ହାଥ୍ରାସ୍ ପୀଡିତା ପରିବାର ଘରେ ଲାଗିଲା ୮ ସିସିଟିଭି, ପଇଁତରା ଦେବେ ୬୦ ସୁରକ୍ଷାକର୍ମୀ
ହାଥ୍ରାସ: ୧୯ ବର୍ଷୀୟ ଦଳିତ ଝିଅଙ୍କ ଘରେ ଷାଠିଏ ସୁରକ୍ଷା କର୍ମୀ ଏବଂ ଆଠଟି କ୍ଲୋଜ ସର୍କିଟ ଟେଲିଭିଜନ (ସିସିଟିଭି) କ୍ୟାମେରା ଲଗାଯାଇଛି ।
ଗାଁ ର ଚାରିଜଣ ଉଚ୍ଚ ଜାତିର ଠାକୁରଙ୍କ ଦ୍ୱାରା ପୀଡିତାଙ୍କ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ପରିବାରର ସୁରକ୍ଷା…