ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ସିବିଆଇର ସମନ୍ ମିଳିନି; ଦାବି କଲେ ରିୟାଙ୍କ ଓକିଲ
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ସମେତ ଅନ୍ୟ ମାନଙ୍କୁ ଜେରା କରୁଛି । ଏହି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଦାବି କରିଛନ୍ତି ଯେ ଆମକୁ ଏହି କେସରେ ସିବିଆଇ କୌଣସି ସମନ କରିନାହିଁ ।
ରିୟା ଚକ୍ରବର୍ତ୍ତୀଙ୍କ ଓକିଲ…