ସୁଶାନ୍ତଙ୍କ ଆଇନଗତ ଉତରାଧିକାରୀ ହେଲେ ବାପା କେକେ ସିଂ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂ ଗୁରୁବାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ମୃତକ ସୁଶାନ୍ତଙ୍କ ଲିଗାଏ ହେୟାର ଭାବେ ସେ ନିଜକୁ ଘୋଷଣା କରିଛନ୍ତି । ପରିବାର ସଦସ୍ୟ ବ୍ୟତୀତ ଅନ୍ୟ କେହି ସୁଶାନ୍ତ ବିଷୟରେ ବିନା ଅନୁମତିରେ କିଛି କହିପାରିବେ ନାହିଁ ।…