Latest Odisha News

BREAKING NEWS

Yearly Archives

2020

ଜୟାଙ୍କ ସମର୍ଥନରେ ବାହାରିଲେ ହେମା

ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କକୁ ନେଇ ଏନେ ଟାର୍ଗେଟରେ ବଲିଉଡ । ଅଭିନେତା ତଥା ବିଜେପି ସାଂସଦ ରବି କିଶନ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ଲିଙ୍କ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ । ଏହାକୁ ‘ଗଟର’ ବୋଲି କହିଥିଲେ । ତେବେ ଏହାକୁ ନେଇ ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନ କଡଳ ପ୍ରତ୍ରିକିୟା…

ଭାରତ ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର, ଯେଉଁଠାରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ: ଚିଦାମ୍ବରମ

ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତା ଚିଡମ୍ବରମ କହିଛନ୍ତି, ଭାରତ ହେଉଛି ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର ଯେଉଁଠାରେ କୌଣସି ପ୍ରଶ୍ନ ପଚରାଯାଏ ନାହିଁ, କୌଣସି ବିତର୍କ ହୁଏ ନାହିଁ । ଲୋକସଭାରେ ଲଦାଖ ଷ୍ଟାଣ୍ଡଅଫ ପ୍ରସଙ୍ଗରେ ଦଳକୁ କହିବାକୁ ଅନୁମତି ନଦିଆଯିବା ପରେ ମଙ୍ଗଳବାର ଦିନ କଂଗ୍ରେସ…

କୋଭିଡ ପରିଚାଳନାରେ ରାଜ୍ୟ ସରକାର ଫେଲ୍‌: ତାରା

ଭୁବନେଶ୍ୱର: କୋଭିଡ କେୟାର ସେଂଟର ଏବଂ ଟିଏମ୍‌ସି ବନ୍ଦ କରିବା ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଲେ ବିରୋଧୀ । କଟକ, ଭୁବନେଶ୍ୱରକୁ ନଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦବାହିନୀ ପତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ…

ଆମିରଙ୍କ ଝିଅ ଇରା ଖାନ ଦେଲେ ଫିଟନେସ ମନ୍ତ୍ର, ଦେଖନ୍ତୁ ଫଟୋ

ମୁମ୍ବାଇ: ଯେତେବେଳେ ସ୍ୱାସ୍ଥ୍ୟ ଏବଂ ଫିଟନେସ କଥା ଆସେ, ଆମିରଙ୍କ ଝିଅ ଇରା ଖାନ ସବୁବେଳେ ଆଗରେ ରୁହନ୍ତି । ଫିଟନେସ୍ ଉତ୍ସାହୀ ଇରା ଯୁବ ଗୋଷ୍ଠୀଙ୍କୁ ସବୁବେଳେ ଏ ନେଇ ସଚେତନ କରାଇବା ଦେଖିବାକୁ ମିଳେ । କିନ୍ତୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଫୋଟ କୁ ନେଇ ସେ ଏବେ ଚର୍ଚ୍ଚାରେ ।…

୮ ଦିନର ଯାଆଁଳା ଶିଶୁକୁ କରୋନା

ଭୁବନେଶ୍ୱର: ରାଜ୍ୟ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ମହାମାର ଦିନ ଦିନ ବେଶ୍ ଭୟାବହ ହେବାରେ ଲାଗିଛି । ଏବେ ଏହି ମହାମାରୀ କବଳରେ ପଡିଛନ୍ତି ୮ ଦିନ ଯାଆଁଳା ଶିଶୁ । ଦୁଇ ଯମଜ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ କିମ୍ସ କୋଭିଡ ହସପିଟାଲରେ ଭର୍ତି…

ତିଆରି ହେଲା ବିଶ୍ୱର ଦୀର୍ଘତମ ରାଜପଥ ଟନେଲ, ଜାଣନ୍ତୁ କ’ଣ ରହିଛି ବିଶେଷତା

ମନାଲି (ହିମାଚଳ ପ୍ରଦେଶ): ତିଆରି ହେଲା ବିଶ୍ୱର ଦୀର୍ଘତମ ରାଜପଥ ଟନେଲ, 'ଅଟଳ ଟନେଲ' । ସମୁଦ୍ର ପୃଷ୍ଠରୁ ପ୍ରାୟ ୧୦୦୦୦ ଫୁଟରୁ ଅଧିକ ଉଚ୍ଚରେ ଏହାକୁ ତିଆରି କରାଯାଇଛି । ବିଶ୍ୱର ଦୀର୍ଘତମ ରାଜପଥ ଟନେଲଭାବେ ଏହା ମନାଲିକୁ ଲେହ ସହିତ ସଂଯୋଗ କରିବ । ଏହି ଟନେଲର କାର୍ଯ୍ୟ ଶେଷ ହେବାର…

ସ୍ୱଚ୍ଛ ପୁରୀ ପ୍ରୟାସ, ଆରମ୍ଭ ହେଲା ‘ଲୋଗୋ ଓ ଟ୍ୟାଗ୍ ଲାଇନ’ ପ୍ରତିଯୋଗିତା

ପୁରୀ: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ରୂପେ ଗଢ଼ିବା ପାଇଁ ‘ସ୍ୱଚ୍ଛ ପୁରୀ ପ୍ରୟାସ’ ଜରିଆରେ ଲୋଗୋ ଓ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । ଜନସାଧାରଣ ଙ୍କ ଯୋଗଦାନ ଏବଂ ଏ ସମ୍ବନ୍ଧ ରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ପୁରୀ ପୌରପାଳିକା ପ୍ରତିଯୋଗିତା ଆୟୋଜନ କରିଛି ।…

ମୌସୁମୀ ଅଧିବେଶନ: ୨୭ରେ ହେବ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହା ପୂର୍ବରୁ ବିଧଶୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ । ୨୭ ଓ ୨୮ ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କ କରୋନା ପରୀକ୍ଷା କରାଯିବ । ବିଧାୟକଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ…

ବିଡେନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଟ୍ରମ୍ପ, କହିଲେ ସେ ଡ୍ରଗ୍ସ ନିଅନ୍ତି

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ବିତର୍କରେ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଡ୍ରଗ୍ସ ନେଇଛନ୍ତି। ଜାତୀୟ ମତଦାନରେ ବହୁତ ପଛରେ ଥିବା ରିପବ୍ଲିକାନ୍ ନେତା ପ୍ରଥମେ ଫକ୍ସ ନ୍ୟୁଜ୍ ସାକ୍ଷାତକାରରେ…

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

କଟକ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲ୍‌ବାହୀ ଟ୍ରେନ୍ । କଟକ ଶିଖରପୁର ଲେବଲ କ୍ରସିଂ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଭଦ୍ରକରୁ ମାଲଗାଡିଟି ଖୋର୍ଦ୍ଧା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି । ୧୦…