Latest Odisha News

BREAKING NEWS

Yearly Archives

2020

ଜୟାଙ୍କୁ ସମାଲୋଚନା କଲେ ଜୟପ୍ରଦା, ରବି କିଶନଙ୍କୁ ସମର୍ଥନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ଏବେ ସଂସଦରେ ପଂହଚିଯାଇଛି । ରାଜ୍ୟ ସଭା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ଏହି ପ୍ରସଙ୍ଗ ଉଠାଇବା ପରେ ବିବାଦ ସୃଷ୍ଟି ହୋଇଛି । ରବି କିଶନ ଓ କଙ୍ଗନା ରାନାୱତଙ୍କୁ ଆକ୍ଷେପ କରି ସେ କହିଥିଲେ ଯେଉଁ ଥାଳିରେ ଖାଉଛ ସେଥିରେ କଣା କରୁଛ । ଏହା ପରେ…

ପୁରୀ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେପି ନେତା ତଥା ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । “ଆଜି ମୋର କରୋନା ଟେଷ୍ଟ ପଜିଟିଭ ବାହାରିଛି । ମୁଁ ଏବେ ସଙ୍ଗରୋଧରେ ଅଛି । ନିକଟ ଅତୀତରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି…

ଯୁବତୀଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଲଜ୍ୟା । ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଆସିଛି ସଂଙ୍ଗୀନ ଅଭିଯୋଗ । ୩ ଯୁବକ ଘରୁ ଉଠାଇନେଇ ଗଣଦୁଷ୍କର୍ମ କରିଥିବା ଖୋଦ ଯୁବତୀଙ୍କ ପରିବର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ନ୍ୟାୟ ପାଇଁ ପରିବାର ଲୋକେ ଛେଣ୍ଡ ଥାନାର ଦ୍ୱାରସ୍ଥ…

ଆଜି ରାତିରେ କେଉଁ ସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ କନ୍ଧମାଳ, କୋରାପୁଟ, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡା,…

ହୋମ୍‌ ଆଇସୋଲେସନ୍‌ରେ କ’ଣ କରିବେ, କ’ଣ କରିବେନି? ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ଡାକ୍ତର

ଭୁବନେଶ୍ୱର: ଏଣିକି ହୋମ୍‌ଆଇସୋଲେସନ୍‌ରେ ଥିବା ରୋଗୀ କ’ଣ କରିବେ ଏବଂ କ’ଣ ନକରିବେ ସେ ନେଇ ପରାମର୍ଶ ଦେବେ ଡାକ୍ତର । କେବେଳ ସେତିକି ନୁହେଁ କରୋନା ଆକ୍ରାନ୍ତଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ ସିଧାସଳଖ କଥା ହେବେ ଡାକ୍ତର । ଏନେଇ ବିଏମ୍‌ସି…

ଏଥର ବିମାନଯାତ୍ରା କଲେ ମିଳିବ ଏହି ସୁବିଧା!!

ନୂଆଦିଲ୍ଲୀ: ଅଧିକ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ବିମାନସେବା ଏବେ କିଛି ନୂଆ ଅଫର ପ୍ରଦାନ କରୁଛି । ଦେଶର ବୃହତ୍ତମ ବିମାନ କମ୍ପାନୀ ଇଣ୍ଡିଗୋ ଏକ ଯୋଜନା ପ୍ରସ୍ତୁତ କରିଛି । ଯାହା ପ୍ରତ୍ୟେକ ମିଲିୟନ୍ ଯାତ୍ରୀରେ ଜଣଙ୍କୁ ଦୁଇଟି ମାଗଣା ରାଉଣ୍ଡ ଟ୍ରିପ୍ ଟିକେଟ୍ ପ୍ରଦାନ କରିବ ବୋଲି…

ପୁରୀର ଚା ଦୋକାନୀ ଅକ୍ଷୟ ମାଗଣାରେ ଚା, ରସଗୋଲା ବାଂଟି ନିଆରା ଢ଼ଙ୍ଗରେ ପାଳିଲେ ମୋଦିଙ୍କ ଜନ୍ମଦିନ

ପୁରୀ: ପୁରୀର ଚା ଦୋକାନୀ ଅକ୍ଷୟ ଜୟସିଂହ (ଅକ୍ଷୁ ଭାଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ଜବରଦସ୍ତ ପ୍ରଶଂସକ । ସବୁ ବର୍ଷ ପରି ଏଥର ମଧ୍ୟ ସେ ତାଙ୍କ ପ୍ରିୟ ତଥା ଆଦର୍ଶ ନେତା ମୋଦିଙ୍କ ଜନ୍ମଦିନ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସକାଳୁ ତାଙ୍କ ସହ ଛୋଟ ଛୋଟ ପିଲାମାନେ ମୋଦିଙ୍କୁ…

ଜୟାଙ୍କ ମନ୍ତବ୍ୟ ପରେ ଭାଇରାଲ ହେଉଛି ଶ୍ୱେତା ବଚ୍ଚନଙ୍କ ଭିଡିଓ! ଦେଖନ୍ତୁ

ମୁମ୍ବାଇ: ପାର୍ଲିଆମେଣ୍ଟରେ ବଲିଉଡକୁ ସର୍ପୋଟ କରି ଜୟା ବଚ୍ଚନ ନିଜର ମନ୍ତବ୍ୟ ରଖିବା ପରେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ଝିଅ ଶ୍ୱେତା ବଚ୍ଚନଙ୍କ ଏକ ଭିଡିଓ । ଯେଉଁଥିରେ ସେ ନିଶାଶକ୍ତ ଅବସ୍ଥାରେ ଦେଖିବାକୁ ମିଳୁଛନ୍ତି । ଉକ୍ତ ଭିଡିଓରେ ଫ୍ୟାଶନ ଏଣ୍ଟରପ୍ରିନୋର ଶ୍ୱେତା ଏକ…

ଜୟାଙ୍କୁ ସମର୍ଥନ କରିବାରୁ ଉର୍ମିଲାଙ୍କୁ ଏମିତି କହିଲେ କଙ୍ଗନା

ମୁମ୍ବାଇ: ସଂସଦରେ ରବି କିଷନ ଓ ଜୟା ବଚ୍ଚନଙ୍କ ବୟାନ ପରେ ବଲିଉଡ ଏବେ ଦୁଇ ଫାଳ । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ରବି କିଷନଙ୍କୁ । ତେବେ ଏହାରି ଭିତରେ ଏକ ସାକ୍ଷାତକାରେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଜୟା ବଚ୍ଚନଙ୍କୁ ସମର୍ଥନ କଲା ଭଳି କିଛି…

ବଦଳି ଯାଇଛନ୍ତି ସଚିନଙ୍କ ପୁଅ ଅର୍ଜୁନ, ଭାଇରାଲ ହେଉଛି ସିକ୍ସ ପ୍ୟାକ ଶରୀର ସେଲ୍ଫି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ଏବେ ଚର୍ଚ୍ଚାରେ । ଅର୍ଜୁନ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ସହ ୟୁଏଇରେ ରହିଛନ୍ତି । ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍ ନିଲାମରେ ତାଙ୍କ ନାମ ସାମିଲ ହୋଇ ନ ଥିଲା । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଟିମ୍…