Latest Odisha News

BREAKING NEWS

Yearly Archives

2020

ପିସିସି ରେସ୍‌ରେ ମୁଁ ନାହିଁ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ନେଇ ଦିଲ୍ଲୀରେ ଚର୍ଚା ଜୋରଧରିଥିବା ବେଳେ ରାଜ୍ୟରେ ବି ପିସିସି ମୁଖିଆ ପରିବର୍ତ୍ତନ ନେଇ ଜୋର ଧରିଛି ଅଙ୍କକଷା । ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି, ସେ ପିସିସି ଦୌଡରେ ନାହାଁନ୍ତି । ସେ କେବେ କୌଣସି ସଭାପତିଙ୍କୁ ବିରୋଧ…

ସନ୍ତାନମାନଙ୍କ ଶରୀର ସୁରକ୍ଷା ପାଇଁ ଷଷ୍ଠୀ ଓଷା ବା ଷଠିଓଷା ପର୍ବ

(ଓଡିଶାର ପର୍ବପର୍ବାଣୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାରର ସ୍ଥାନୀୟ ବା ଆଞ୍ଚଳିକ ପର୍ବପର୍ବାଣି ପାଳନ କରାଯାଇଥାଏ । ଏମିତି ଏକ ପର୍ବ ହେଉଛି ଷଷ୍ଠୀ ଓଷା ବା ଷଠିଓଷା । ଅବିଭକ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଏହା ଏକ ପ୍ରମୁଖ ପର୍ବ । ବାଲି…

ମୁକୁଟଠୁ ମୁଣ୍ଡ ମୂଲ୍ୟବାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏହି ଭାରତର ସନ୍ଥସଂସ୍କୃତି ମଧ୍ୟ ଏକ ସମୁନ୍ନତ ନିର୍ଭୀକ ମାନବସମାଜର ନବଜାଗରଣ ପାଇଁ ମନ୍ତ୍ରପାଠ କରିଆସିଛି କାଳେକାଳେ । ଗୁରୁ ଗୋବିନ୍ଦ ସିଂ ଆହ୍ୱାନ ଦେଇଥିଲେ - ‘ଯୁବକମାନେ ଦେଶ ପାଇଁ, ଜାତି ପାଇଁ ମରିବାକୁ ପ୍ରସ୍ତୁତ ହୁଅ ।’ ଏହି…

ମାଓ ଶିବିର ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଳାରେ ମାଓ ଶିବିର ଠାବ ହୋଇଛି । ସୋମବାର ଏସ୍‌ଓଜି ଓ ବିଏସ୍‌ଏଫ୍‌ବାହିନୀ ମିଳିତ ଭାବେ ଚଢ଼ାଉ କରି କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସାଧାକୁଂଟା ଗାଁ ମଝି ଜଙ୍ଗଲରୁ ମାଓ ଶିବିର ଠାକ କରିଛନ୍ତି । ଏଥିସହ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର…

ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଏଥିପାଇଁ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଏଣିକି ଅନଲାଇନରେ ଘରେ ରହି ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ । କଟକଣା ସମୟରେ କଲେଜ ଆସିବା ବାଧ୍ୟତାମୂଳକ ନୁହେଁ । ଏନେଇ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ…

ବଜ୍ରପାତ ସହ ବର୍ଷା ଆଶଙ୍କା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, ଯାଜପୁର,…

ପିପିଇ କିଟ୍‌ରେ ବିଗ ବି, ଆରମ୍ଭ ହେଲା କେବିସି-୧୨ ସୁଟିଂ

ମୁମ୍ବାଇ: ନୀଳ ରଙ୍ଗର ପିପିଇ କିଟ୍ ଭିତରେ ବଲିଉଡ୍ ସୁପରଷ୍ଟାର । କ୍ରୁ ମେମ୍ବର ବି ପିପିଇ କିଟ ଭିତରେ ତୟାର । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଆଉ ଦମଦାର ଡାଏଲଗ ସହ ଆରମ୍ଭ ହେଲା ଟିଭି ଜଗତର ସୁପରହିଟ୍ ରିଆଲିଟି ସୋ କେବିସି-୧୨ର ସୁଟିଂ । କରୋନାକୁ ମାତ୍ ଦେବା ପରେ କୌନ ବନେଗା କରୋଡପତି ସୁଟିଂ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଂଚ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଏବେବି ରହସ୍ୟ ଘେରରେ ରହିଛି । ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଥିବା ବେଳେ ଆଜି ରହସ୍ୟ ଉନ୍ମୋଚନ ନୂଆ ଦିଗ ଉପରେ ଫୋକସ କରିଛି । ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ ଫରେନସିକ୍ ଡିପାର୍ଟମେଂଟକୁ ଆବେଦନ କରିଛି କ୍ରାଇମବ୍ରାଂଚ ।…

ପୁରୀ ବଗଲା ଧର୍ମଶାଳା ଜମି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଉ: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ଆଜି ପ୍ରେସମିଟ୍ କରି ପ୍ରଶ୍ନ କରାଯାଇଛି ଯେ, କେଉଁ ନିୟମ ଆଧାରରେ ଜମି ଅଧିଗ୍ରହଣ କରାଗଲା । କେଉଁ ଆଇନରେ ଅଛି ସରକାର ଦଶ ପ୍ରତିଶତ ଅଧିକ ଟଙ୍କା ଦେବେ ବୋଲି । ଆଇନରେ ଅଛି…

କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ଦିଲ୍ଲୀର ଫୋର୍ଟିସ୍ ଏସ୍କାର୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଫୁସଫୁସ୍ ଓ କିଡନୀ ଜନିତ ସମସ୍ୟାରେ ପିଡିତ ଥିବା ଅଭିଯୋଗ କରିଛନ୍ତି । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି…