Latest Odisha News

BREAKING NEWS

Yearly Archives

2020

ଆଜି ଭୁବନେଶ୍ୱରରୁ ୩୨୫ କରୋନା ପଜିଟିଭ; ୪୨୦ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୦୧…

କୋଭିଡ୍ ନିୟମ ମାନି ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ଅଭିନେତା ଆକାଶ

ଭୁବନେଶ୍ୱର : ଓଲିଉଡର ହ୍ୟାଣ୍ଡସମ୍ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ଆଜି ଜନ୍ମଦିନ । ଆଜି ସେ ୩୯ ବର୍ଷରେ ପାଦ ଥାପିଛନ୍ତି । ପ୍ରତିବର୍ଷ ଆକାଶ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସେ ସମ ଦୂରତା…

ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ୧୪ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ତିନି ଦିନିଆ ସାଧାରଣ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏକ ବିଜ୍ଞପ୍ତିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡିଶା (ସିୟୁଏ) ର…

କଷ୍ଟ ଦୂର ପାଇଁ ଲୋକେ ଡ୍ରଗ୍ସ ନିଅନ୍ତି: ପୂଜା ଭଟ୍ଟ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାର ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି କଥାରେ ଏବେ ସଂସଦରେ ଯାଇ ପହଂଚିଛି । ସେପଟେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଦୁଇ ଫାଳ ହୋଇଯାଇଛି । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟ ଅଛି ପୁରା ଭଟ୍ଟ ପାରିବାର । ସୁଶାନ୍ତ ମାମଲାରେ…

ଚୀନ୍‌ର ନୂଆ ଚାଲ: ସୀମାରେ ମାଇକ ଲଗାଇ ବଜାଉଛି ପଞ୍ଜାବୀ ଗୀତ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତୀୟ ସେନା ଠାରୁ ବାରମ୍ୱାର ମାତ୍ ଖାଇବା ପରେ ବି କିଛି ଶିଖୁନି ଚୀନ୍ । ଏବେ ଭାରତୀୟ ସେନାକୁ ଉସୁକାଇବାକୁ ନୂଆ ଚାଲ୍ ଚଲାଇଛି ଚୀନ୍ । ଲଦାଖର ଏଲଏସିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଉତେଜନାପୁର୍ଣ୍ଣ ସ୍ଥିତି ଲାଗି ରହିଛି । ଏହି ଅବସରରେ ପ୍ରତିଦିନ ଭାରତ…

ସିଭିଲ ସର୍ଭିସ ପରୀକ୍ଷାରୁ ହଟିବ ନାଇଁ ଦକ୍ଷତା ପରୀକ୍ଷା (CSAT): ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାରୁ ସିଭିଲ ସର୍ଭିସ ଆପଟିଟୁଡ଼ ଟେଷ୍ଟ (CSAT) କୁ ବାଦ ଦେବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ସରକାର ଗୁରୁବାର କହିଛନ୍ତି। CSAT ସିଭିଲ୍ ସର୍ଭିସ୍ ପ୍ରାଥମିକ ପରୀକ୍ଷାର ଏକ ଅଂଶ | CSAT ଛାଡିବାକୁ ଯୋଜନା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନ ଉପରେ…

ସରିଲା ଅନଲାଇନ ସର୍ଭେ, ପ୍ରସ୍ତୁତ ହେଲା ବିକଳ୍ପ ଏକାଡେମିକ କ୍ୟାଲେଣ୍ଡର: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଶିକ୍ଷାର ପରିସ୍ଥିତିକୁ ବୁଝିବା ପାଇଁ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ଏକ ଅନଲାଇନ୍ ସର୍ଭେ କରିଛି ବୋଲି ଗୁରୁବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ସୂଚନା…

ଟ୍ୱିଇଟରରେ ଟ୍ରେଣ୍ଡ କରୁଛି #NationalUnemploymentDay

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିବସ । ଏହି ଅବସରରେ ତାଙ୍କ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ କିଛି ଯୁବପିଢ଼ି ଟୁଇଟରରେ #NationalUnemployment ଅଭିଯାନ ଆରମ୍ଭ କରିଛନ୍ତି। ଯାହା ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି । କିଛି ଟ୍ୱିଟର…

ଚା’ ବିକିଲେ, ପ୍ରତିବାଦ କଲେ

କଟକ: ଚା’ ବିକୁଛନ୍ତି ଶିକ୍ଷିତ ଯୁବକ । ଆଜି ଏଭଳି ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି କଟକ ସହରରେ । ଆଜି ସାରା ବିଶ୍ୱରେ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ କଟକ ଜିଲ୍ଲାପାଳଙ୍କ ଅଫିସ ଆଗରେ କିନ୍ତୁ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ…

ଧାର୍ମିକ ସ୍ଥାନ ଗୁଡିକୁ ‘ମହା ତୀର୍ଥ ଭୂମି’ ରୂପେ ଚିହ୍ନଟ କରିବାକୁ ନିର୍ଦେଶ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଧାର୍ମିକ ସ୍ଥାନ ଗୁଡିକୁ 'ମହା ତୀର୍ଥ ଭୂମି' ବୋଲି ନାମିତ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୁଲିଆର ଡୁଲଘାଟାର ମନ୍ଦିର ଠାରୁ ଆରମ୍ଭ କରି ମାଲଦା ଜିଲ୍ଲା ବଙ୍ଗଳାର ହଜରତ ପାଣ୍ଡୁଆରେ ସାଧୁ ନୁର କୁଟ ବାଲାମଙ୍କ ସମାଧି ପର୍ଯ୍ୟନ୍ତ…