Latest Odisha News

BREAKING NEWS

Yearly Archives

2020

କବି ନିତ୍ୟାନନ୍ଦ ନାୟକ ପାଇବେ ଚଳିତ ବର୍ଷର ଶାରଳା ପୁରସ୍କାର

ଭୁବନେଶ୍ୱର :ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ତାଙ୍କ କବିତା ସଂକଳନ ‘ସେତେବେଳକୁ ନ ଥିବ’ ପାଇଁ ପାଇବେ ୪୧ ତମ ଶାରଳା ପୁରସ୍କାର । ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯିବ । ଏହି କବିତା ପୁସ୍ତକଟି ୨୦୧୭ ମସିହାରେ ଫ୍ରେଣ୍ଡସ୍ ପବ୍ଲିକେଶନ ପକ୍ଷରୁ…

ଆଜି ୱାର୍ଲଡ ଅକ୍ଟୋପସ୍‌ ଡେ

ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ପାଳିତ ହୁଏ ବିଶ୍ବ ଅକ୍ଟୋପସ୍‌ ଦିବସ। ଅକ୍ଟୋପସ୍‌ର ସୃଷ୍ଟି ତିରିଶ କୋଟି ବର୍ଷ ତଳେ ହୋଇଥିଲା। ଅର୍ଥାତ୍‌ ଏହା ଡାଇନେସର୍‌ ଠାରୁ ମଧ୍ୟ ପୁରୁଣା। ଏହାର ମସ୍ତିଷ୍କରେ ନ୍ୟୁରନ୍‌ ସଂଖ୍ୟା ପଚାଶ କୋଟିରୁ ଅଧିକ। ଏଯାବତ୍‌ ତିନି ଶହ ପ୍ରଜାତିର…

ଏୟାରଫୋର୍ସ ଡେ: ୮୮ ବର୍ଷରେ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଆଜି ଏୟାରଫୋର୍ସ ଡେ । ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ସନ କରିବ ବାୟୁସେନା । ଚଳିତବର୍ଷ ଏୟାରଫୋର୍ସ ଡେ ଉତ୍ସବରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ । ଏଥିପାଇଁ ହିଣ୍ଡେନ ଏୟାରବେସରେ…

ରାହୁଲଙ୍କ ଅର୍ଦ୍ଧଶତକ ସତ୍ୱେ କୋଲକାତାର ଆଭରେଜ ସ୍କୋର, ଚେନ୍ନାଇ ସମ୍ମୁଖରେ ୧୬୮ ରନର ଲକ୍ଷ୍ୟ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୬୮ ରନର ବିଜୟଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଟସ୍ ଜିତି କୋଲକାତା ପ୍ରଥମେ ବ୍ୟାଟିଂ କରିଥିଲା । ରାହୁଲ ତ୍ରିପାଠୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଚେନ୍ନାଇ ବୋଲରଙ୍କ ଉଚିତ…

ଆତ୍ମହତ୍ୟା କଲେ ନାଗାଲ୍ୟାଣ୍ଡର ପୂର୍ବତନ ରାଜ୍ୟପାଳ,ସିବିଆଇ ମୁଖ୍ୟ ଅଶ୍ୱୀନ କୁମାର

ଶିମଲା: ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱିନ କୁମାର ବୁଧବାର ତାଙ୍କ ଶିମଲା ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ହିମାଚଳପ୍ରଦେଶର ପୂର୍ବତନ ଡିଜିପି ଅଶ୍ୱୀନ କୁମାର ଅନ୍ୟମାନଙ୍କ ପାଇଁ ଆଦର୍ଶ ଥିଲେ । ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ…

କବିତା : “ମୋ ବିଦ୍ୟାଳୟ କାନ୍ଦୁଛି”

ମାୟାଧର ସାହୁ ମୋ ବିଦ୍ୟାଳୟ କାନ୍ଦୁଛି,                                                ଜରାଜୀର୍ଣ୍ଣ ହୋଇ ପଡ଼ିଛି। କବାଟ ଝରକା ଉଈ ଚରିଲାଣି, ଗେଟ୍ ର ତାଲା କଳଙ୍କି ହେଲାଣି। ସହରି ପିଲାଏ ଅନ୍ ଲାଇନ୍ ପାଠ ପଢୁଛି, ଗାଁ ପିଲାଏ ନ‌ଈନାଳେ ମାଛ ଧରୁଛି। ମୋ ବିଦ୍ୟାଳୟ…

ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସହିଦ୍ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା…

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ୱେବିନାର ମାଧ୍ୟମରେ ଅଷ୍ଟମ ବାର୍ଷିକ ମହୋତ୍ସବ ପାଳିତ

ଭୁବନେଶ୍ବର: ଆଜି ଓଡ଼ିଶା ଶିଳ୍ପୀ ମହାସଂଘର ଅଷ୍ଟମ ବାର୍ଷିକ ମହୋତ୍ସବ ପାଳିତ ହୋଇଛି। କରୋନା ଯୋଗୁ ଏଥର ୱେବିନାର ମାଧ୍ୟମରେ ଏହି ଏହି ଉତ୍ସବ ପାଳନ କରାଯାଇଛି। ଏହି ମହୋତ୍ସବର ମୁଖ୍ୟ ଅତିଥୀ ଭାବେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଓଡ଼ିଶା କଳା କାରିଗରୀର ଉଚ୍ଚ ପ୍ରଶଂସା…

ପରିବାର ଛାଡି ଜଙ୍ଗଲକୁ ଯିବେ ବିଦ୍ୟା ବାଲାନ୍ !

ମୁମ୍ବାଇ: ଘଟଣା ମିଛ ନୁହେଁ । ସତକୁ ସତ ପରିବାର ଛାଡି ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲକୁ ପଳାଇବେ ଅଭିନେତ୍ରୀ ବିଦ୍ୟା ବାଲାନ୍ । ହେଲେ କାହିଁକି ? ଏହି ପ୍ରଶ୍ନରେ ଧନ୍ଦି ହେଉଛନ୍ତି ବିଦ୍ୟାଙ୍କ ଅଗଣିତ ଫ୍ୟାନ । କରୋନା କଟକଣାକୁ ନେଇ ଅତିଷ୍ଠ ହୋଇପଡିଥିଲେ ବିଦ୍ୟା ବାଲାନ୍ । ଲକଡାଉନ୍…

ତିନି ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ ଫାଉଣ୍ଡେସନ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ ଫାଉଣ୍ଡେସନ। ସୂଚନା ଅନୁସାରେ, ସେମାନଙ୍କ ମା ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ…