୭ ମାସ ପରେ ଶୁଟିଂ ସେଟକୁ ଫେରିଲେ କୁଇନ କଙ୍ଗନା
ମୁମ୍ବାଇ: ଦୀର୍ଘ ଦିନ ପରେ କୁଇନ କଙ୍ଗନା ରାନାୱତ ଶୁଟିଂ ସେଟକୁ ଫେରିଛନ୍ତି । ସୋସିଆଲ ମିଡିଆରେ କଙ୍ଗନା ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୋର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଥାଲାଇଭିର ଶୁଟିଂରେ ଯୋଗ ଦେବାକୁ ଯାଉଛି ବୋଲି କହିଛନ୍ତି । ଏହି ଅବସରରେ ସେ କେତେକ ଫଟୋ ଶେୟାର…