ଯାଜପୁରରର ଚାଷୀ ଆତ୍ମହତ୍ୟା; ପରିବାରକୁ ସହାୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପାଦା ଗ୍ରାମର ଭାଗ ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଶାସନ ସ୍ୱିକାର କରିବା ଦାବିରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଲଗାଣ ବର୍ଷା ଓ ବନ୍ୟାରେ ଧାନ ଫସଲ କ୍ଷତିକୁ ସହ୍ୟ ନକରିପାରି ଗତ…