନଙ୍କୁ ପ୍ରଥମେ ଦେଖି କାହିଁକି ହସିଥିଲେ କଟ୍ରିନା କୈଫ

ମୁମ୍ବାଇ: ବଲିଉଡର ଗ୍ଲାମରସ ଗାର୍ଲ କଟ୍ରିନା କୈଫ ମଙ୍ଗଳବାର ତାଙ୍କର ଏକ ପୂରଣା ସ୍ମୃତି ଶେୟାର କରିଛନ୍ତି । ସଲମାନ ଖାଁଙ୍କୁ ପ୍ରଥମ ଥର ଦେଖିଲା ଭଳି କାହିଁକି ହସି ହସି ଗଡି ଯାଇଥିଲେ ତାହା ଉଲ୍ଲେଖ କରିଛନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଭଉଣୀ ଅଲବୀରା ଖାଁ ତାଙ୍କୁ ନିମନ୍ତ୍ରଣ…

ସକାଳେ ସିମେଣ୍ଟ ସନ୍ଧ୍ୟାରେ ନକଲି ସସ୍ କାରଖାନା ଉପରେ ଚଢଉ

କଟକ : ନକଲି କାରଖାନାର ହବ ପାଲଟିଛି କଟକ ସହର । ଗତ କିଛି ଦିନ ହେଲା କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ନକଲି ଘିଅ ଆଉ ଟମାଟୋ ସସ୍ । ଏପରିକି ଆଜି ସକାଳେ ନକଲି ସିମେଣ୍ଟ କାରଖାନା ଠାବ ହୋଇଥିଲା । ଆଉ ସନ୍ଧ୍ୟାରେ ମଧୁପାଟଣା ଅଞ୍ଚଳରେ ନକଲି ସସ୍ ତିଆରି କାରଖାନା ଉପରେ ଚଢ଼ାଉ…

ଆସନ୍ତୁ ଜାଣିବା ଜନ୍ମ ହେଉ ହେଉ କିଏ ବାପାମାଆଙ୍କୁ କରିଦେଲା ଲକ୍ଷପତି

ସିଡନୀ:ଭଗବାନ ଯାହାକୁ ଦେବା ପାଇଁ ଚାହିଁବେ ତାକୁ କେହି ରୋକିପାରିବେ ନାହିଁ । ତାହା ପୁଣି କେଉଁ ବାଟରେ ଆସିବ ପୂର୍ବାନୁମାନ କରିବା କଷ୍ଟ । ଏ ଭଳି ଏକ ଘଟଣା ଘଟିଛି ସିଡନୀରେ । ସେଠାରେ ଜଣେ ନବଜାତ ଶିଶୁ ଜନ୍ମ ହେଉ ହେଉ ପରିବାରକୁ ୧୦,୦୦୦ ଡଲାରର ନଗଦ ପୁରସ୍କାର ଜିତାଇ ଲକ୍ଷପତି କରାଇ…

ନିଷେଧାଦେଶ ମଧ୍ୟରେ ଏୟାର୍‌ ଇଣ୍ଡିଆ ପକ୍ଷରୁ ଯାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: ବ୍ରିଟେନରେ ଏକ ନୂତନ ପ୍ରକାରର କରୋନାର ନୂଆ ଷ୍ଟ୍ରେନ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାଦ୍ୱାରା ବ୍ରିଟେନରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ରାତି ୧୨ ଟାରୁ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ଭାରତ ନିଷିଦ୍ଧ କରିଛି। ଏଥି…

BioNTechର ଦାବି; ୬ ସପ୍ତାହରେ ତିଆରି କରିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଭୁତାଣୁର ନୂଆ ଷ୍ଟ୍ରେନ୍ ସମଗ୍ର ବିଶ୍ୱକୁ ଭୟଭୀତ କରିଛି। ଅନେକ ଦେଶ ସେମାନଙ୍କର ସୀମା ସିଲ୍ କରିବା ଆରମ୍ଭ କରିଦେଇଛନ୍ତି। କରୋନା ଭୁତାଣୁର ଏହି ନୂତନ ବିପଦର ମୁକାବିଲା ପାଇଁ ଭାରତ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଏହି ସମୟରେ, BioNTech ଏକ ଖୁସି ଖବର ଦେଇଛି।…