Latest Odisha News

BREAKING NEWS

Yearly Archives

2020

ବଲିଉଡର ଏହି ତାରକାଙ୍କର ନିଜ ଶାଶୁଙ୍କ ସହ କିଭଳି ରହିଛି ସମ୍ପର୍କ; ଆସନ୍ତୁ ଜାଣିବା

ମୁମ୍ବାଇ: ଶାଶୁ ବୋହୁ ସମ୍ପର୍କରେ ସାମାନ୍ୟ ତିକ୍ତତା ରହିବା ଅତି ସାଧାରଣ କଥା । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଶାଶୁ ବୋହୁ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ତିକ୍ତତା ବଦଳରେ ଭଲପାଇବା ଦେଖିବାକୁ ପାଇଛୁ । ଆମେ କହୁଛୁ ବଲିଉଡର ଷ୍ଟାର ଶାଶୁ ବୋହୁଙ୍କ ସମ୍ପର୍କରେ। ଏହି…

ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୮ ହଜାର ୩୩୮ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୦,୪୪୯ ଜଣଙ୍କର ଆଣ୍ଟିଜେନ, ୭୮୧୩ ଟି ଆରଟିପିସିଆର୍ ଓ ୭୬ଟି ଟ୍ରୁନଟ୍‌ ପରୀକ୍ଷା…

ରାଜ୍ୟର ଏହି ୨୦ ଜିଲ୍ଲାରେ ବଜ୍ରପାତ ଆଶଙ୍କା: ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ୨୦ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର,କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ,ନୟାଗଡ଼, ଗଞ୍ଜାମ,…

ଆରମ୍ଭ ହେଲା ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର କାର୍ଯ୍ୟ

ଭୁନେଶ୍ୱର: ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ବ୍ରିଜ୍ ଆଣ୍ଡ୍‌ ରୁଫ୍‌ କମ୍ପାନି (ଇଣ୍ଡିଆ) ପକ୍ଷରୁ ବସଷ୍ଟାଣ୍ଡ ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ଖୁସିର କଥା ଏହାକି ଏହି ଉନ୍ନତିକରଣ କାର୍ଯ୍ୟ ଆଗାମୀ ୨ ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ଶେଷ ହେବ ।…

ବଢିବ ବର୍ଷାର ପରିମାଣ: ଏହିସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇ ଯାଇଛି ପ୍ରବଳ ବର୍ଷା । ଧୀରେଧିରେ ଏହା ବୃଦ୍ଧି ପାଇବ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୫.୦୮.୨୦୨୦: ଏହାର ପ୍ରଭାବରେ ଓଡ଼ିଶାର ୧୧ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା…

ଅନୁଗୁଳରୁ ଉଦ୍ଧାର ହେଲା ଏକ ବିରଳ ପ୍ରଜାତିର ପକ୍ଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁସାସିଂହା ଗ୍ରାମରୁ ଏକ ବିରଳ ଇଗଲ ପକ୍ଷୀ ଉଦ୍ଧାର ହୋଇଛି । ସୋମବାର ସକାଳେ କୁସାସିଂହା ଗ୍ରାମର ଅବିନ ରାଉତଙ୍କ ଘରେ ଏକ ଭିନ୍ନ ପ୍ରକାରର ବଡ ପକ୍ଷୀଟିଏ ବସିଥିବାର ପରିବାର ଲୋକେ ଦେଖିଥିଲେ । ଏହି ବିରଳ ପକ୍ଷୀଟିକୁ ସ୍ଥାନୀୟ ଯୁବକଙ୍କ ସହାୟତାରେ ଉଦ୍ଧାର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ   ତା୨୫-୮-୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା୨୫ ରିଖ ମଙ୍ଗଳବାର ସିଂହ ୧୦ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ବିଶାଖା ନକ୍ଷତ୍ର ବିଛା ଚନ୍ଦ୍ର   ଘାତ ବାର-: ମକର ରାଶିର    ଘାତ ଚନ୍ଦ୍ର-:…

ରାୟଗଡରେ ୫ ମହଲା କୋଠା ଭୁଷୁଡି ୧ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡରେ ଅଘଟଣ । ମୁମ୍ବାଇରୁ ୧୭୦ କିଲୋମିଟର ଦୂର ରାୟଗଡ ଜିଲ୍ଲା ମହଡ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଷୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନେକ ଏବେ ବି ଭଙ୍ଗା କୋଠା ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଆଜି ସନ୍ଧ୍ୟା ୬ଟା ୫୦ ସମୟରେ ଏହି…

ବିଶିଷ୍ଟ ଭାଷାବିତ୍ ମହାଜିତଶ୍ୱର ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ଇଂରାଜୀ ପ୍ରଫେସର ତଥା ଭାଷାବିତ୍ ଡକ୍ଟର ମହାଜିତଶ୍ୱର ଦାସଙ୍କର ସୋମବାର ଦିନ କଟକ ବାସଭବନରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଦୁଇ ବର୍ଷ ଧରି ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ପିଡିତ ଥିଲେ। ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା…

ପରଲୋକରେ ଶିକ୍ଷାବିତ ହୀରକ ପ୍ରାମାଣିକ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ହୀରକ୍ କୁମାର ପ୍ରାମାଣିକ ଆଉ ନାହାନ୍ତି। ଗତ ଶୁକ୍ରବାର ତାଙ୍କର ପରଲୋକ ହୋଇଛି। ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଭାବରେ ଅନେକ ସରକାରୀ କଲେଜରେ କାର୍ଯ୍ୟ କରିବା ପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବଦ୍ୟାଳୟରୁ ସେ ଅବସର ଗ୍ରହଣ କରିଥିଲେ। ଗତ କିଛି ଦିନ…