Latest Odisha News

BREAKING NEWS

Yearly Archives

2020

୨୪ ଘଣ୍ଟାରେ ୧୧ ଶହରୁ ଅଧିକ ମୁଣ୍ଡ ନେଇଛି କରୋନା; ମୋଟ ସଂଖ୍ୟା ଟପିଲା ୭୨ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ଗୋଟିଏ ଦିନରେ ୧ ଲକ୍ଷ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।…

NIT କ୍ୟାମ୍ପସରୁ ଜଣଙ୍କ ସହ ରାଉରକେଲାରୁ ଚିହ୍ନଟ ହେଲେ ୮୪ ନୂଆ ପଜିଟିଭ

ରାଉରକେଲା: ସୋମବାର ଦିନ ସୁନ୍ଦରଗଡରୁ ୯୬ ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ ଷ୍ଟିଲ ସିଟି ରାଉରକେଲାରୁ ଚିହ୍ନଟ ହୋଇଛନ୍ତି ୮୪ ନୂଆ ପଜିଟିଭ। ଏହାକୁ ମିଶାଇ ରାଉରକେଲାରେ ମୋଟ ସଂଖ୍ୟା ଛୁଇଁଛି ୪୯୪୩। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରୁ ଜଣେ NIT କ୍ୟାମ୍ପସରୁ ଚିହ୍ନଟ ହୋଇଥିବା…

ଲଦାଖ ପାଙ୍ଗୋଙ୍ଗ ସୁ ନିକଟରେ ପୁଣି ଚୀନ-ଭାରତ ସେନା ମୁହାଁମୁହିଁ

ଜମ୍ମୁ କଶ୍ମୀର: ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଥମିବାର ନା ନେଉନି । ଗତକାଲି ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବା ଓ ଗୁଳିମାଡ଼ କରିଥିବା ଅଭିଯୋଗ କରିଛି ଚୀନ୍ ସେନା । କୁହାଯାଉଛି ଚୀନ୍ ଓ ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ସୁ ନିକଟବର୍ତ୍ତୀ ସୋନପାଓ ପାହାଡ଼ରେ…

ପରିବା ଦର ଆକାଶଛୁଆଁ: ଚିନ୍ତାରେ ବ୍ୟବସାୟୀ, ଅସନ୍ତୁଷ୍ଟ ଖାଉଟି

ଭୁବନେଶ୍ୱର: ଲୋକଙ୍କ ଚିନ୍ତା ବଢ଼ାଇଛି ବର୍ଦ୍ଧିତ ପରିବା ଦର । ପ୍ରାୟତଃ ସବୁ ପରିବାର ଦର ପାଖାପାଖି ୫୦ ଟଙ୍କା ଉପରେ । ପନିପରିବା ଦାମ ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛି ସାଧାରଣ ଲୋକଙ୍କ ଜୀବନ। ନିକଟରେ ହୋଇଥିବା ବନ୍ୟାରେ ବ୍ୟାପକ ଫସଲହାନୀ ଯୋଗୁଁ ପରିବା ଦର ବୃଦ୍ଧି ଘଟୁଥିବା…

ବର୍ଷାରେ ଭୁଶୁଡିପଡିଲା ଏହି ପଦ୍ମଶ୍ରୀ ପୁରସ୍କୃତଙ୍କ ଘର; ଅସ୍ଥାୟୀ ବାସସ୍ଥାନ ପାଇଁ କଲେ ନିବେଦନ

ସମ୍ବଲପୁର: ଲୋକପ୍ରିୟ ଲୋକ ଗୀତ ରଙ୍ଗବତୀର ଗାୟକ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟିର ଘର ପ୍ରବଳ ବର୍ଷା ଫଳରେ ଭାଙ୍ଗି ଯାଇଛି। ହରିପାଲ ତାଙ୍କ ପରିବାରର ସଦସ୍ୟମାନଙ୍କ ସହ ସମ୍ବଲପୁରର ଷ୍ଟେସନ ପଡିଆ ସ୍ଥିତ ଏକ ନୂଆଣିଆ ଚାଳ ଘରେ ରହିଆସୁଥିଲେ । ଗତମାସ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କଠାରୁ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ବାରିପଦା: ବାରିପଦା ସହରରେ ପୁନଃ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ସହର ଭିତରୁ ଲୁଟି ନେଇଛନ୍ତି ନଗଦ ଟଙ୍କା। ଦିନ ଦ୍ବିପ୍ରହରରେ ସହର ଭିଡ ଭିତରୁ ଲୁଟିନେଲେ ନଗଦ ୭୦ ହଜାର ଟଙ୍କା। ଘଟଣା ଅନୁସାରେ ସୋମବାର ଦିନ ପ୍ରାୟ ୧.୩୦ ଟା ସମୟରେ ଜୟନ୍ତ ନିଜ ଘର କାମ ପାଇଁ ଷ୍ଟେସନ ବଜାର ସ୍ଥିତ ଓଡିଶା…

୫୫୦୦ ଟଙ୍କା ଶସ୍ତା ହେଲା ସୁନା: ୧୦ ଗ୍ରାମର ମୂଲ୍ୟ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଦର ଯଥେଷ୍ଟ ହ୍ରାସ ପାଇଛି। ଗତ ୩ ଦିନ ମଧ୍ୟରେ ୧୦ ଗ୍ରାମ ପ୍ରତି ସୁନା ପ୍ରାୟ ୮୦୦ ଟଙ୍କା ହ୍ରାସ ପାଇଛି। ଅନ୍ୟପକ୍ଷରେ, ଯଦି ଆମେ ଗତ ୧ ମାସର ତଥ୍ୟକୁ ଦେଖିବା ତେବେ ସୁନା ମୂଲ୍ୟ ପ୍ରାୟ ୫୫୦୦ ଟଙ୍କା ହ୍ରାସ ପାଇଛି। ମୂଲ୍ୟ ହ୍ରାସ ସତ୍ତ୍ବେ ଡିଲରମାନେ…

ମାନସିକ ଅବସାଦରେ ରହୁଛନ୍ତି କି? 

ଭୁବନେଶ୍ୱର:  କରୋନା ପାଇଁ ସାରା ଦେଶରେ ଏବେ ସଙ୍କଟ । ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଅବସାଦରେ ଅଛନ୍ତି । କେତେ ଲୋକ ରୋଜଗାର ହରାଉଥିବା ବେଳେ କେତେ ଲୋକ ମାନସିକ ସନ୍ତୁଳନ ହରାଉଛନ୍ତି । ଅବସାଦ ଯୋଗୁଁ ଅନେକ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏହାସହ ସାଧାରଣ ଜୀବନରେ ଆପଣ ସୁସ୍ଥ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ୦୮-୦୯-୨୦୨୦ (ମଙ୍ଗଳବାର) ଜ୍ଯୋତିବିଦ୍ ନିରଞ୍ଜନ ମହାପାତ୍ର  ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୮ ରିଖ ମଙ୍ଗଳବାର ସିଂହ ୨୪ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଷଷ୍ଠୀ କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର: ମକର ରାଶିର  ଘାତ ଚନ୍ଦ୍ର:ମେଷ ରାଶିର …

ଟ୍ୱିଟରରେ ଜବାବ ଦେଲେ ବର୍ଷା, ‘ସତ କେବେ ହାରିବନି’

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କ ବିବାଦ ଏବେ ବେଶ୍ ଚର୍ଚ୍ଚାରେ । ଆଜି ଅପରାହ୍ନରେ ଅନୁଭବ ଗଣମାଧ୍ୟମକୁ ତାଙ୍କ ପରିବାରର ପିଛା ଛାଡିବାକୁ ନିବେଦନ କରିଥିଲେ । ସେମାନେ ପ୍ରଥମ ଆଉ ଶେଷ ଦମ୍ପତ୍ତି ନୁହନ୍ତି ଯେ କି ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତାଙ୍କ ବାପା ଅସୁସ୍ଥ ଥିବାରୁ ଚିକିତ୍ସାଧୀନ…