Latest Odisha News

BREAKING NEWS

Yearly Archives

2020

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ସୋସିଆଲ୍ ମିଡିଆରେ ସେୟାର କଲେ ଧୋନୀ !

ରାଂଚି: ଅଗଷ୍ଟ ୧୫'ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ସେବେଠାରୁ ଅନେକ କ୍ରିକେଟର୍ ଓ ଅଗଣିତ ଫ୍ୟାନ ତାଙ୍କ ପ୍ରଶଂସାରେ ଶତମୁଖ । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଧୋନୀଙ୍କ ସନ୍ୟାସ ଘୋଷଣାନାମାକୁ ବିଶ୍ୱାସ ବି କରିପାରିନଥିଲେ । ହେଲେ ବିଶ୍ୱର ଅନ୍ୟତମ…

ଟ୍ୱିନସିଟିରେ ଗଣେଶ ପୂଜା ହେବା ନେଇ କ’ଣ କହିଲେ ହାଇକୋର୍ଟ; ଜାଣନ୍ତୁ

କଟକ: କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ କମିଟି ଗୁଡିକୁ ସ୍ଥାନୀୟ ପ୍ରଶାସନର ଅନୁମତି ମାଗିବାକୁ ପଡିବ ବୋଲି ଗୁରୁବାର ଦିନ କହିଛନ୍ତି ଓଡ଼ିଶା ହାଇକୋର୍ଟ। ଟ୍ୱିନସିଟି ପୋଲିସ କମିଶନରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କଟକ ସ୍ଥିତ ବୁଢା ଗଣେଶ ପୂଜା କମିଟିର ସଭାପତି ଶିବେନ୍ଦ୍ର…

[ଭିଡ଼ିଓ] ପୋଲିସ କବ୍‌ଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ !

କଟକ: କରୋନା କଟକଣାରେ ଅମାନିଆ ଲୁଟେରା । ଦିନରେ ହେଉ କି ରାତି । ଲୁଟେରାଙ୍କ ଦୌରାତ୍ମ୍ୟରେ ବିଚଳିତ ସାଧାରଣ ଜନତା । ଚାଉଳିଆଗଂଜରେ ଏକ ଚୋରି ମାମଲା ସାମ୍ନାକୁ ଆସିବା ପରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ । ଚାଉଳିଆଗଂଜର ଦିନବନ୍ଧୁ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗତମାସ ୨୨ତାରିଖରେ ଘରୁ…

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, ସୁନ୍ଦରଗଡ, ବୌଦ୍ଧ, ସମ୍ବଲପୁର, ନବରଙ୍ଗପୁର, ନୂଆପଡା,…

ସାରା ବିଶ୍ୱରେ ଗୁଗୁଲ୍ ସେବା ବ୍ୟାହତ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ୍ ର ସେବା ସାରା ବିଶ୍ୱରେ ବ୍ୟାହତ ହୋଇଛି । କମ୍ପାନୀର ସୂଚନାନୁଯାୟୀ ଗୁଗୁଲର ଜିମେଲ୍ ସର୍ଭର ଡାଉନ୍ ହୋଇଯାଇଛି । ଯେଉଁଥିପାଇଁ ଭାରତ ସମେତ ଅନେକ ଦେଶରେ ୟୁଜର୍ସ ଇ-ମେଲ୍ ପଠାଇବାରେ ଅସୁବିଧାର ସମ୍ମ୍‌ୁଖୀନ ହେଉଛନ୍ତି ।…

ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଗୁରୁବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ଏହି ପୂର୍ବତନ ମେୟର ଶ୍ରୀ ଜେନାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା ଏବଂ ଗୁରୁବାର ସକାଳେ ଏହି ରିପୋର୍ଟ ପଜିଟିଭ ବାହାରିଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟ…

କ୍ୱାରେଣ୍ଟାଇନରେ ରହିବେ ୩ ଚିତାବାଘ !

କର୍ଣ୍ଣାଟକ: କରୋନା ପାଇଁ ମଣିଷ କ୍ୱାରେଣ୍ଟାଇନରେ ରହିବା କଥା ଆପଣ ଶୁଣିଥିବେ । ହେଲେ ପଶୁପକ୍ଷୀ କ୍ୱାରେଣ୍ଟାଇନରେ ରହିବା କଥା ଅଜବ ଲାଗୁଥିବ ନିଶ୍ଚୟ । ଆଉ ତା ପୁଣି ଚିତାବାଘ । ଶୁଣିବାକୁ ଅବିଶ୍ୱାସ ଲାଗୁଥିଲେ ବି ଭାରତରେ କିଛି ଏପରି ଘଟଣା ଲୋକଲୋଚନକୁ ଆସିଛି । ମଙ୍ଗଳବାର ମହୀଶୁର…

ଓଡିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ହେଲେ ପ୍ରଫେସର ଜଗନ୍ନାଥ ଲେଙ୍କା

ଭୁବନେଶ୍ୱର: ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି । ଜଗନ୍ନାଥ ଲେଙ୍କା ଉତ୍ତର ଓଡ଼ିଶା ୟୁନିଭରସିଟିର ଅର୍ଥନୀତି ବିଭାଗ ମୁଖ୍ୟ ଥିଲେ ।

ରାଜ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ୮ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୮୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୧, କଟକରୁ ୧, ଢେଙ୍କାନାଳରୁ ୧, ପୁରୀରୁ ୧, ଗଞ୍ଜାମ ଜିଲ୍ଲାରୁ ୪…

ଆଉ ୨୮୦୦ ନୂଆ ସଂକ୍ରମଣ ସହ ରାଜ୍ୟରେ ୭୦ ହଜାର ଡେଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଙ୍ଗିନ ହେଉଛି କରୋନା ସ୍ଥିତି। ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୮୯୮ ଜଣ ପଜିଟିଭ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୨୦ ରେ ପହଞ୍ଚିଛି । ଆଜି ଚିହ୍ନଟ ପଜିଟିଭଙ୍କ…