Latest Odisha News

BREAKING NEWS

Yearly Archives

2020

ନାୟକ ଫିଲ୍ମ ଶୈଳୀରେ ଫିନଲ୍ୟାଣ୍ଡରେ ୧୬ ବର୍ଷୀୟ କିଶୋରୀ ହେଲେ ଦିନିକିଆ ପ୍ରଧାନମନ୍ତ୍ରୀ

ହେଲସିଙ୍କ: ନାୟକ ଫିଲ୍ମ ଶୈଳୀରେ ଫିନଲ୍ୟାଣ୍ଡରେ ଜଣେ ୧୬ ବର୍ଷୀୟା କିଶୋରୀଙ୍କୁ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ କରାଯାଇଛି । ଜଳବାୟୁ, ମାନବଧିକାର ଓ ଲିଙ୍ଗଭେଦ ଦୂର କରିବା ପାଇଁ ସେ ଅଭିଯାନ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ସାନା ମାରିନ୍ ଏହି ମହତ କାର୍ଯ୍ୟ ନେଇ ଏଭା ମର୍ଟନଙ୍କୁ ଉପରୋକ୍ତ…

ଏକ ଦେଶ, ଏକ ବଜାର

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ସବୁ ସମୟରେ ଚାଷୀଙ୍କ ପାଇଁ ଅନେକ ବ୍ୟବସ୍ଥା । ଚାଷୀ କୁଳର ଉନ୍ନତି ପାଇଁ ସବୁବେଳେ ନୂଆ ପରିପାଟୀର ସମାହାର । ବଜେଟ ହେଉ କି ସ୍ୱତନ୍ତ୍ର ପ୍ୟାକେଜ, ଚାଷୀ ହିଁ ଫୋକସ୍‌ରେ । ବର୍ତ୍ତମାନର କରୋନା ମହାମାରୀ…

ହସ୍ପିଟାଲରୁ କୋଭିଡ୍ ରୋଗୀ ଗାୟବ !

ଅନୁଗୁଳ: ଲକ୍ଷଣ ଦେଖାଦେବାରୁ କୋଭିଡ୍ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ଟେଷ୍ଟ ରିପୋର୍ଟ । ପରେ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଥିଲେ । ହେଲେ ଆରୋଗ୍ୟ ହେବା ପରେ ସେହି ରୋଗୀ ଜଣକ ଏବେ ନିଖୋଜ ଥିବା ଜଣାପଡିଛି । ଏ ନେଇ ପରିବାର ଲୋକେ ଚିନ୍ତାରେ ପଡିଥିବାବେଳେ…

ସୁଶାନ୍ତ ସିଂ ରାଜପୁତଙ୍କ ସିନେମା ସହିତ ଆରମ୍ଭ ହେବ ପଶ୍ଚିମବଙ୍ଗ ପ୍ରେକ୍ଷାଳୟ

କୋଲକାତା: ପଶ୍ଚିମବଙ୍ଗର ଅନେକ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ଆସନ୍ତା ସପ୍ତାହରେ ସୁଶାନ୍ତ ସିଂ ରାଜପୁତ ଚଳଚ୍ଚିତ୍ର ସହିତ ଖୋଲିବ। ଏକ ପିଟିଆଇ ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ର ବିତରଣକାରୀ କମ୍ପାନୀର ଅଧିକାରୀମାନେ କହିଛନ୍ତି ଯେ, କୋଲକାତା ଏବଂ ଆଖପାଖରେ ଅତି କମରେ ୧୪ଟି ସିଙ୍ଗଲ୍…

୧୦ ହଜାର ମିଟରରେ ଯୋଶୁଆଙ୍କ ବିଶ୍ୱରେକର୍ଡ, ଗୋଟିଏ ବର୍ଷରେ ୩ ବିଶ୍ୱ ରେକର୍ଡ କଲେ ୟୁଗାଣ୍ଡର ଏହି ରନର

ଭାଲେନ୍ସିଆ: ୟୁଗାଣ୍ଡାର ଲଙ୍ଗ ଡିଷ୍ଟାନ୍ସ ରନର ଯୋଶୁଆ ଚେପେତଗେଇ ୧୦ ହଜାର ମିଟରରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସ୍ପେନର ଭାଲେନ୍ସିଆରେ ଆୟୋଜିତ ସ୍ୱତନ୍ତ୍ର ଆଥଲେଟିକ୍ ମିଟରେ ୨୪ ବର୍ଷୀୟ ଯୋଶୁଆ ୨୬ ମିନିଟ ୧୧ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ଉତ୍ତରପ୍ରଦେଶ କନ୍ନୌଜରେ ଯୁବ-କୃଷକଙ୍କୁ ଗୁଳିମାରି ହତ୍ୟା

କନ୍ନୌଜ: ଶୁକ୍ରବାର ଦିନ ସାଦର ଅଞ୍ଚଳର ତହସିପୁର ଗ୍ରାମରେ ଜଣେ ୨୩ ବର୍ଷୀୟ ଚାଷୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଚନ୍ଦ୍ର କିଶୋର ରାଜପୁତ ତାଙ୍କ କ୍ଷେତରେ ଥିବାବେଳେ ତାଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଗୁରୁବାର ଦିନ ପୋଲିସ କହିଛି । ପୋଷ୍ଟ ମର୍ଟମ ପାଇଁ…

ଧିକ ! ଧୋନୀଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଚାଲିଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ୍ କୋଲକାତା ନାଇଟ୍ ରାଇଡର ପାଖରୁ ହରିବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ମିଳିଛି ଦୁଷ୍କର୍ମ ଧମକ । କ୍ରିକେଟ ଏକ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଏହାର ପ୍ରଶଂସକମାନଙ୍କ ପାଇଁ ଏହା ଏକ ଫୋବିଆରେ ପରିଣତ…

ଖୁବ୍ ଶୀଘ୍ର ବିଶ୍ୱ କ୍ରିକେଟକୁ ମିଳିବାକୁ ଯାଉଛି ସବୁଠାରୁ ଡେଙ୍ଗା ବୋଲର, ଉଚ୍ଚତା ମାତ୍ର ୭ଫୁଟ ୬ ଇଂଚ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟକୁ ଅନେକ ପ୍ରକାର ବୋଲର ଦେଇଛି । ତା ମଧ୍ୟରେ ସୁଇଂ ବୋଲର ୱାସିମ ଆକ୍ରମ, ଦ୍ରୁତ ବୋଲର ସୋଏବ ଅଖତର ସାମିଲ । ଏବେ ବିଶ୍ୱ କ୍ରିକେଟକୁ ପାକିସ୍ତାନ ସବୁଠାରୁ ଡେଙ୍ଗା ବୋଲର ଦେବାକୁ ଯାଉଛି । ଆଜ୍ଞା ହଁ ପାକିସ୍ତାନ ସୁପର ଲିଗ୍ ଟିମ୍ ଲାହୋର କଲନ୍ଦର୍ସ ମୁଦାସର…

ପୁଣି କରୋନା ପରାସ୍ତ: ୮୬ ବର୍ଷିୟା ମହିଳା ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ

ଭୁବନେଶ୍ୱର: ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶ। ସଂଚାର କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାସ । କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ…

ପ୍ରେମ ସଂପର୍କକୁ ହଁ, ହେଲେ ବିବାହ କରିବେ ତ ନେହା କକ୍କର ?

ମୁମ୍ବାଇ: ରୋହନପ୍ରୀତ ସିଂଙ୍କୁ ବିବାହ କରିବେ ସିଙ୍ଗର ନେହା ନେହା କକ୍କର ! ବେଶ କିଛି ଦିନ ଧରି ଏହି ଖବରକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ଶେଷରେ ଏହି ଖବରକୁ ନେଇ ନେହା କକ୍କର ଆଂଶିକ ଭାବେ ହିଁ ଭରିଛନ୍ତି । ବିବାହ ନୁହେଁ ବରଂ ରୋହନପ୍ରୀତଙ୍କ ସହ ପ୍ରେମ ସଂପର୍କ ଥିବା ନେଇ…