Latest Odisha News

BREAKING NEWS

Yearly Archives

2020

୨୦୨୧ ଆରମ୍ଭ ସୁଦ୍ଧା ଭାରତରେ ଉପଲବ୍ଧ ହେବ କରୋନା ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୨୦୨୧ ମସିହା ଆରମ୍ଭ ବେଳକୁ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ରାଜ୍ୟସଭାରେ ପ୍ରକାଶ କରିଛନ୍ତି। “ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ କରୋନା ଟିକା ପାଇଁ ଉଦ୍ୟମ କରୁଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ…

ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଞ୍ଚ

ଭୁବନେଶ୍ୱର: ଏଣିକି ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଂଚ । କଟକ-ଭୁବନେଶ୍ୱର କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଂଚଳ ଓ ହଟ୍‌ସ୍ପରେ କୋଭିଡ ଚେକିଂ ଜୋରଦାର ହେବ । ଏଥିପାଇଁ ଭୁବନେଶ୍ୱରୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି,…

ସଂସଦରେ ଗର୍ଜିଲେ ରାଜନାଥ, କହିଲେ “ବିଶ୍ୱର କୌଣସି ଶକ୍ତି ସେନାକୁ ପେଟ୍ରୋଲିଂରୁ ରୋକିପାରିବେନି”

ନୂଆଦିଲ୍ଲୀ: ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଚୀନ୍ ସହ ବିବାଦ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସଂସଦ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ପୃଥିବୀରେ କୌଣସି ଶକ୍ତି ଭାରତୀୟ ସେନାକୁ ପାଟ୍ରୋଲିଂରୁ ରୋକି ପାରିବ ନାହିଁ। ଭାରତୀୟ ସୈନିକମାନଙ୍କୁ…

ପବିତ୍ର ମହାଳୟା

''ମହାନ୍ମହାତ୍ମା ମହିତୋ ମହିମାବାନ୍ମହାବଲଃ । ଗଣାଃ ପଞ୍ଚ ତଥୈବୈତେ ପିତୄଣାଂ ପାପନାଶନାଃ ॥ ସୁଖଦୋ ଧନଦଶ୍ଚାନ୍ୟୋ ଧର୍ମଦୋନ୍ୟଶ୍ଚ ଭୂତିଦଃ । ପିତୄଣାଂ କଥ୍ୟତେ ଚୈବ ତଥା ଗଣଚତୁଷ୍ଟୟମ୍ ॥'' ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ…

ତୁରନ୍ତ ହଜାରେ ଆଇସିୟୁ ବେଡ୍ ବ୍ୟବସ୍ଥା କରନ୍ତୁ ସରକାର: ବିଜୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚଳନା ଦେଇ ରାଜ୍ୟ ସରକାରଙ୍କ ଉପରେ ବିର୍ଷିଲା ବିଜେପି । ଆଜି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କୋଭିଡ ରଣନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କଟକ ଓ ଭୁବନେଶ୍ୱରରେ କୋରନା ଅବସ୍ଥା  ଭୟଙ୍କର ରୁପ ନେଇଛି। ଆଗକୁ ମଧ୍ୟ…

ନୂଆ ଲକ୍ଷଣ: ଜ୍ୱର ନଥିଲେ ବି ହୋଇପାରେ କରୋନା

ଭୁବନେଶ୍ୱର: ଦେଶରେ କରୋନା ମିଟରର କଂଟା ଉପର ମୁହାଁ ରହିଛି । ତଳକୁ ଖସିବାର ନାନେଉ ନାହିଁ । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସାମାନ୍ୟ ଥଣ୍ଡା, ଜ୍ୱର, ଲାଗିରହିଲେ ହାତଗୋଡ ବିନ୍ଧା ହେଲେ କରୋନା ହୋଇଥାଇପାରେ ବୋଲି ଆମେ ଭାବିଥାଉ ଏବଂ ଏହା  କରୋନାର ଲକ୍ଷଣ ମଧ୍ୟ…

ଡିଜିଟାଲ୍ ମିଡିଆ ପାଇଁ ନିୟମ ମାନକ ବହୁତ ଜରୁରୀ: କେନ୍ଦ୍ର

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ମିଡିଆ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଥମେ ଡିଜିଟାଲ୍ ମିଡିଆ ପାଇଁ ନିୟାମକ ମାନକ ଗଠନ କରିବାକୁ ବିଚାର କରିବେ କାରଣ ଏହାର ପ୍ରଭାବ ଅଧିକ ରହିଛି ବୋଲି ସରକାର କହିଛନ୍ତି। ଗୁରୁବାର ଦିନ ଶୁଣାଣି ପୂର୍ବରୁ ବୈଦ୍ୟୁତିକ ଗଣମାଧ୍ୟମର ମାନଦଣ୍ଡ ଉପରେ ସର୍ବୋଚ୍ଚ…

ରାସ୍ତାରୁ ଉଦ୍ଧାର ହେଲା ନବଜାତ ଶିଶୁର ମୁଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶ୍ରପଡା ଅଞ୍ଚଳର ଏକ ରାସ୍ତା ଉପରେ ନବଜାତ ଶିଶୁର ମୁଣ୍ଡ ପଡ଼ିଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଛି। ଆଜି ସକାଳେ ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁଣ୍ଡଟିକୁ ଜବତ କରି ତଦନ୍ତ କରୁଥିବା…

ଚୀନ୍‌କୁ ଚେତାଇଲେ ରାଜନାଥ, କହିଲେ ସୀମା ଚୁକ୍ତି ଉଲ୍ଲଙ୍ଘନ କଲେ ଜବାବ ଦେବ ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଭିତରେ ଚୀନ୍‌କୁ ଚେତାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଚୀନ୍‌କୁ କଡା ସନ୍ଦେଶ ଦେଇ କହିଛନ୍ତି ଯେ, ଯଦି ଚୀନ୍ ସୀମା ଚୁକ୍ତି ଉଲ୍ଲଂଘନ କରେ ତେବେ ଭାରତ ଉଚିତ ଜବାବ ଦେବ । ଏବଂ ଆମେ ସବୁ ପ୍ରକାରର ମୁକାବିଲା ପ୍ରସ୍ତୁତ ଅଛି । ଆଜି…

ଟ୍ରେନ୍ ଧକ୍କାରେ ହାତୀ ମୃତ

ରାଉରକେଲା:ରାଉରକେଲା ଠାରୁ ୩୩ କିମି. ଦୂର ବିଶ୍ରା ଅଞ୍ଚଳର ଜରେଇକେଲା ଏବଂ ମନୋହରପୁର ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ  ହାତୀର ମୃତ୍ୟୁ ଘଟିଛି। ସୂଚନାନୁସାରେ,  ଉକ୍ତ ହାତୀଟି ରାଉରକେଲାରୁ ଝାଡଖଣ୍ଡର ଚକ୍ରଧରପୁର ଆଡକୁ ଯାଉଥିଲା ବେଳେ ଗତକାଲି ରାତି ପ୍ରାୟ ୯ଟା ବେଳେ…