ସେରମ୍ ଇନଷ୍ଟିଚ୍ୟୁଟରେ ଆଜିଠୁ ଅକ୍ସଫୋର୍ଡ କୋଭଡି ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ
ପୁଣେ: ଆଜିଠୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ରେ ଅକ୍ସଫୋର୍ଡ କୋଭିଡ-୧୯ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେଉଛି ।
ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ସୁସ୍ଥ ଭାରତୀୟ ବ୍ୟକ୍ତିଙ୍କ ଉପରେ କୋଭିଶୀଲ୍ଡର ସୁରକ୍ଷା ଓ ପ୍ରତିରୋଧକ କ୍ଷମତା…