Latest Odisha News

BREAKING NEWS

Yearly Archives

2020

ଦିଲ୍ଲୀଦଙ୍ଗା ମାମଲା: ୧୫ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ପୋଲିସ

ଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଚାର୍ଜ ସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ଅସ୍ତ୍ରଶସ୍ତ୍ର ଅଧିନିୟମ ଏବଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ବିଭିନ୍ନ ବିଭାଗ ଅଧୀନରେ ୧୫ ଅଭିଯୁକ୍ତଙ୍କ ବିରୋଧରେ ବୁଧବାର ଦିନ ସ୍ୱତନ୍ତ୍ର ଚାର୍ଜ ସିଟ…

‘ଉପଯୁକ୍ତ ମେଡିକାଲ ବ୍ୟବସ୍ଥା ସହ ଟ୍ୱିନସିଟିକୁ ଆସନ୍ତୁ କରୋନା ରୋଗୀ’

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିସହ କଟକରେ ମଧ୍ୟ ସମାନ ସ୍ଥିତି ରହିଛି । ଟ୍ୱିନସିଟିରେ ଦିନକୁ ଦିନ କରୋନା ପ୍ରକୋପ ଦ୍ରୁତ ଗତିରେ ବଢ଼ିଛି । ଏହାମଧ୍ୟରେ ଟ୍ୱିନ୍‌ ସିଟିକୁ ଆସୁଥିବା କୋଭିଡ୍‌ ରୋଗୀଙ୍କୁ ପରାମର୍ଶ…

ବାବ୍ରି ମସଜିଦ ଭଙ୍ଗା ମାମଲା: ସେପ୍ଟେମ୍ବର ୩୦ରେ ଆସିବ ରାୟ

ଲକ୍ଷ୍ନୌ: ସେପ୍ଟେମ୍ବର ୩୦ରେ ଆସିବା ବହୁ ଚର୍ଚ୍ଚିି ବାବ୍ରି ମସଜିଦ ଭଙ୍ଗା ପ୍ରସଙ୍ଗର ରାୟ । ଏହି ମାମଲାର ରାୟ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏହି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିଜେପି ନେତା ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ…

ଏହି ଖେଳାଳି ହେଉଛନ୍ତି ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସର ଶ୍ରେଷ୍ଠ ୧୦ ରନ ସ୍କୋରର

ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍) ପ୍ରିମିୟର୍ ଫ୍ରାଞ୍ଚାଇଜ୍ ଆଧାରିତ ଏକ ଟୁର୍ନାମେଣ୍ଟ , ଯାହା ୨୦୦୮ ରୁ ହୋଇଆସୁଛି । ବ୍ୟାଟ୍ସମ୍ୟାନ୍ ସବୁବେଳେ ଛୋଟ ଫର୍ମାଟରେ ନିଜ ଦବଦବା ଜାହିର କରିଆସୁଛନ୍ତି ଏବଂ ଏଠାରେ ଆମେ ବର୍ଷ ବର୍ଷ ଧରି ଆଇପିଏଲର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ…

ତାଲାବନ୍ଦ ସମୟରେ ପୁଷ୍ଟି ବଗିଚା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ବା ତାଲାବନ୍ଦ ଯୋଗୁ ସାରା ରାଜ୍ୟର ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଥିମଧ୍ୟରୁ ଦୈନିକ ଉପଯୁକ୍ତ ପରିମାଣର ଓ ପ୍ରକାରର ଖାଦ୍ୟର ଅଭାବ ତଥା ଖାଦ୍ୟରେ ବିବିଧତାର ଅଭାବ…

ଡିସିପିଙ୍କୁ ଜଣାଅ ମୂର୍ତ୍ତିର ଉଚ୍ଚତା: ହାଇକୋର୍ଟ

କଟକ: କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା ନେଇ…

ବିନା ଭକ୍ତରେ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ଏଥର ବିନା ଭକ୍ତରେ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । କୋଭିଡ ଗାଇଡଲାଇନ୍ ଅନୁସାରେ ପୁଜାରୀ ଓ ସହଯୋଗୀଙ୍କୁ ନେଇ ମା’ଙ୍କ ଛତର ନିର୍ଦ୍ଧାରିତ ସମୟରେ ମନ୍ଦିରରେ ପହଂଚିବ । ଏଥିସହ ପଶୁବଳି ମଧ୍ୟ ପଡିବ ନାହିଁ । ଛତର ଯାତ୍ରା ଦିନ ପୁରା…

ଅଜଗର ସାଜିଲା ଫେସମାସ୍କ!!

ମାଞ୍ଚେଷ୍ଟର: ବସରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ । ମୁହଁରେ ମାସ୍କ ସାଜିଛି ଅଜଗର । ମାଞ୍ଚେଷ୍ଟରର ଜଣେ ବସ ଯାତ୍ରୀ ନିଜ ମୁହଁରେ ସାଧାରଣ ମାସ୍କ ବଦଳରେ ଜୀଅନ୍ତା ଅଜଗର ଝୁଲେଇବାର ଚିତ୍ର ଦେଖିବାକୁ ମିଳିଛି । ମଞ୍ଚେଷ୍ଟରର ଜଣେ ୪୬ ବର୍ଷିୟ ଯାତ୍ରୀ ଏକ ବସ୍‌ରେ ପାଇଥନ୍‌ଙ୍କ ବେକ ଓ…

ଖୁସି ଖବର, ଭାରତକୁ ଆସିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ଭାରତକୁ ଆସିବ ୧୦ କୋଟି କରୋନା ଟିକା । ଋଷର ପ୍ରଥମ କରୋନା ଟିକା ସ୍ପୁଟନିକ୍‌-ଭି ଭାରତକୁ ଆସିବ । ଋଷିଆଠୁ ଭାରତ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍‌ର ୧୦୦ ମିଲିୟନ ଡୋଜ୍ ଆଣିବ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି…

ସ୍କୁଲରେ କିଚେନ୍ ଗାର୍ଡେନ୍‌

ଭୁୁବନେଶ୍ୱର: ସ୍କୁଲରେ ଆରମ୍ଭ ହୋଇଛି କିଚେନ୍ ଗାର୍ଡେନ । ରାଜ୍ୟ ସରକାର ଏହାକୁ ଆରମ୍ଭ କରିଛନ୍ତି । ମଧ୍ୟନ୍ନ ଭୋଜନ ଯୋଜନା ଅଧିନରେ ଏହି ଯୋଜନା ଚାଲିଛି। ଏ ନେଇ ରାଜ୍ୟର 43ହଜାର ସ୍କୁଲକୁ 5 ହଜାର ଟଙ୍କା ଦିଆଯାଇଛି। ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ ଦେବ । ସ୍କୁଲ ପରିସରରେ…